ପୁଅକୁ ଛାଡିବା ଲାଗି ଶାହାରୁଖ୍ ଖାନଙ୍କୁ ୨୫ କୋଟି ମାଗିଥିଲେ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେ

ନୂଆଦିଲ୍ଲୀ : ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦୁଇ ବର୍ଷ ତଳେ ଡ୍ରଗ୍‌ସ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ପୂର୍ବତନ ନର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ଏତଲାରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଫସାଇବାକୁ ଧମକ ଦେଇ ଅଭିନେତା ଶାହରୁଖ ଖାନଙ୍କ…

Read More

ଟିପିଏସ୍ଓଡିଏଲର ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ଏନ୍ଏବିଏଲ୍ ମାନ୍ୟତା

–ମହିଳାଙ୍କୁ କରୁଛି ସଶକ୍ତ –ମହିଳାଙ୍କୁ ଯୋଗାଇଛି ନିଯୁକ୍ତି ସୁଯୋଗ ବ୍ରହ୍ମପୁର, ଏପ୍ରିଲ,୨୦୨୪: ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ର ଆମ୍ବଗଡ଼ ସ୍ଥିତ ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି (ଏନ୍ଏ ବିଏଲ୍) ପକ୍ଷରୁ ମାନ୍ୟତା ମିଳିଛି। ଗତ ବର୍ଷ ଉଦଘାଟନ ହୋଇଥିବା ଏହି ଅତ୍ୟାଧୁନିକ ଲ୍ୟାବର ସମସ୍ତ କର୍ମଚାରୀ ମହିଳା ଅଟନ୍ତି। ସ୍ଥାନୀୟ ମହିଳାମାନଙ୍କୁ ବୈଷୟିକ କ୍ଷେତ୍ରରେ ସୁଯୋଗ ଦେବା ସହ ସେମାନଙ୍କୁ ସଶକ୍ତ କରିବା ଏହାର…

Read More

ପୁଷ୍ପା – ୨ ର ବକ୍ସ ଅଫିସରେ ଧମାକା, ପ୍ରଥମ ଦିନରୁ ପାଇରେଟ୍ ପ୍ଲାଟଫର୍ମରେ ଲିକ୍ ହେଲା ଫିଲ୍ମ

ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ପୁଷ୍ପା ୨ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଫିଲ୍ମ ରିଲିଜ୍ ହେବା ମାତ୍ରେ ଫିଲ୍ମ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ପରିଲକ୍ଷିତ ହୋଇଛି| ଆପଣଙ୍କୁ କହିରଖୁଛୁ ଯେ ପୁଷ୍ପା ପାର୍ଟ – ୧ ତିନି ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା, ଯାହା ପରେ ଲୋକମାନେ ପୁଷ୍ପା ୨ କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ, କିନ୍ତୁ ପୁଷ୍ପା ୨ ରିଲିଜ୍ ହେବା…

Read More

ରାଜ୍ଯ କ୍ୟାବିନେଟର ୩ ବଡ଼ ନିଷ୍ପତି

ଭୁବନେଶ୍ଵର: ପୂର୍ବରୁ ସରକାରୀ ଅଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ତାଙ୍କ ପୁଅ ମାନଙ୍କୁ ଚାକିରୀ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ନିୟମରେ ପରିବର୍ତନ ଆଣିଛନ୍ତି ରାଜ୍ଯ ସରକାର। ଏବେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ମିଳିବ ଚାକିରି। ଗୁରୁବାର ରାଜ୍ୟ କ୍ୟାବିନେଟ ବୈଠକରେ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବୈଠକରେ ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, କୌଣସି ସରକାରୀ କର୍ମଚାରୀ(ବାପା/ମା’)ଙ୍କ ମୃତ୍ୟୁ ଘଟିଲେ ତାଙ୍କ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁପୂଜନ

ଭୁବନେଶ୍ୱର, ୫/୯ : “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର । ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।” ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଆଣି ଜ୍ଞାନ ରୂପକ ଆଲୋକ ଦେଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ।  ଯାହାଙ୍କ ଜ୍ଞାନରେ ମଣିଷ ଏକ ଦିଗଦର୍ଶନ ପାଇଥାଏ । ତେବେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ସେହି ଗୁରୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଏ ।ପ୍ରତି…

Read More

ଏଟିଏମ୍ କାର୍ଡରେ ପାଇବେ ୫ ଲକ୍ଷର ବୀମା, ଜାଣନ୍ତୁ କେମିତି ……

ଆଜିର ଏ ଡିଜିଟାଲ ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଏଟିଏମ୍ କାର୍ଡ ନିଶ୍ଚିତ ଥିବ । ମହାମାରୀ କରୋନା ଆସିବା ପରଠୁ ଲୋକମାନେ ପରିବା କିଣାଠୁ ଆରମ୍ଭ କରି ସେଲୁନରେ ଚୁଟି କାଟିବା ପର୍ଯ୍ୟନ୍ତ ସବୁଠି ଏଟିଏମ କାର୍ଡ ଏବଂ ଡିଜିଟାଲ ପେମେଣ୍ଚ ଉପରେ ନିର୍ଭର କରୁଛନ୍ତି । ଏଥିରେ କେବଳ ଏତିକି ସୁବିଧା ନୁହେଁ ଆପଣ ବୋଧ ହୁଏ ଜାଣିନାହାନ୍ତି ଯେ ଏହି କାର୍ଡ ସାହାର୍ଯ୍ୟରେ ଆପଣ ବୀମା ମଧ୍ୟ ପାଇ ପାରିବେ । ତେବେ…

