ଶାସ୍ତ୍ରୀଙ୍କ ମନ୍ତବ୍ୟରେ ସୂର୍ଯ୍ୟ ଓ ଶ୍ରେୟସଙ୍କ ଠାରୁ ଭଲ ଏହି ଖେଳାଳି

ଭୁବନେଶ୍ଵର;ଦିନିକିଆ ବିଶ୍ବକପ୍ ପାଇଁ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ଆହତ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଭାରତୀୟ ଦଳର ୪ ନମ୍ବର ସ୍ଥାନ ପାଇଁ ଶ୍ରେୟସ ଆୟର ଏବଂ ସୂର୍ଯ୍ୟ କୁମାରଙ୍କଠାରୁ ତିଲକ ଭର୍ମା ଏହି ଦୈଡରେ ଆଗରେ ରଖିଛନ୍ତି । ୧୫ ଦିନ ପୂର୍ବରୁ ୨୦୨୩ ବିଶ୍ବକପରେ ତିଲକ ଭର୍ମାଙ୍କୁ ସ୍ଥାନ ଦିଆଯିବା ନେଇ କେହି ଚିନ୍ତା…

Read More

ମାଇକ୍ରୋସଫ୍ଟ ସର୍ଭର ଡାଉନ୍, ଦୁନିଆର ବ୍ୟାଙ୍କ୍, ବିମାନ, କମ୍ପ୍ୟୁଟର ପ୍ରଭାବିତ

ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା ଭାରତ, ବ୍ରିଟେନ ଆମେରିକା ସମେତ ବିଶ୍ବର ପ୍ରାୟ ସବୁ ଦେଶ ପ୍ରଭାବିତ ହେଇଛନ୍ତି। ଟ୍ରେନ ଠୁ ନେଇ ଏୟାରଲାଇନ୍ସ ପର୍ଯ୍ୟନ୍ତ ସେବା ବନ୍ଦ ହୋଇଛି । ଓ୍ବିଣ୍ଡୋଜ୍ରେ ଗଡ଼ବଡ଼ ଯୋଗୁଁ ସୁପରମାର୍କେଟ, ବ୍ୟାଙ୍କିଙ୍ଗ ଅପରେସନ୍, ଷ୍ଟକ ମାର୍କେଟ ଏବଂ ପେମେଣ୍ଟ ସିଷ୍ଟମ ବିଶେଷ ଭାବେ ପ୍ରଭାବିତ ହୋଇଛି ।ଆମେରିକାରେ ୩ଟି ଏୟାର ଲାଇନ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଭାରତରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି…

Read More

ନିରନ୍ତର ବିଜୁଳି ଯୋଗାଣ ଦିଗରେ କାର୍ଯ୍ୟରତ ଟିପିଏଓସଡ଼ିଏଲ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ ପକ୍ଷରୁ ନିରନ୍ତର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟ ସବୁ ସମୟରେ ଚାଲୁଅଛି। ଯେପରି ଗ୍ରାହକମାନଙ୍କୁ ନିରନ୍ତର ବିଜୁଳି ସେବା ଯୋଗାଇ ହେବ। ବାଲିଶିରା ନିକଟରେ ପ୍ରତିଷେଧମୂଳକ ମରାମତି ସମୟର ଫଟୋ ଏଇଟି।

Read More

ଗ୍ରୀଷ୍ମ ଋତୁରେ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ

ରାୟଗଡା: ଗ୍ରୀଷ୍ମ ଋତୁରେ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି। ରାୟଗଡ଼ା ଜିଲ୍ଲାର ବିଷମକଟକ ନିକଟରେ ସେଥିପାଇଁ ଟ୍ରାନ୍ସଫର୍ମର ନିୟମିତ ଯାଞ୍ଚ ଓ ମରାମତି କରାଯାଉଛି। ସମୁଦାୟ ଦକ୍ଷିଣ ଓଡ଼ିଶାରେ ଏପରି କାର୍ଯ୍ୟ ବର୍ଷ ତମାମ ଚାଲୁଅଛି। ଏହାଦ୍ୱାରା ଗ୍ରାହକ ମାନଙ୍କୁ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ଏପରି ପଦକ୍ଷେପ ନେଉଛି ।

Read More

ମମତା ବାନାର୍ଜୀଙ୍କ ସହ ବିଦେଶ ଗସ୍ତରେ ସୌରଭ ଗାଙ୍ଗୁଲି; କ୍ରିକେଟ୍ ପରେ ଏହି କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି ଦାଦା…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗୁରୁବାର ଦିନ ସ୍ପେନର ମାଡ୍ରିଡରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ନିଜେ ଏହା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ସାଲବୋନିରେ ଏକ ଇସ୍ପାତ କାରଖାନା ଆରମ୍ଭ କରି ସୌରଭ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। କ୍ରିକେଟ୍ ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିବା ପରେ ସୌରଭ ଗାଙ୍ଗୁଲି…

