ସହର ପରିସ୍ଥିତିକୁ ନେଇ ଗଠିତ ହେଲା କଟକ ଶାନ୍ତି ସଦଭାବନା ସମିତି କଟକ ଭାଇଚାରାର ସହର : ଏଠାରେ ହିଂସାର ସ୍ଥାନ ନାହିଁ . କଟକ :  କଟକ ହଜାର ବର୍ଷର ଐତିହାସିକ ସହର I କଟକର ଭାଇଚାରା ସମଗ୍ର ଦେଶ ପାଇଁ ଏକ ଉଦାହରଣ ହୋଇ ଛିଡା ହୋଇଛି l ଏହାର ଇତିହାସରେ ଦଙ୍ଗାର ସ୍ଥାନ ନାହିଁ, ଦୂର୍ଗା ପୂଜା ଭଷାଣୀ ସମୟରେ ହୋଇଥିବା ଏକ ଦୁର୍ଘଟଣା ପାଇଁ କଟକ ନିନ୍ଦିତ ହୋଇଛି l ଏହାକୁ ଆଉ…

Read More

ରାଜ୍ୟରେ ମୁଣ୍ଡ ଟେକିଲାଣି ଡେଙ୍ଗୁ, ସଂକ୍ରମଣକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଜାରି…

ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡ ଟେକିଲାଣି ଡେଙ୍ଗୁ ସଂକ୍ରମଣ। ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଲାଣି । ବିଗତ ୫ବର୍ଷ ଭିତରେ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ରହିଥିଲା, ତାହାକୁ କୀଟତତ୍ତ୍ବବିତଙ୍କ ଦ୍ବାରା ଅନୁଶୀଳନ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଇଛି ସ୍ବାସ୍ଥ୍ୟ ବିଭାଗ। ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ…

Read More

PHOTO WAR : ଧର୍ମେନ୍ଦ୍ରଙ୍କ ଚେର କାଟିବାକୁ ହାତ ମିଳେଇ ଦେଲେଣି କି ମୋହନ-ମନମୋହନ…

ଭୁବନେଶ୍ୱର : କଳା, ସାମ୍ବାଦିକତା ଦୁନିଆରେ ଗୋଟିଏ କଥା ଅଛି। ଛବି କଥା କୁହେ। ଖାଲି ସେତକ ନୁହେଁ। ହଜାରେ ଶବ୍ଦକୁ ନେଇ ଗୋଟିଏ ଛବି ହୁଏ। ଛବି ବହୁତ ପ୍ରଭାବୀ। ତାହାର ପ୍ରଭାବ ଜନମାନସ ଉପରେ ମଧ୍ୟ ପଡେ। ଫଟୋ ଥରେ ଉଠେ। ହେଲେ କାଳକାଳକୁ ରହିଯାଏ। ଓଡ଼ିଶା କ୍ଷମତା ରାଜନୀତିରେ ବର୍ତ୍ତମାନ ବିଜେପି। ତେଣୁ ବିଜେପି ଶିବିର ଫଟୋକୁ ନେଇ ଚର୍ଚ୍ଚା ଜୋର। ପ୍ରବାସୀ ଭାରତୀୟ ସମ୍ମିଳନୀ ସରିଯାଇଛି। ହେଲେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

Read More

ଏହି କାରଣ ପାଇଁ ହରିୟାଣାରେ ନିଶ୍ଚିତ ପରାଜୟକୁ ବିଜୟରେ ପରିବର୍ତ୍ତନ କଲା ବିଜେପି.. କଣ ଆସିଲା ନିର୍ବାଚନୀ ପରବର୍ତ୍ତୀ ସର୍ଭେ… ଆସନ୍ତୁ ଜାଣନ୍ତୁ..

ଚଣ୍ଡିଗଡ଼- ହରିୟାଣା ନିର୍ବାଚନରେ କଂଗ୍ରେସ ଜିତିବ ବୋଲି ଏକଜିଟ୍ ପୋଲ୍ ମାଧ୍ୟମରେ ଏକ ବାତାବରଣ ତିଆରି କରାଯାଇଥିଲା। ନିର୍ବାଚନ ପ୍ରଚାରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ପଛୁଆବର୍ଗ ଏବଂ ଦଲିତ ବର୍ଗକୁ ଏକାଠି ହେବାକୁ ସ୍ଲୋଗାନ ଦେଇଥିଲେ। ହେଲେ ପଛୁଆବର୍ଗ ଏବଂ ଦଳିତ ବର୍ଗର ସିଂହଭାଗ ଭୋଟ ଏକାଠି ହୋଇଗଲା। ହେଲେ କଂଗ୍ରେସ ପାଇଁ ନୁହେଁ, ବିଜେପି ପାଇଁ। ଆଉ ବିଜେପି ହରିୟାଣା ବାଜି ଜିତିଗଲା। ଯେମିତି ଖାଇବା ଥାଳି ଛଡାଇ ଆଣିଲା କଂଗ୍ରେସ ମୁହଁରୁ। ଆସନ୍ତୁ…

Read More

ଚାମ୍ପିଅନ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତ? ଜାଣନ୍ତୁ…

୨୦୨୫  ଫେବ୍ରୁଆରି – ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତ କରିପାରେ ବୋଲି ଜଣାପଡ଼ିଛି। କିନ୍ତୁ ବିନା ସରକାରୀ ଅନୁମତିରେ ଭାରତ ପାକିସ୍ତାନକୁ ଖେଳିବା ପାଇଁ ଯାଇପାରିବନି ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି। ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ୨୦୦୮ ଏସିଆ‌ କପ୍‌ ପରଠୁ ପାକିସ୍ତାନରେ ଭାରତ କୌଣସି କ୍ରିକେଟ୍‌…

