ପ୍ରଥମ ପର୍ଯ୍ୟାୟ ମତଦାନରେ ବାଜିରେ ଲାଗିଛି ଏହି ଟାଣୁଆ ନେତାଙ୍କ ଭାଗ୍ୟ..

ଭୁବନେଶ୍ଵର; ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଏହି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ତି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁରର ୨୮ଟି ବିଧାନସଭା ପାଇଁ ଚାଲିଛି ମତଦାନ । ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧…

Read More

ଏଲନ୍ ମସ୍କଙ୍କ ମନ ଜିଣିଲେ ଓଡ଼ିଆ ଯୁବକ ପ୍ରଭୁ ବିଶ୍ୱାଳ

ଭୁବନେଶ୍ୱର : ୨୪ ବର୍ଷୀୟ ଓଡ଼ିଆ ଯୁବ ପ୍ରତିଭା ପ୍ରଭୁ ବିଶ୍ୱାଳ କରିଥିବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବଟ୍‌ ‘ଏକ୍ସପ୍ଲେନ୍ ଦିସ୍ ବବ୍’ ଟୁଇଟର ମାଲିକ ଏଲନ୍ ଭୂୟସୀ ପ୍ରଶଂସା କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଜନ୍ମିତ ପ୍ରଭୁଙ୍କ ଏହି ବଟ୍‌ ଟୁଇଟରରେ ବେଶ ଲୋକପ୍ରିୟ ହୋଇସାରିଲାଣି। ଜଟିଳ ଟୁଇଟ୍‌କୁ ଏହା ଅତି ସରଳ ଭାଷାରେ ତାହା ବୁଝାଇ ପାରୁଛି।  ଓପନ୍‌ଏଆଇର ଚାଟ୍‌ଜିପିଟି-୪ ମଡେଲ୍‌କୁ ବ୍ୟବହାର କରି ପ୍ରଭୁ ‘ଏକ୍ସପ୍ଲେନ୍ ଦିସ୍ ବବ୍‌’କୁ ବିକଶିତ କରିଛନ୍ତି। ଗତ ଏପ୍ରିଲ୍…

Read More

ନିରନ୍ତର ବିଜୁଳି ଯୋଗାଣ ଦିଗରେ କାର୍ଯ୍ୟରତ ଟିପିଏଓସଡ଼ିଏଲ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ ପକ୍ଷରୁ ନିରନ୍ତର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟ ସବୁ ସମୟରେ ଚାଲୁଅଛି। ଯେପରି ଗ୍ରାହକମାନଙ୍କୁ ନିରନ୍ତର ବିଜୁଳି ସେବା ଯୋଗାଇ ହେବ। ବାଲିଶିରା ନିକଟରେ ପ୍ରତିଷେଧମୂଳକ ମରାମତି ସମୟର ଫଟୋ ଏଇଟି।

Read More

ବଦଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..ନୂଆ ମୁଖ୍ୟମନ୍ତ୍ରୀ କିଏ ?

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ଡାକିଛି।  କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯିବାର ଯୋଜନା କରାଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଜେରା ହେବା ସହ ହାଜତକୁ ଯାଇ ସାରିଛନ୍ତି। ଅରିବନ୍ଦଙ୍କ ଗିରଫଦାରୀ ନେଇ ଗତକାଲି ଆପ୍ ନେତ୍ରୀ ଆତିଶ୍ ଏବଂ ବୁଧବାର ରାଜ୍ୟସଭା ଏମପି ରାଘବ…

Read More

ଟାଟା ସାମ୍ରାଜ୍ୟ ଓ ଓଡ଼ିଶାକୁ ନେଇ ଦୁଇଟି ଭିନ୍ନ ଏକ ଦୃଷ୍ଟିପାତ

ଭୁବନେଶ୍ୱର: (ପ୍ରଥମ ସ୍ତମ୍ଭ -ଭାଲଚନ୍ଦ୍ର ଷଡ଼ଙ୍ଗୀ/ ଦ୍ୱିତୀୟ ସ୍ତମ୍ଭ- ବିଜୟ ସାହୁ)-ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଶୋକ ପ୍ରକାଶ କରାଯାଉ, ଠିକ୍ ଅଛି । କିନ୍ତୁ ଶୋକ ପ୍ରକାଶ ନାଁରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଏତେ ଦୂର ମହିମା ମଣ୍ଡନ କରାନଯାଊ, ଯାହା ସେ ବିଲକୁଲ ନଥିଲେ ! ରତନ ଟାଟାଙ୍କ ମୃତ୍ୟୁ ପରେ ମୁଖ୍ୟଧାରାର ମିଡ଼ିଆ ଓ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏଭଳି ପ୍ରତିକ୍ରିୟା ଜଣାଇଛନ୍ତି ସତେ ଯେପରି ସେ ଦେଶ ଓ ଦେଶବାସୀଙ୍କ ପାଇଁ…

