ଗିଲଙ୍କ ଖରାପ ପ୍ରଦର୍ଶନ ଜାରି , ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ସୁନିଶ୍ଚିତ

ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କ ଖରାପ ଫର୍ମ ଅବ୍ୟାହତ ରହିଛି । ସେ ଇଂଲଣ୍ଡ ବିପକ୍ଷରେ ବିଶାଖାପାଟନମ୍ ଟେଷ୍ଟର ପ୍ରଥମ ଇନିଂସରେ ୩୪ ରନ୍ କରି ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଛନ୍ତି । ବାସ୍ତବରେ ପରିସଂଖ୍ୟାନ ଦର୍ଶାଉଛି ଯେ, ଶୁବମାନ ଗିଲ ଟେଷ୍ଟ ଫର୍ମାଟରେ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି। ଏହାପୂର୍ବରୁ ହାଇଦ୍ରାବାଦ ଟେଷ୍ଟରେ ଶୁଭମନ ଗିଲ ତାଙ୍କ ବ୍ୟାଟିଂକୁ ନେଇ ନିରାଶ ହୋଇଥିଲେ। ବର୍ତ୍ତମାନ ସମାଲୋଚକମାନେ ବିଶ୍ୱାସ କରୁଛନ୍ତି ଯେ ଶୁବମାନ ଗିଲ…

Read More

ଦିବ୍ୟାଙ୍ଗଙ୍କ ପାଠପଢ଼ାକୁ ସୁଗମ କରିବା ସହ ସମାଜର ମୌଳିକ ଆବଶ୍ୟକତା ପୂରଣ କରିବା ଆମ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି । ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ…

Read More

ବିଜେପିର ଟିନ୍ତା ବଢାଉଛି ଏହି ରାଜ୍ୟର ନିର୍ବାଚନୀ ସର୍ଭେ, ସବୁ କାଣ୍ଡ ପରେ ବଢୁନି ଆସନ…ବିହାର ଓ ମହାରାଷ୍ଟ୍ରରେ ସିଟ୍ ଆବଣ୍ଟନକୁ ନେଇ ମୁଣ୍ଡ ଟେକିବ ବିବାଦ..

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଲା, ଏନସିପି ଦୁଇ ଭାଗ ହୋଇଗଲା। ବିହାରରେ ନୀତିଶ କୁମାରଙ୍କୁ ଛାଡି ଉପେନ୍ଦ୍ର କୁଶଓ୍ୱା ଏବଂ ଜିତନରାମ ମାଝୀ ଏନଡିଏକୁ ଆସିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ଇଡି ଜେରା କଲା , ମାତ୍ର ଏହାର କୌଣସି ସୁଫଳ ବିଜେପିର ଶୀର୍ଷ ନେତୃତ୍ୱ ଦେଖିବାକୁ ପାଉନାହିଁ। ଦଳ ପକ୍ଷରୁ କରାଯାଇଥିବା ନିଜସ୍ୱ ସର୍ଭେରୁ ଏନେଇ ସ୍ପଷ୍ଟ ସଙ୍କେତ ଆସିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ…