Read More

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଇଏମଏର ଦେଶବ୍ୟାପି ଆନ୍ଦୋଳନ ଡାକରା…

ନୂଆଦିଲ୍ଲୀ; ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ନିର୍ଦ୍ଦେଶ କ୍ରମେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତର ମାନେ ଦେଶବ୍ୟାପି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ଶନିବାର ଦିଲ୍ଲୀ ଏମ୍ସରେ ମଧ୍ୟ ଡାକ୍ତର ମାନେ କ୍ୟାମ୍ପସ ଭିତରେ ପୋଷ୍ଟର ଓ ସ୍ଲୋଗାନ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଇଏମଏର ସାଧାରଣ ସଚିବ ଡ. ଅନିଲ କୁମାର ନାୟକ କହିଛନ୍ତି ଆମେ ପୁରା ଆଶାବାଦୀ ଯେ ଆମ ଦାବି ଅନୁସାରେ…

Read More

କେନ୍ଦ୍ର ସରକାର ବିରୋଧୀଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରିଦେବାକୁ ଚାହୁଁଛନ୍ତି : ମନୋଜ ଝା

ପାଟନା,୧୫।୪: କେନ୍ଦ୍ର ସରକାର ଦେଶର ସମସ୍ତ ବିରୋଧୀ ଦଳ ନେତାଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରି ଦିଅନ୍ତୁ। ସିବିଆଇ ଭାରତୀୟ ଜନତା ପାର୍ଟି(ଭାଜପା) ହିସାବରେ କାମ କରିବା ଆରମ୍ଭ କରି ଦେଇଛି l କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟ ଲୋକଙ୍କୁ ରାଜରାସ୍ତାକୁ ଆଣିବା ପାଇଁ ବାଧ୍ୟ କରିବ ବୋଲି ଆରଜେଡି ନେତା ମନୋଜ ଝା କହିଛନ୍ତି l ଶ୍ରୀ ଝା ଏନେଇ ଟୁଇଟରେ କିଛି ଭିଡିଓ ବି ଶେୟାର କରିଛନ୍ତି। ଏହା ଉପରେ ମନୋଜ ଝା ଲେଖିଛନ୍ତି,…

Read More

ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ବର : ଶେଷ ହୋଇଛି ଖରାଦିନ ଛୁଟି ଆସନ୍ତା କାଲି ଅର୍ଥାତ ବୁଧବାର ରାଜ୍ୟରେ ଖୋଲିବ ସବୁ ସ୍କୁଲ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଜୁନ ୧୯ରେ ଖୋଲିବାର ଥିଲା , କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଏବେ ୨୧ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ…

Read More

ଶେଷ ହୋଇଗଲା କି ଧାୱନଙ୍କ କ୍ୟାରିୟର ? ଏନେଇ କ’ଣ କହିଲେ ଅଗରକର…

ଭୁବନେଶ୍ଵର;ଚଳିତ ଏସିଆ କପ୍ ପାଇଁ ପାକିସ୍ଥାନ , ନେପାଳ, ବାଂଲାଦେଶ ସମେତ ଭାରତ ମଧ୍ୟ ତାର ୧୭ ଜଣିଆ ଦଳ ସୋମବାର ଘୋଷଣା କରିଛି । ତେବେ ଯଦି ଭାରତର ଏହି ଚୟନ ଉପରେ ଦୃଷ୍ଟ ଦିଆଯାଏ ତାହାଲେ ବହୁ ପୁରୁଣା ଖେଳାଳିଙ୍କୁ ଏଥର ବିସିସିଆଇ ବାଦ୍ ଦେଇଛି । ଚହଲ , ଅଶ୍ୱିନଙ୍କ ପରି ପରିଷଦ ଶିଖର ଧାୱନଙ୍କୁ ମଧ୍ୟ ବାହାରର ରାସ୍ତା ଦେଖାଇଛି । ଏସିଆ କପ୍ ପାଇଁ ଚୟନକର୍ତ୍ତା ଏଥର ରୋହିତ ଶର୍ମାଙ୍କ…

Read More

ବଢୁଛି ଗୋଷ୍ଠୀ କନ୍ଦଳ, ଇସ୍ତଫା ଦେଇ ନେତୃତ୍ୱ ନିଷ୍ପତ୍ତିକୁ ବିରୋଧ କଲେ ବିଜେଡି ବିଧାୟକ !

ତେଲକୋଇ :  କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇ ଫାଳ । ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ହୋଇଛି ଯେ ବିଧାୟକ ପ୍ରେମାନନ୍ଦ ନାଏକ ଇସ୍ତଫା ଦେଇଥିବା କଥା ଚର୍ଚ୍ଚା ହେଲାଣି। ଖଣି ଲୁଟ୍ କାରବାର ଭୂସ୍ୱର୍ଗ କେନ୍ଦୁଝରର ଏହି ଖବର ରାଜଧାନୀର ପାଓ୍ୱାର କରିଡ଼ରରେ ଗୁଞ୍ଜରଣ ସୃଷ୍ଟି କରିଛି। ମାତ୍ର ପ୍ରମୁଖ ଓ କ୍ଷୁଦ୍ର ଗଣମାଧ୍ୟମକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଜ୍ଞାପନ ଏହି ଖବରକୁ ଶୀତଳଭଣ୍ଡାରକୁ ଠେଲି ଦେଇଛି। ତେଲକୋଇ ରାଜନୀତି ଦୁଇ…

Read More