Headlines

ଆଜି ଆଇପିଏଲରେ ମୁହାଁ-ମୁହିଁ ହେବେ ଦିଲ୍ଲୀ ଓ ହାଇଦ୍ରାବାଦ୍

ହାଇଦ୍ରାବାଦ୍ : ଆଇପିଏଲର ୧୬ତମ ସଂସ୍କରଣର ୩୪ତମ ମ୍ୟାଚରେ ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ରାଜିବ ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପଡିଆରେ ସଂନ୍ଧ୍ୟା ୭;୩୦ରେ ଖେଳାଯିବ। ଚଳିତ ଆଇପିଏଲରେ ଏହି ଦୁଇ ଦଳଙ୍କ ପଦର୍ଶନ ଖରାପ ରହିଥିବାରୁ ଦଳର ଖେଳାଳି ଚିନ୍ତିତ ଅଛନ୍ତି । ସେହିପରି ଏହି ୨ ଦଳ ପଏଣ୍ଟ ତାଲିକାର ନବମ ଓ ଦଶମ ସ୍ଥାନରେ ରହିଛନ୍ତି । ହାଇଦ୍ରାବାଦ୍ ତାର ୬ଟି ମ୍ୟାଚରୁ ୨ଟିରେ ବିଜୟଲାଭ…

Read More

ରଥଯାତ୍ରା ପାଇଁ ୨ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀ;ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ସରକାରୀ ଭାବେ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୁଲାଇ ୭ ଓ ୮ ତାରିଖରେ ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବିରଳ ରଥଯାତ୍ରା  ଏହାକୁ ସଫଳ କରିବା…

Read More

ନେପାଳ ବିଦ୍ରୋହ : ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ

କାଠମାଣ୍ଡୁ : (ନରେନ୍ଦ୍ର ମହାନ୍ତି)-ନେପାଳୀ ଯୁବକ ଏବଂ ଛାତ୍ରଙ୍କ ଆନ୍ଦୋଳନ ଏକ ଗୌରବମୟ ପଦକ୍ଷେପ ସୃଷ୍ଟି କରିଥିଲା, କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏହାର ଅରାଜକତା, ବର୍ବର ଏବଂ ଦିଗହୀନ ଦୃଶ୍ୟ ଦେଖାଗଲା। ବିଗତ ୧୫୦ ବର୍ଷ ମଧ୍ୟରେ ଏଠାରେ ଅନେକ ଆନ୍ଦୋଳନ ହୋଇଥିଲା, ଅନେକ ନିଜର ବଳିଦାନ ଦେଇଥିଲେ, କିନ୍ତୁ ଜନସାଧାରଣ ପକ୍ଷାଘାତର ଜିଦ୍ ରୁ ମୁକ୍ତି ପାଇପାରିଲେ ନାହିଁ। ନିଶ୍ଚିତ ଭାବରେ, ୧୯୯୬ ରେ ମାଓବାଦୀଙ୍କ ନେତୃତ୍ୱରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ୨୦୦୮…

Read More

ଖୋଖୋ ଖେଳାଳିଙ୍କ ପ୍ରଶିକ୍ଷଣର ଭୂ-ସ୍ୱର୍ଗ ହେବ ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ଖୋଖୋ ଉଚ୍ଚଗୁଣବତ୍ତା କେନ୍ଦ୍ର । ଏଥିଲାଗି ଦୁଇଦିନ ପୂର୍ବରୁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଭାରତ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ବାକ୍ଷର‌ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣାଙ୍କ ସହ ଏଏମ୍‌ଏନ୍‌ଏସ୍‌ର କେଜି କୁବୋତା ଓ ସପର୍ଣ୍ଣା ନନ୍ଦ ଉପସ୍ଥିତ ଥିଲେ। ଚୁକ୍ତି ଅନୁଯାୟୀ…

Read More

ରାହୁଲ ଗାନ୍ଧୀଙ୍କୁ ଗୋଡେଇ ଗୋଡେଇ ବିରୋଧ କରୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଦେଶ ହେଉ କି ରାଜ୍ୟ ପ୍ରଶାସନିକସ୍ତରରେ ସଚିବସ୍ତରରେ ହିଁ ଅଧିକାଂଶ ନିଷ୍ପତ୍ତିର ତର୍ଜମା ହୋଇଥାଏ। ମାତ୍ର ଦେଶର ଏହି ସ୍ତରରେ ଅଧା ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ପଛୁଆବର୍ଗଙ୍କ ସଂଖ୍ୟା ନଗଣ୍ୟ ତଥା ନାହିଁ କହିଲେ ଚଳେ। ସେହିପରି ସର୍ବୋଚ୍ଚ ପ୍ରଶାସନ ସ୍ତରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସଂଖ୍ୟା ନାହିଁ କହିଲେ ଚଳେ। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସପ୍ତାହେ ହେବ ବକ୍ତବ୍ୟ ରଖି ଆସୁଛନ୍ତି। ମାତ୍ର ତାଙ୍କର ଏହି କାର୍ଯ୍ୟସୂଚୀର ଠିକ୍…

