ନିରନ୍ତର ବିଜୁଳି ଯୋଗାଣ ଦିଗରେ କାର୍ଯ୍ୟରତ ଟିପିଏଓସଡ଼ିଏଲ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ ପକ୍ଷରୁ ନିରନ୍ତର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟ ସବୁ ସମୟରେ ଚାଲୁଅଛି। ଯେପରି ଗ୍ରାହକମାନଙ୍କୁ ନିରନ୍ତର ବିଜୁଳି ସେବା ଯୋଗାଇ ହେବ। ବାଲିଶିରା ନିକଟରେ ପ୍ରତିଷେଧମୂଳକ ମରାମତି ସମୟର ଫଟୋ ଏଇଟି।

Read More

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ଶ୍ରୀ ନବୀନ ଜିନ୍ଦଲଙ୍କ ଆହ୍ବାନ

କଟକ; ଜାନୁଆରୀ ୨୩ ତାରିଖରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଆମେ ଏହି ଦିନକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବା ଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ସ୍ମାରକୀ ଜାତୀୟ ପତାକା ଉତ୍ତୋଳନ ଅବସରରେ ଆହ୍ବାନ ଦେଇଛନ୍ତି । ସେ କହିଥିଲେ ଯେ, “ଅଧିକାଂଶ ଦେଶରେ…

Read More

ଅରୁଣଙ୍କ ବେହାଲ ବର୍ଷାରେ ଭିଜିଲେ ଦର୍ଶକ

ଭୁବନେଶ୍ୱର, ୧୩/୮ : – ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସମ୍ପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବରେ ବର୍ଷୀୟାନ୍ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ l ପ୍ରକାଶକ ବିଜୟ…

Read More

ମନମୋହନଙ୍କ ପ୍ରଥମ କାର୍ଯ୍ୟକାରିଣୀରୁ ନିର୍ଯ୍ୟାସ ଶୂନ , ଉତ୍ସାହିତ ହୋଇପାରିଲେନି ରାଜ୍ୟର ଶୀର୍ଷ ଭାଜପା କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ମାତ୍ର ବର୍ଷେ ସମୟ ରହିଛି। ନୂଆ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବସିଛି। ହେଲେ ରଣନୀତି ନେଇ ଭାଜପାର କୌଣସି ସ୍ପଷ୍ଚ ସଙ୍କେତ ମିଳିନାହିଁ। ଚିରାଚରିତ ଭାବେ ଭାଜପା କେନ୍ଦ୍ରୀୟ ଯୋଜନାର ଗୁଣଗାନ ଏବଂ ତାହାକୁ ଲୋକଙ୍କ ପାଖକୁ ନେବା ପାଇଁ ସାଧାରଣରେ ଆହ୍ୱାନ କରିଛି। ନିକଟରେ କର୍ନାଟକ ଏବଂ ଝାରସୁଗୁଡ଼ା ପରାଜୟ. ଏକ ପ୍ରକାର କର୍ମୀଙ୍କୁ ହତୋତ୍ସାହିତ କରିଥିବା…

Read More

ଅଗଷ୍ଟ ଆରମ୍ଭରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଯାହା ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ…

ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଆଉ ମାତ୍ର ଦୁଇ ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବ । ତେବେ ଅଗଷ୍ଟ ପହିଲାରୁ ଦେଶରେ ବିଭିନ୍ନ  ପରିବର୍ତ୍ତନ ଦେଖା ଦେବ । ଯାହା ସିଧା ସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଏଥିରେ ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ର ନିୟମରେ ପରିବର୍ତ୍ତନ ପର୍ଯ୍ୟନ୍ତ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଅଗଷ୍ଟରେ କଣ ସବୁ…

Read More

ଉପ-ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ଏକ ଚିଠି ଲେଖି ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଏବଂସମ୍ବିଧାନର ଧାରା ୬୭ (ଏ) ଆଧାରରେ ତାଙ୍କ ଇସ୍ତଫାକୁ ତୁରନ୍ତ ଗ୍ରହଣ କରାଯାଉ ବୋଲି ମଧ୍ୟ ଅନୁରୋଧ କରିଛନ୍ତି।୨୦୨୨ ମସିହାରେ ସେ ୧୪ତମ ଉପ-ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ୨୦୨୨ ମସିହା ୬ ଅଗଷ୍ଟରେ ଅନୁଷ୍ଠିତ ଉପରାଷ୍ଟ୍ରପତି…

