SIR ବିବାଦ : ଗୃହ ଯୁଦ୍ଧ ମୁହାଁ ବିହାର BIHAR

ପାଟନା : (ବିଜୟ ସାହୁ)- ନିର୍ବାଚନ କମିଶନ 1 ଅଗଷ୍ଟରେ ବିହାର ଭୋଟର ତାଲିକା ପ୍ରକାଶ କରିବା ପରେ ଯେଉଁ ତଥ୍ୟ ଦେଇଛନ୍ତି  ସେଥିରୁ ଜଣା ପଡ଼ିଲା ଯେ ସମୁଦାୟ ପୂର୍ବରୁ ରେଜିଷ୍ଟ୍ରୀ ଭୁକ୍ତ ଭୋଟର 7.93 କୋଟି ମଧ୍ୟରୁ 65 ଲକ୍ଷ ଭୋଟରଙ୍କୁ ବାଦ ଦେଇ 7.24 କୋଟି ଭୋଟରଙ୍କୁ ଡ୍ରାଫ୍ଟ ତାଲିକାରେ ରଖିଛନ୍ତି । 65 ଲକ୍ଷ ଭୋଟରଙ୍କ ମଧ୍ୟରୁ 22.3 ଲକ୍ଷ ହେଉଛନ୍ତି ମୃତ ଭୋଟର ଓ 36.3 ଲକ୍ଷ ଭୋଟର ଅନ୍ୟତ୍ର…

Read More

ଚେନ୍ନାଇ: ଆଜି ଜିତିବ ଯିଏ, ସିଧା ଫାଇନାଲ ଖେଳିବ ସିଏ l

ଭୁବନେଶ୍ୱର : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଙ୍ଗଳବାର ଫାଇନାଲ୍‌ ସ୍ଥାନ ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚରେ ପରାଜିତ ଦଳ ପ୍ଲେ ଅଫ୍‌-୨ରେ ଖେଳିବ। ଚେନ୍ନାଇର ଦୁଇ ଓପନର୍‌ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଭଲ ଫର୍ମରେ ଅଛନ୍ତି । ଶିବମ ଦୁବେ ଚଳିତ ଋତୁରେ ମଧ୍ୟ ଭଲ ଖେଳୁଛନ୍ତି l ବୋଲର ମାଥୀଶା ପଥିରଣା ଗୁଜରାଟ ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇ ପାରିବେ l ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ରୁ…

Read More

ଏହି ଦୁଇଟି ଚ୍ୟାନେଲ୍ ମାଗଣାରେ ଦେଖାଇବେ ଭାରତ – ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ । କିପରି ଆସନ୍ତୁ ଜାଣିବା ,,,,,,, 

ଭୁବନେଶ୍ବର: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୨ ଜୁଲାଇ, ବା ଆସନ୍ତାକାଲି ଡୋମିନିକାରେ ଖେଳାଯିବ | ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳର ରେକର୍ଡ କାରିବିଆନ୍ ମାଟିରେ ବହୁତ ଭଲ ରହିଛି । ଏହିପରି ଅନ୍ୟପକ୍ଷରେ ଗତ କିଛିଦିନ ତଳେ ୱେଷ୍ଟଇଣ୍ଡିଜ୍ ୨୦୨୩ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଭାଙ୍ଗି ଯାଇଛି। ତେବେ ଏହି ଶୃଙ୍ଖଳାକୁ ନେଇ ଭାରତୀୟ…

Read More

ପୁଣି ରିଲିଜ୍ ହେଲା ଫରହନ୍ ଅଖତାରଙ୍କ ସିନେମା , ହେଲେ କାରଣ କଣ…

ଫରହାନ ଅଖତର ଏବଂ ସୋନମ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାଗ୍‌ ମିଲ୍‌ଖା ଭାଗ୍‌’ ମୁକ୍ତିଲାଭର ୧୦ ବର୍ଷ ପୂରଣ ହୋଇଛି। ୨୦୧୩ ମସିହାରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରଟି ମିଲ୍‌ଖା ସିଂହଙ୍କ ଜୀବନୀ ଉପରେ ଆଧାରିତ ଥିଲା ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ।ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ଦଶନ୍ଧି ସମାପ୍ତ ହେବା ଅବସରରେ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଫିଲ୍ମର ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରା ଫିଲ୍ମକୁ…

Read More

ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ବଜେଟରେ ଉପସ୍ଥାପିତ ହେଲା ଇଣ୍ଟର୍ଣ୍ଣସିପ୍ ଯୋଜନା

ନୂଆଦିଲ୍ଲୀ ; ଆଜି ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି। ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ଏଥର ବଜେଟରେ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଛି । ଏନେଇ ନିର୍ମଳା କହିଛନ୍ତି, ଦେଶର ସବୁଠୁ ଦକ୍ଷ କମ୍ପାନୀରେ…

Read More

ଏପରି ନଗ୍ନ ଖର୍ଚ୍ଚକୁ ପ୍ରଶୟ ତାଙ୍କ ଠାରୁ ଆଶା କରାଯାଉ ନଥିଲା : ରଙ୍ଗାଚରଣ

ଭୁବନେଶ୍ୱର : ଅପରାଜିତା ଷଢଙ୍ଗୀ ଝିଅ ବାହାଘରରେ କେତେ ଟଙ୍କା ଖର୍ଚ୍ଚ କଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ସେ ଏତେ ଅଜଣା ବ୍ୟକ୍ତି ନୁହନ୍ତି ଯେ ସେ ସେହି ଟଙ୍କାର କାନୁନି ସ୍ରୋତ ଦେଖାଇ ପାରିବେ ନାହିଁ । ତେଣୁ ସେ କେଉଁଠୁ ଏତେ ଟଙ୍କା ଆଣିଲେ ତାହା ପଚାରି ଲାଭ ନାହିଁ । ତାହା ଛଡା , ନେତାମାନେ କେଉଁଠୁ ଏତେ ଟଙ୍କା ଆଣନ୍ତି ସେ ବିଷୟରେ କଣ ଆମର ଗୋଟିଏ…