Read More

ଚୀନ କହୁଛି ଭାରତୀୟ ସାମ୍ବାଦିକ ଦେଶ ଛାଡ଼

ବେଜିଂ:  ଭାରତ ଏବଂ ଚୀନ୍‌ ମଧ୍ୟରେ ସାମ୍ବାଦିକଙ୍କୁ ନେଇ ବିବାଦ ତିବ୍ର ହେବାରେ  ଲାଗିଛି। ଚୀନ୍‌ ନ୍ୟୁଜ୍‌ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଚୀନ୍‌ରେ ରହିବା ନେଇ ତାଙ୍କ ପ୍ରମାଣପତ୍ରକୁ ଅପଡେଟ୍ କରାଯାଇ ନ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଚୀନ୍‌ରେ ୪ ଜଣ ସାମ୍ବାଦିକ ଥିଲେ। ଜଣେ ସାମ୍ବାଦିକ ଚଳିତ ସପ୍ତାହରେ ବେଜିଂ ଛାଡ଼ି ଥିଲେ। ପ୍ରସାର ଭାରତୀ ଏବଂ ଅନ୍ୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନର…

Read More

୧୪ ବର୍ଷ ପରେ ପୁଣି ଦୁର୍ଘଟଣାଗସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍

ବାଲେଶ୍ଵର; ଦୀର୍ଘ ୧୪ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି ଘଟିଛି। ୨୦୦୯ ଏପ୍ରିଲ୍ ୧୩ରେ ଓଲଟିଥିବା କରମଣ୍ଡଳ ଏକ୍ସପ୍ରେସ ପୁଣି ଲାଇନଚ୍ୟୁତ ହୋଇଛି । କୋଲକାତା ରୁ ଭୁବନେଶ୍ଵର ଆସିବା ବାଟରେ ଓଲଟିପଡ଼ିଲା କରମଣ୍ଡଳର ୩ ବଗି । ୫୦ ରୁ ଅଧିକ ମୃତ ଓ ଶତାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ବୋଲି ଜଣା ପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ ।…

Read More

ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ୍ ମୋଦି

ଭୁବନେଶ୍ବର:  ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂଚନାଯୋଗ୍ୟ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦର ଠାରେ ପହଁଚିବେ। ସେଠାରୁ ସେ ଜନତା ମଇଦାନକୁ ଯିବେ। ସେହି ଦିନ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ହିତଧିକାରୀଙ୍କୁ ଟଙ୍କା ବଣ୍ଟନରେ ଯୋଜନା ରହିଛି। ଅପରାହ୍ଣ ୩ଟା ୨୫ ମିନିଟ…

Read More

ଲୋକସଭାକୁ ଡେଇଁଲେ ଯୁବକ, ଡ଼ରରେ ଛାନିଆ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ବୁଧବାର  ଅପରାହ୍ନରେ  ୨ଜଣ ବ୍ୟକ୍ତି ଲୋକସଭାର ‘ପରିଦର୍ଶକ ଗ୍ୟାଲେରି’ରୁ ଡେଇଁପଡ଼ି ନିମ୍ନ ସଦନରେ  ଦୌଡ଼ାଦୌଡ଼ି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଆଜି  ସଂସଦ ଆକ୍ରମଣ ବାର୍ଷିକୀରେ । ଏହି ଦିନ ସୁରକ୍ଷା ଭଙ୍ଗ ହେବା ଅନେକଙ୍କୁ ଚକିତ କରିଛି। ବିଶେଷ କରି ସଂସଦର ସୁରକ୍ଷା ବଳୟ ଭେଦ କରି କିଭଳି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମଗ୍ରିକ ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ…

Read More

ଯଦି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଭରତପୁର ଘଟଣା ହୋଇଥାନ୍ତା…ତେବେ ଏମାନେ କ’ଣ କହିଥାନ୍ତେ..

ଭୁବନେଶ୍ୱର :  ଓଡ଼ିଶାର ରାଜଧାନୀ ଭରତପୁର ଥାନାରେ ଘଟିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ହୋଇଛି। କାରଣ ଏହି ମାମଲାରେ ଓଡ଼ିଶା ପୋଲିସ୍ , ଭାରତୀୟ ସେନା ସହ ଥିବା ଜଣେ ବ୍ୟକ୍ତି  ଓ ତାଙ୍କ ବାନ୍ଧବୀ ସଂପୃକ୍ତ। ଏହି ମାମଲା ଆଉ ଏକ ଦିଗ ହେଉଛି- ଭଣଜା କୁଆଡେ ଗଲା। ସେ ଭଣଜା କିଏ। କାହା ଭଣଜା। କୁଆଡେ ଗଲା। ଏନେଇ ମଧ୍ୟ କିଛି ସ୍ପଷ୍ଟତା ମିଳୁନାହିଁ। ତେବେ ଏ ସବୁ କଥା ଛାଡନ୍ତୁ। ଏହି…

Read More