Read More

ଶପଥ ପରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତ…

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ କିଷାନ ନିଧିରେ ଚାଷୀଙ୍କ ଆକାଉଣ୍ଟକୁ ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ନରେନ୍ଦ୍ର ମୋଦି। ୯.୩କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ହଜାର କୋଟି ଟଙ୍କା। ନିର୍ବାଚନ ବେଳେ  ପ୍ରତିଶ୍ରୁତି ଦେଇଥିଲେ ମୋଦି। ଏହାକୁ ପୂରଣ କରିବା ପାଇଁ ତୃତୀୟ ପାଳି ସରକାର ଆରମ୍ଭ ହେବା ସହ ଦାୟିତ୍ୱ ନେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି।…

Read More

ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୦ତମ ସ୍ମାରକ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା
– ୨୩ ଜାନୁଆରୀକୁ ରାଷ୍ଟ୍ରୀୟ ଧ୍ୱଜା ଦିବସ ଘୋଷଣା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ/ଇମ୍ଫାଲ: ଆମର ମହାନ ପରମ୍ପରା ଓ ଦେଶ ଭକ୍ତିର ଚମତ୍କାର ସଂଗମର ନିଦର୍ଶନ ସ୍ୱରୂପ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ମଣିପୁର ରାଜଧାନୀ ଇମ୍ଫାଲସ୍ଥିତ ଐତିହାସିକ କାଙ୍ଗଲା ଦୁର୍ଗରେ ୨୦୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି। ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା ଦୁଇଟି ଐତିହାସିକ ନ୍ୟାୟିକ ନିଷ୍ପତ୍ତିର ବାର୍ଷିକୀକୁ ସ୍ମରଣ କରାଉଛି। ଦିଲ୍ଲୀ ହାଇକୋର୍ଟଙ୍କ ସେହି ଐତିହାସିକ ନିର୍ଣ୍ଣୟର ୩୦ ବର୍ଷ, ଯାହା ବଳରେ ସାଧାରଣ ନାଗରିକଙ୍କୁ ସସମ୍ମାନେ ଜାତୀୟ…

Read More

ଓଡିଶାରେ ବୃଦ୍ଧି ପାଉଛି ଖ୍ରୀଷ୍ଟିଆନ ବିରୋଧୀ  ହିଂସା: ଜନ ଆୟୋଗ –  ନାଗରିକ ସମାଜ ଚେତାଇଲା

ଭୁବନେଶ୍ୱର :(ନରେନ୍ଦ୍ର ମହାନ୍ତି )-ଭାରତର ଅନେକ ରାଜ୍ୟରେ ଖ୍ରୀଷ୍ଟିଆନ ବିରୋଧୀ ଭେଦଭାବ ଏବଂ ହିଂସାର ବର୍ଦ୍ଧିତ ଘଟଣାଗୁଡ଼ିକର ତଦନ୍ତ କରିବା ପାଇଁ କାରୱାଁ-ଏ-ମୋହବତ୍ ସଂଗଠନ ଏବଂ ସଚେତନ ନାଗରିକ ମାନଙ୍କ ଏକ ଗୋଷ୍ଠୀ ଦ୍ୱାରା ଗଠିତ ହୋଇଥିବା ଜନ ଆୟୋଗ ( Peoples Tribunal) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଏବଂ ନାଗରିକ ସମାଜ ସହ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓଡିଶାରେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ, ବିଶେଷକରି ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟ ମାନଙ୍କ ଉପରେ…

Read More

ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ପାକିସ୍ତାନ ସୁପ୍ରିମକୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ,କ୍ରିକେଟର ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା  ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକିସ୍ତାନ ସୁପ୍ରିମକୋର୍ଟ। ପାକିସ୍ତାନର ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଶୁଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଥିଲା । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଗୁରୁବାର ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ବେଆଇନ…

Read More