ୱାଟ୍ସଆପ୍ ପରି ଟ୍ବିଟରରେ ମିଳିବ ଭିଡିଓ ଓ ଅଡିଓ କଲିଂ ସୁବିଧା

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ଟ୍ବିଟର୍‌ରେ ଖୁବ୍‌ଶୀଘ୍ର ଭଏସ୍‌ ଓ ଭିଡିଓ କଲ୍‌ କରିବା ସୁବିଧା ମିଳିବା ନେଇ ମସ୍କ କହିଛନ୍ତି । ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରଠାରୁ ସେଥିରେ ନିୟମିତ ପରିବର୍ତ୍ତନ କରୁଥିବା ମସ୍କ ଏଥର ବ୍ୟବହାରକାରୀମାନଙ୍କୁ କଲିଂ ସୁବିଧା ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ହ୍ବାଟସ୍‌ଆପ୍‌ରେ କଲ୍ କରୁଥିବା ଭଳି ଟ୍ବିଟର୍‌ ଆପ୍‌ରେ ଭଏସ୍ ଓ ଭିଡିଓ କଲ୍ କରିପାରି‌ବେ। ବ୍ୟବହାରକାରୀମାନେ…

Read More

ରଥଯାତ୍ରା ପାଇଁ ୨ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀ;ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ସରକାରୀ ଭାବେ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୁଲାଇ ୭ ଓ ୮ ତାରିଖରେ ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବିରଳ ରଥଯାତ୍ରା  ଏହାକୁ ସଫଳ କରିବା…

Read More

ସରକାରୀ ଟଙ୍କାରେ ନିଜର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି, କଂଗ୍ରେସ ଆଣିଲା ଅଭିଯୋଗ

ଭୁବନେଶ୍ୱର : : ଓଡ଼ିଶା ସରକାର ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ପ୍ରଚାରରେ ବ୍ୟବହାର କରୁଛନ୍ତି । ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ “ଶଙ୍ଖ”  ବ୍ୟବହାର କରାଯାଉଛି । ଓଡ଼ିଶାର ସାଧାରଣ ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛନ୍ତି । ଯାହା ସମ୍ପୂର୍ଣ୍ଣ ନିୟମ ବିରୋଧୀ ବୋଲି ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। “ଆଚରଣ ବିଧି”…

Read More

ପାଣ୍ଡ୍ୟାଙ୍କୁ ଘାରିଛି ପଇସା ନିଶା, ଦେଶ ବଦଳରେ ଆଇପିଏଲକୁ ଦେଉଛନ୍ତି ଅଧିକ ଗୁରୁତ୍ବ

ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ୧୦ଟି  ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି। ଇତିମଧ୍ୟରେ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇ ଆଇପିଏଲ ଖେଳିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି କୁହାଯାଉଛି।ହାର୍ଦ୍ଦିକ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ସ୍ବାସ୍ଥ୍ୟଗତ କାରଣରୁ ଦୂରରେ ଥିଲେ। ୨୦୨୩ ଦିନିକିଆ ବିଶ୍ୱକପ…

Read More

ସହୀଦ ଦେବାଶିଷ ବିଶ୍ୱାଳ ଅମର ରହେ

ସତ୍ୟବାଦୀ,୨୨/୪(ବ୍ୟୁରୋ): ପିଲାଦିନୁ ସେନାରେ ଯାଇ ଭାରତମାତାର ସେବା କରିବାର ଇଚ୍ଛା ଦେବାଶିଷ ବିଶ୍ୱାଳଙ୍କୁ ନିଜର ଅନ୍ୟ ସହପାଠୀଙ୍କ ଠାରୁ ଭିନ୍ନ କରିଥିଲା l ଘରେ ନିଜର ସମସ୍ତ ସମ୍ପର୍କୀୟଙ୍କୁ ବିଦାୟ ଦେଇ ଦେବାଶିଷ ସୀମାନ୍ତ ଅଂଚଳକୁ ଚାଲିଯାଇଥିଲେ l ହେଲେ ସେ ଆଉ ଫେରିଲେଣି, ତାଙ୍କ ପାର୍ଥିବ ଶରୀର ଫେରିଲା ସହୀଦର ସୁନାମ ସହ l ଶନିବାର ସେହି ବୀର ସୈନିକଙ୍କ ଚିତା ଜଳିଛି ଜନ୍ମ ମାଟିରେ ସତ୍ୟବାଦୀରେ l ଆଉ ବିଦାୟ ଜଣାଇଛନ୍ତି ଆତ୍ମୀୟସ୍ୱଜନ,ଲକ୍ଷ ଲକ୍ଷ…

Read More

ଅନଲାଇନରେ ଜିନିଷ କିଣି ସାରିବା ପରେ, ପାର୍ସଲ ଖୋଳକୁ ଫୋପାଡୁ ଥିଲେ ହୋଇଯାଆନ୍ତୁ ସାବଧାନ ! ସାଇବର ଠକେଇର ହୋଇପାରନ୍ତି ଶୀ କାର….