Read More

ଝାରସୁଗୁଡ଼ା ଉପନିର୍ବାଚନ : ଦଶ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍

ଝାରସୁଗୁଡ଼ା,୨୨/୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ସମସ୍ତ ୧୪ଟି ପ୍ରାୁର୍ଥୀପତ୍ର ମଧ୍ୟରୁ ୧୦ଟି କାଏମ୍ ରହିଛି। ଯାଞ୍ଚ ବେଳେ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଭିନ୍ନ କାରଣରୁ ଖାରଜ ହୋଇଯାଇଛି। ବିଜେପି, ବିଜେଡି ଓ କଂ‌ଗ୍ରେସ ସହ ଅନ୍ୟ ସାତ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେଡି ପକ୍ଷରୁ ଦୀପାଳି ଦାସ, କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ଏବଂ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ର…

Read More

ମନମୋହନଙ୍କ ପ୍ରଥମ କାର୍ଯ୍ୟକାରିଣୀରୁ ନିର୍ଯ୍ୟାସ ଶୂନ , ଉତ୍ସାହିତ ହୋଇପାରିଲେନି ରାଜ୍ୟର ଶୀର୍ଷ ଭାଜପା କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ମାତ୍ର ବର୍ଷେ ସମୟ ରହିଛି। ନୂଆ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବସିଛି। ହେଲେ ରଣନୀତି ନେଇ ଭାଜପାର କୌଣସି ସ୍ପଷ୍ଚ ସଙ୍କେତ ମିଳିନାହିଁ। ଚିରାଚରିତ ଭାବେ ଭାଜପା କେନ୍ଦ୍ରୀୟ ଯୋଜନାର ଗୁଣଗାନ ଏବଂ ତାହାକୁ ଲୋକଙ୍କ ପାଖକୁ ନେବା ପାଇଁ ସାଧାରଣରେ ଆହ୍ୱାନ କରିଛି। ନିକଟରେ କର୍ନାଟକ ଏବଂ ଝାରସୁଗୁଡ଼ା ପରାଜୟ. ଏକ ପ୍ରକାର କର୍ମୀଙ୍କୁ ହତୋତ୍ସାହିତ କରିଥିବା…

Read More

ଶ୍ରୀସନ୍ଥ – ଗମ୍ଭୀର ବିବାଦରେ ମୁହଁ ଖୋଲିଲେ ଏଲଏଲସିର ମୁଖ୍ୟ , ଜାଣନ୍ତୁ କ’ଣ କହିଲେ କିରିମାନି …

ନୂଆଦିଲ୍ଲୀ: ଭାରତରେ ଖେଳାଯାଉଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲ୍ଏଲସି)ରେ ଦୁଇ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବିବାଦମଚର୍ଚ୍ଚାରେ ରହିଛି। ଗୌତମ ଗମ୍ଭୀର ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ଏହି ବିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଟି-୨୦ ଓ 2011 ଦିନିକିଆ ବିଶ୍ୱକପ୍ ବିଜେତା ଦଳର ଏହି ଦୁଇ ଜଣ ସଦସ୍ୟଙ୍କ ଆଚରଣକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ଓ ଦୁଃଖିତ। ଏସବୁ ଭିତରେ ଏବେ ଏଲଏଲସି ମଧ୍ୟ ଏହି ବିବାଦକୁ…

Read More

ଆପଣଙ୍କ ହ୍ୱାଟ୍ସଅପ୍ ବନ୍ଦ ହୋଇ ଯାଇଛି କି… କାହିଁକି ଜାଣନ୍ତୁ……

ମୁମ୍ବାଇ – ସାରା ପୃଥିବୀ ବହୁଳ ବ୍ୟବହୃତ ହେଉଥିବା ବାର୍ତ୍ତା ଆଦାନ ପ୍ରଦାନ ଆପ୍‌ ହେଉଛି ହ୍ବାଟ୍‌ସଆପ୍‌। କିଛିମାସ ହେବ ମନକୁ ମନ କେତେ ବ୍ୟବହାରକାରୀଙ୍କ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି। ଏହା ହ୍ୱାଟ୍ସଅପ୍ ପକ୍ଷରୁ କରାଯାଇଛି।  ଗତ ସେପ୍ଟେମ୍ବର ମାସରେ ଭାରତରେ ପ୍ରାୟ ୭୧.୧ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଥିବା ଜଣାଯାଇଛି। ଏହି ଆକାୁଣ୍ଟ ଗୁଡିକୁ ଦୁଇଟି ନିୟମ ଆଧାରରେ ବ୍ୟାନ କରାଯାଇଥିବା ଜଣାପଡିଛି।  ସାଧାରଣତଃ ଭାରତୀୟମାନଙ୍କ ଚିହ୍ନଟ ସେମାନଙ୍କ ନମ୍ବର +୯୧ରୁ ହୋଇଥାଏ। ସେପ୍ଟେମ୍ବର…

Read More