ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଲା ଭାରତ , ଶାର୍ଦୁଲଙ୍କ ସ୍ଥାନରେ ଖେଳିଲେ ଅକ୍ଷର
କଲୋମ୍ବର ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା – ଭାରତ ଏସିଆ କପର ସୁପର – 4 ର ତୃତୀୟ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ତେବେ ଏହି ମ୍ୟାଚ ପାଇଁ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ତେବେ ଗତକାଲି ମ୍ୟାଚରେ ପାକିସ୍ତାନକୁ 228 ରନର ଏକ ବଡ ବ୍ୟାବଧାନରେ ହରାଇବା ପରେ ଭାରତୀୟ ଦଳର ମନବଳ ଶୁଦୃଢ ରହିଛି । ଦ୍ବିତାୟ ଓଭର ଖେଳ ଶେଷ…