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଅନଲାଇନରେ ଜିନିଷପତ୍ର ଅର୍ଡର କରିବାକୁ ପସନ୍ଦ କରନ୍ତି। କପଡା ଠାରୁ ଆରମ୍ଭ କରି ଘର ପାଇଁ ଛୋଟ ଛୋଟ ଜିନିଷ ମଧ୍ୟ ଅର୍ଡର କରୁଛନ୍ତି,କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଅନଲାଇନରେ ଜିନିଷ ଅର୍ଡର କରିବା ପରେ, ଆପଣଙ୍କୁ କିଛି କଥା ମନେ ରଖିବା ଉଚିତ। ଯଦି ଆପଣ ଅନଲାଇନରେ ଜିନିଷ ଅର୍ଡର କରୁଛନ୍ତି, ତେବେ ଜିନିଷ ଆସୁଥିବା ବାକ୍ସଟିକୁ ଏପରି ଫୋପାଡ଼ି ଦେବା ଉଚିତ୍ ନୁହେଁ। କାରଣ ଆପଣଙ୍କର ବ୍ୟକ୍ତିଗତ ସୂଚନା…

Read More

ବିଶ୍ବକପ୍ କାର୍ଯ୍ୟସୂଚୀରେ ହେବ ପରିବର୍ତ୍ତନ : ପଡିଆରେ ଦର୍ଶକଙ୍କୁ ମାଗଣାରେ ମିଳିବ ଏହି ଜିନିଷ ….

ଅକ୍ଟୋବର ଓ ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନିଶ୍ଟିତ କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କରିଛନ୍ତି। ଶାହା କହିଛନ୍ତି ଯେ ଦିନିକିଆ ବିଶ୍ୱକପରେ ସାମିଲ ଥିବା ତିନି ଦେଶର ଆଇସିସି ସଦସ୍ୟ ବିଶ୍ୱକପର କାର୍ଯ୍ୟସୂଚୀରେ ସନ୍ତୁଷ୍ଟ ନାହାନ୍ତି । ଏହି କାରଣରୁ, ଏଥିରେ ପରିବର୍ତ୍ତନ କରାଯିବ | ଜୟ ଶାହାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଅହମଦାବାଦରେ 15 ତାରିଖରେ ହେବାକୁ ଥିବା ଭାରତ…

Read More

ନିର୍ବାଚନ ପରେ ବୃଦ୍ଧି ପାଇବ ମୋବାଇଲ୍ ରିଚାର୍ଜ୍ ବିଲ୍…

ଲୋକସଭା ନିର୍ବାଚନ ପରେ  ମହଙ୍ଗା ହୋଇପାରେ ମୋବାଇଲ୍ ରିଚାର୍ଜ ।ଖୁବ ଶୀଘ୍ର ମୋବାଇଲ୍ ରିଚାର୍ଜର ମୂଲ୍ୟ ବୃଦ୍ଧି ହୋଇ ପାରେ | ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ଯୋଜନା ବୃଦ୍ଧି କରିବାକୁ ଯାଉଛନ୍ତି। ଏହି ନିଷ୍ପତ୍ତି ପରେ ଗ୍ରାହକଙ୍କ ବିଲରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିବ। ଏହି ନିଷ୍ପତ୍ତି…

Read More

ବଡ଼ ବିତର୍କ : ରାଷ୍ଟ୍ରପତି, ସଂସଦ ଓ ନିୟମ

ନୂଆଦିଲ୍ଲୀ:(ବିଜୟ  ସାହୁ)-ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ Reference ପ୍ରଶ୍ନକୁ ସୁପ୍ରିମ କୋର୍ଟ ରାୟରେ ସମସ୍ତ ସାମ୍ବିଧାନିକ ପ୍ରଶ୍ନର ଉତ୍ତର ଦିଆ ସରିଛି । ତେଣୁ ରାଷ୍ଟ୍ରପତିଙ୍କ Reference ଅପ୍ରୟୋଜନ ।ସମ୍ବିଧାନର ଅନୁଛେଦ 145(3) ଅନୁଯାୟୀ 5ଜଣିଆ ସମ୍ବିଧାନ ବେଞ୍ଚର ଆବଶ୍ୟକତା ନାହିଁ । ଡିଭିଜନ କିମ୍ବା ତିନି ଜଣିଆ ବେଞ୍ଚ ସାମ୍ବିଧାନିକ ପ୍ରଶ୍ନ ଉପରେ ଅତୀତରେ ଉତ୍ତର ଦେଇ ସାରିଛନ୍ତି । ସୁପ୍ରିମକୋର୍ଟ ସମ୍ବିଧାନିକ ବିଶ୍ୱସ୍ତତାକୁ ବଜାୟ ରଖିବା ପାଇଁ ଟାଇମ ଲାଇନ ନିର୍ଦ୍ଧାରଣ କରିବା ଜରୁରୀ…

Read More

ଆଇସିସିର ଐତିହାସିକ ଘୋଷଣା, ମହିଳା-ପୁରୁଷ ବିଶ୍ୱକପ ବିଜେତାଙ୍କୁ ବରାବର ପୁରସ୍କାର ରାଶି

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏକ ଐତିହାସିକ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ ବର୍ତ୍ତମାନ ବିଶ୍ୱକପରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ମାସରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି -୨୦ ବିଶ୍ୱକପରୁ ଏହା ଆରମ୍ଭ ହେବ ବୋଲି ଆଇସିସି କହିଛି। ଆଇସିସି ଏକ ବିବୃତ୍ତିରେ କହିଛି ଯେ ମହିଳା ଟି -20 ବିଶ୍ୱକପ ବିଜେତାମାନଙ୍କୁ ୨.୩୪ ମିଲିୟନ ଆମେରିକୀୟ…

Read More