Read More

ଖାଦ୍ୟ ସୁରକ୍ଷା ଆଇନକୁ ପାଳନ କରୁନାହିଁ ବିଜେପି ସରକାର, ପ୍ରଶାସନିକ ଅବହେଳା ନେଇଛି ଜୀବନ, ଦୋଷୀ କେମିତିକା ତଦନ୍ତ କରିବ : ଶ୍ରୀକାନ୍ତ

ଭୁବନେଶ୍ୱର-  ମୋହନ ମାଝିଙ୍କ ନେତୃତ୍ୱାଧିନ ବିଜେପି ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ଉଲ୍ଲଂଘନ କରିଛନ୍ତି। ଏହି ଉଲ୍ଲଂଘନ ରାଜ୍ୟର ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପକା ଗାଁର ଦୁଇ ମହିଳାଙ୍କ ଜୀବନ ନେଇଛନ୍ତି। ସେହିପରି ଅନ୍ୟ ଛଅ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ନୈତିକ ଦାୟିତ୍ୱ ଯେଉଁ ଅଧିକାରୀମାନେ ନେବା କଥା, ସେହିମାନଙ୍କୁ ତଦନ୍ତ କରିବାକୁ…

Read More

ଆତଙ୍କବାଦୀ ଗୁଳିରେ ପୁଣି ୫ ଯବାନ ସହିଦ

ନୂଆଦିଲ୍ଲୀ : ଦେଶରେ ଜାରିରହିଛି ଆତଙ୍କବାଦ ହମଲା । କିଛିଦିନ ତଳେ ପୁଂଜିରେ ଆତଙ୍କବାଦୀ ବିସ୍ପୋରଣରେ ପାଞ୍ଚ ଜଣ  ଯବାନଙ୍କୁ ସହିଦ୍ ହୋଇଥିଲେ  ।  ଗତକାଲି ସକାଳେ ପୁଣି ଜମ୍ମୁ-କଶ୍ମୀରର ରଜୌରୀରେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଲିବିନିମୟରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଏବେ ଦାକ୍ତରଖାନାରେ  ଚିକିତ୍ସିତ ହେଉଛନ୍ତି…

Read More

ଆଜି ୪୨.୮ ଡିଗ୍ରି ତାପମାତ୍ରା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଆଜି ୪୨.୮ ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଅପରାହ୍ଣ ସାଢେ ୨ଟା ସମୟରେ ରେକର୍ଡ କରାଯାଇଥିବା ତାପମାନ ଅନୁଯାୟୀ, ଝାରସୁଗୁଡ଼ା ପଛକୁ ରହିଛି ହୀରାକୁଦ (୪୦.୮ ), କେନ୍ଦୁଝର(୪୦.୦), ଚାନ୍ଦବାଲି(୩୯.୨), ଭୁବନେଶ୍ୱର (୩୮.୬), ବାଲେଶ୍ୱର(୩୬.୦), ପୁରୀ(୩୪), ଗୋପାଳପୁର(୩୩.୮) ଓ ପାରାଦୀପ(୩୨.୨ ଡିଗ୍ରି)। ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ସର୍ବୋଚ୍ଚ ତାପମାତ୍ରା ୪୦…

Read More

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଜାରି

 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ୧୮୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ତାଙ୍କ ପିତାଙ୍କ ଶିକାରୀପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ତାଙ୍କ ପାରମ୍ପରିକ ଚିକମାଗାଲୁର ଆସନରୁ ପ୍ରାର୍ଥୀ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ…

Read More

ଆତଙ୍କବାଦୀ ଗୁଳିରେ ୨ ଯବାନ ସହିଦ

ଜମ୍ମୁ-କାଶ୍ମୀର : କାଶ୍ମୀରରୁ ଆସିଲା ଦୁଃଖ ଖବର।ଜମ୍ମୁ କାଶ୍ମୀରର ଗୁଲମାର୍ଗ ସହରରେ ଆତଙ୍କବାଦୀ ସେନା ଗାଡି ଉପରକୁ ଆକ୍ରମଣ କରିଥିଲେ| ଏଥିରେ ଦୁଇ ଜଣ  ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି | ଏହି ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି | ଯବାନ ମାନେ ଏଲୋସି ଋ ୫ କିମି ଦୂର ବୋତପ୍ରଥୀ ରୁ ଫେରୁଥିବା ବେଳେ ଆତଙ୍କବାଦୀମାନେ…

Read More