Read More

Mark Tully ଭାରତୀୟଙ୍କ ବିଶ୍ୱ ସ୍ୱର

ନୂଆଦିଲ୍ଲୀ :(ନରେନ୍ଦ୍ର ମହାନ୍ତି)-ସାର୍ ମାର୍କ ଟୁଲି ୨୪ ଅକ୍ଟୋବର ୧୯୩୫ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୯୦ ବର୍ଷ ବୟସରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ହୋଇଯାଇଛି। କଲିକତାରେ ଜନ୍ମିତ ବ୍ରିଟିଶ–ଭାରତୀୟ ସାମ୍ବାଦିକ ମାର୍କ ଟୁଲି ସକ୍ରିୟ ସାମ୍ବାଦିକତାରୁ ଅବସର ନେବା ପୂର୍ବରୁ ଭାରତୀୟ ଉପମହାଦେଶରେ ଗୋଟିଏ କିମ୍ବଦନ୍ତୀ ସମ ଚରିତ୍ର ପାଲଟି ଯାଇଥିଲେ। ପାଦ୍ରୀ ଭାବରେ ଯୋଗ ଦେବାକୁ ଥିବା ଟୁଲି ୧୯୬୪ ମସିହାରେ ବିବିସିରେ ଯୋଗ ଦେଇ ପ୍ରାୟ ତିନି ଦଶନ୍ଧି ଧରି କାମ କରିଥିଲେ…

Read More

IND vs NZ Final: ଦୁବାଇ ଗ୍ରାଉଣ୍ଡରେ ଟସ୍ କେତେ ଗୁରୁତ୍ୱପୂର୍ଣ୍ଣ, ଗତ ୧୦ଟି ମ୍ୟାଚର ପରିସଂଖ୍ୟାନ ଦେଉଛି ଏହାର ପ୍ରମାଣ ।

ଦୁବାଇ: ଚଳିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ୯ ମାର୍ଚ୍ଚରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ଥିବାବେଳେ, ନ୍ୟୁଜିଲାଣ୍ଡ ଦଳକୁ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ୍‌ରେ କେବଳ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏପରି ପରିସ୍ଥିତିରେ, ଏହି ମ୍ୟାଚ୍‌ରେ ଉଭୟ ଦଳର ଫର୍ମକୁ ଦେଖି, ପ୍ରଶଂସକମାନଙ୍କ ଉତ୍ସାହ ପରିଲକ୍ଷିତ ହେଉଛି । ଦୁବାଇ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ର…

Read More

ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ …

ଭୁବନେଶ୍ବର ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା…

Read More

୪୧ ଜଣଙ୍କ ପ୍ରାଣ ନେଲାଣି ହିଟୱେଭ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସାଧାରଣ ଜନଜୀବନକୁ ଅସହ୍ୟ କରିଛି ତାତି ଓ ଗୁଳୁଗୁଳି। ମେ ଯାଇ ଜୁନ୍ ହେଲାଣି ତଥାପି ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇଁ ନାହାନ୍ତି ଲୋକ। ଚଳିତ ବର୍ଷ ପ୍ରାୟ ୪୧ ଜଣଙ୍କ ହିଟୱେଭ ଜନିତ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୨୨୬୯ ଜଣ ଏଥିରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି। ସେହିପରି ୭୩ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ…

Read More

ସବୁ କଥାକୁ କଦର୍ଥ କରି ପରିବେଷଣ କରା ନ ଯାଉ

ଭୁବନେଶ୍ୱର: (ବିଶ୍ଵରାଜ ନାୟକ)- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାଣବସା ଗୁରୁବାରରେ ମାଣ୍ଡିଆକୁ ମାତା ଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଭାବେ ଅର୍ପଣ କରିବାର ପ୍ରସ୍ତାବ ଦେଲେ ଓ ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଗଲା ଆଲୋଚନା, ସମାଲୋଚନା ଓ ତାତ୍ସଲ୍ୟ। ମାଣ୍ଡିଆ ଏକ ଶସ୍ୟ। ଚାଉଳ ଭଳି ଶସ୍ୟ ମାଣବସାରେ ବ୍ୟବହୃତ ହେଉଥିବା ବେଳେ ମାଣ୍ଡିଆ ବ୍ୟବହାରରେ ତେବେ ଅସୁବିଧା ରହିଲା କେଉଁଠି ? ଆୟୁର୍ବେଦରେ ମାଣ୍ଡିଆର ଗୁରୁତ୍ବ ଖୁବ୍ ଅଧିକ। ଆୟୁର୍ବେଦ ହିସାବରେ ମାଣ୍ଡିଆ ରୋଗ ପ୍ରତିରୋଧ କରେ…

Read More