Read More

ବିଗ୍‌ ବଜାର କିଣିବା ଦୌଡ଼ରେ ୪୯ କଂପାନି: ଅମ୍ବାନି, ଆଦାନିଙ୍କ କଂପାନି ବି ସାମିଲ

ନୂଆଦିଲ୍ଲୀ: ରିଟେଲ୍‌ ଜଗତରେ ବିପ୍ଳବ ଆଣିଥିବା ବିଗ୍‌ ବଜାର ବିକ୍ରି ହେବାକୁ ଯାଉଛି। ଋଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଦେବାଳିଆ ହୋଇପଡ଼ିଥିବା ଏହି ସଂସ୍ଥାକୁ କିଣିବା ଲାଗି ୪୯ଟି ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସେହି ତାଲିକାରେ ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ଅଧୀନରେ ପରିଚାଳିତ ହେଉଥିବା ସଂସ୍ଥା ନାମ ରହିଛି। ଜିନ୍ଦଲ ପାୱାର ଲିମିଟେଡ୍‌, ସେଞ୍ଚୁରି କପର, ଗ୍ରିନ୍‌ଟେକ୍ ୱାର୍ଲଡ୍‌ୱାଇଡ୍‌, ହର୍ଷବର୍ଧନ ରେଡ୍ଡି, ଜେ ସି ଫ୍ଲାୱାର୍ସ ଆସେଟ୍ ରିକନଷ୍ଟ୍ରକ୍ସନ, ପିନାକଲ୍ ଏୟାର, ୟୁନିଭର୍ସାଲ୍…

Read More

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦ ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର୧/୧୦: ଭାରତର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ବାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମାର୍ଶଦାତା ତଥା ପ୍ରସିଦ୍ଧ ଲେଖକ ଓ ଗବେଷକ ଆର୍‌ ବାଲାକ୍ରୀଷ୍ଣନ୍।ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ ସଦ୍ୟତମ ପୁସ୍ତକ ‘ଟେଲ୍‌ସ…

Read More

ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି …

 ଭୁବନେଶ୍ବର ; ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ…

Read More

ଆଗକୁ ଅକ୍ଷୟ ତୃତୀୟା କମିଲା ସୁନା ଓ ରୁପାର ଦର

ଭାରତୀୟ ସୁନା ବ୍ୟବସାୟୀ ଆସୋସିଏସନର ତଥ୍ୟ ଅନୁସାରେ ଆଜି ଦେଶରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୭୦ ଟଙ୍କା ବା ୦.୨୮% ହ୍ରାସ ପାଇ ୬୦,୭୧୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ ସୁନା ମୂଲ୍ୟ ୫୯,୨୫୦ ଟଙ୍କା ରହିଛି । ସେହିପରି ଆଜି ରୁପା ମଧ୍ୟ ଶସ୍ତା ହୋଇଛି । ଆଜି ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୩୦୦ ଟଙ୍କା ହ୍ରାସ ଘଟି ୭୫,୫୭୦ ଟଙ୍କାରେ ପହଞ୍ଚିଛି । ଅକ୍ଷୟ ତୃତୀୟା…

Read More

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ- ରାୟଗଡ଼ା ଏବଂ ଝାରସୁଗୁଡ଼ାର ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଷଷ୍ଠ ଦିନରେ ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ…

Read More

ଆହୁରି ୪ ଦିନ ବର୍ଷିବ ; ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଇଏମଡି

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଏହାର ପ୍ରଭାବରେ ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪ଦିନ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କଟକ ଜିଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ଭଦ୍ରକ,…

Read More

ଆଜି ଆଇପିଏଲରେ ମୁହାଁ-ମୁହିଁ ହେବେ ଦିଲ୍ଲୀ ଓ ହାଇଦ୍ରାବାଦ୍

ହାଇଦ୍ରାବାଦ୍ : ଆଇପିଏଲର ୧୬ତମ ସଂସ୍କରଣର ୩୪ତମ ମ୍ୟାଚରେ ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ରାଜିବ ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପଡିଆରେ ସଂନ୍ଧ୍ୟା ୭;୩୦ରେ ଖେଳାଯିବ। ଚଳିତ ଆଇପିଏଲରେ ଏହି ଦୁଇ ଦଳଙ୍କ ପଦର୍ଶନ ଖରାପ ରହିଥିବାରୁ ଦଳର ଖେଳାଳି ଚିନ୍ତିତ ଅଛନ୍ତି । ସେହିପରି ଏହି ୨ ଦଳ ପଏଣ୍ଟ ତାଲିକାର ନବମ ଓ ଦଶମ ସ୍ଥାନରେ ରହିଛନ୍ତି । ହାଇଦ୍ରାବାଦ୍ ତାର ୬ଟି ମ୍ୟାଚରୁ ୨ଟିରେ ବିଜୟଲାଭ…

Read More