Read More

ଚୀନ କହୁଛି ଭାରତୀୟ ସାମ୍ବାଦିକ ଦେଶ ଛାଡ଼

ବେଜିଂ:  ଭାରତ ଏବଂ ଚୀନ୍‌ ମଧ୍ୟରେ ସାମ୍ବାଦିକଙ୍କୁ ନେଇ ବିବାଦ ତିବ୍ର ହେବାରେ  ଲାଗିଛି। ଚୀନ୍‌ ନ୍ୟୁଜ୍‌ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଚୀନ୍‌ରେ ରହିବା ନେଇ ତାଙ୍କ ପ୍ରମାଣପତ୍ରକୁ ଅପଡେଟ୍ କରାଯାଇ ନ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଚୀନ୍‌ରେ ୪ ଜଣ ସାମ୍ବାଦିକ ଥିଲେ। ଜଣେ ସାମ୍ବାଦିକ ଚଳିତ ସପ୍ତାହରେ ବେଜିଂ ଛାଡ଼ି ଥିଲେ। ପ୍ରସାର ଭାରତୀ ଏବଂ ଅନ୍ୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନର…

Read More

ବିଶ୍ବ ବଜାରରେ ହ୍ରାସ ପାଇବ ଡଲାରର ଶକ୍ତି

ନୂଆଦିଲ୍ଲୀ: ବିଶ୍ବ ବଜାରରେ  ଡଲାରର ସ୍ଥିତି ବିସୟରେ କିଏବା ଅଜଣା । ଅନ୍ତର୍ଜାତୀୟ ସ୍ତରରେ ଦିନକୁ ଦିନ ଡଲାରର ଶକ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସମ୍ପୂର୍ଣ୍ଣ ବିଶ୍ବ କାରବାର ଡଲାରରେ ନିୟନ୍ତ୍ରିତ ହେଉଛି। ତେଣୁ ଡଲାରର ଶକ୍ତିକୁ ବିଶ୍ବ ବଜାରରେ କମ୍ କରିବାପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ବିଶ୍ବ ବଜାରରେ ଶେଷ ହେବ ଡଲାରର ଦବ୍‌ଦବା। ଡଲାରର ଶକ୍ତିକୁ ହ୍ରାସ କରିବାପାଇଁ ଅଣ୍ଟା ଭିଡିଛନ୍ତି  ଭାରତ, ବ୍ରାଜିଲ, ରୁଷ, ଚୀନ୍ ଏବଂ ଦକ୍ଷିଣ…

Read More

ଲୋକସଭା ଲଢିବେନି ଭକ୍ତ ଚରଣ ଦାସ, ନର୍ଲାରୁ ବିଧାନସଭା ପାଇଁ ଲଢିବେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରାର୍ଥୀ ହୋଇ ପାରନ୍ତି। ପ୍ରାୟ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭକ୍ଚ ଚରଣକୁ ବିଧାନସଭା ମଇଦାନରେ ଦେଖିବାକୁ ମିଳିପାରେ। ଏହି ଆସନଟି ବର୍ତ୍ତମାନ ବିଜେଡି ହାତରେ ରହିଛି । ପୂର୍ବତନ କଂଗ୍ରେସ ନେତା , ବିରୋଧି ଦଳ ନେତା ଭୂପିନ୍ଦର ସିଂ ବିଜେଡିରୁ ଏହି ଆସନରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଛନ୍ତି। ଭକ୍ତ ଚରଣ ଦାସ ପ୍ରଭାରୀ କୋଟାରେ ସିଡବ୍ଲ୍ୟୁସି ସମ୍ପ୍ରସାରଣରେ…

Read More

ବନ୍ଦ ହୋଇଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା …

ରାଜ୍ୟରେ ବନ୍ଦ ହେଇଯିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ବୁଧବାର ଏ ନେଇ ଘୋଷଣା କରିଛନ୍ତି। ମନମୋହନ କହିଛନ୍ତି, ବିଏସକେୱାଇ ଅଧୀନରେ ଜନସାଧାରଣଙ୍କୁ କମ୍‌‌ ସୁବିଧା ମିଳୁଥିଲା। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକଙ୍କୁ ଅଧିକ ସୁବିଧା ମିଳିବ। ରାଜ୍ୟର ପ୍ରତ୍ୟେକ ଜନସାଧାରଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଉପକୃତ…

Read More