କେମିତି ଆବେଦନ କରିବେ Credit Card ଜାଣନ୍ତୁ …

କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିବା ସମୟରେ ଏଥି ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନ ଉପରେ ନିର୍ଭର କରିଥାଏ । କିନ୍ତୁ ସାଧାରଣତଃ ଆପଣ ଆବଶ୍ୟକିୟ କାଗଜ ପତ୍ର ପ୍ରସ୍ତୁତ ରଖିବା ଉଚିତ୍ | ପରିଚୟ ପତ୍ର ଭାବରେ ଆପଣଙ୍କ ପାଖରେ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ କିମ୍ବା ଭୋଟର ପରିଚୟ ପତ୍ର ଆବଶ୍ୟକ ପଡିପାରେ  । ବ୍ୟାଙ୍କ  ଅନୁଯାୟୀ, ଠିକଣା ପ୍ରମାଣ ପାଇଁ ବିଦ୍ୟୁତ ବିଲ୍,…

Read More

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ : ଜେଲ୍ ଗଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ୩୫ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ହାଇଦ୍ରାବାଦ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି  ଅଲ୍ଲୁ ଅର୍ଜୁନ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଘଟଣାର ଶୁଣାଣି କରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ…

Read More

ବିଶ୍ୱନାଥ ପଣ୍ଡିତ ଙ୍କ  ସ୍ମୃତିରେ  ହେବ  ଅତ୍ୟାଧୁନିକ  ଲାଇବ୍ରେରୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ  ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର  ପୁରୀ  -ଅନୁଗୁଳ  ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ  ଅତ୍ୟାଧୁନିକ  ପାଠାଗାର ପ୍ରତିଷ୍ଠା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦, ୫୮,୩୧,୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୫-ଟି  ସଚିବ    ଭି  କେ  ପାଣ୍ଡିଆନ୍  ଙ୍କ  କଟକ   ଗସ୍ତ   ସମୟରେ  କଟକ ରେ ସ୍ଵର୍ଗତ  ବିଶ୍ଵନାଥ  ପଣ୍ଡିତ  ଙ୍କ  ସ୍ମୃତି   ରେ  ଏକ   ଅତ୍ୟାଧୁନିକ …

Read More

ପୋଷ୍ଟ ଅଫିସର ନୂଆ ଯୋଜନା ଘରେ ବସି ପାଆନ୍ତୁ ଏତିକି ଟଙ୍କା …

ଘରେ ବସି ରୋଜଗାର ଟଙ୍କା ରୋଜଗାରର କଥା ଆପଣ ଆଜି କାଲି ବିଭିନ୍ନ ସୋସିଆଲ ମିଡିଆରୁ ଶୁଣିବାକୁ ପାଉଥିବେ । ତେବେ ଆଜିର ଦୁନିଆରେ ସମସ୍ତେ ଚାହିଁନ୍ତି ସହଜରେ ଟଙ୍କା ରୋଜଗାର କରିବାକୁ । ଭାବୁଛନ୍ତି କି କେମିତି ଓ କିପରି କରିବେ ରୋଜଗାର ? ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ସହଜ ଓ ସରଳ ଉପାୟ…ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଦରମାରୁ କିଛି ଅଂଶ ସଂଚୟ କରିବାକୁ ଚାହାଁନ୍ତି । ତେବେ ଆପଣ ଏହି…

Read More

ବିଜେପି ପକ୍ଷରୁ ଉପ ବାଚସ୍ପତି ପଦ ପାଇଁ ପ୍ରାଥିପତ୍ର ଦାଖଲ କରିଛନ୍ତି ତଳସରା ବିଧାୟକ ଭବାନୀ ଭୋଇ

ମଙ୍ଗଳବାର ଉପ ବାଚସ୍ପତି ପଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇ ପ୍ରାଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପଦ ପାଇଁ କାହାକୁ ପ୍ରାର୍ଥୀ କରିନାହିଁ।…

Read More

ମାର୍ଚ୍ଚ ୧ ତାରିଖରୁ ବଦଳି ଯିବ ଏହି ନିୟମ , ଆପଣଙ୍କ ପକେଟ ଉପରେ ପଡ଼ିବ ଏହାର ସିଧା ପ୍ରଭାବ …

ଆପଣମାନେ ଦେଖିଥିବେ ସରକାର ପ୍ରତି ମାସର ଆରମ୍ଭରେ କିଛି ନା କିଛି ନିୟମ ପରିବର୍ତ୍ତନ କରିଥାନ୍ତି । ସେହିପରି ମାର୍ଚ୍ଚ ୧ ତାରିଖରେ ମଧ୍ୟ କିଛିଟା ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସିଧାସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଫାଷ୍ଟାଗ୍, ଏଲପିଜି ଗ୍ୟାସ୍ ସିଲିଣ୍ଡର ଏବଂ ସୋସିଆଲ୍ ମିଡିଆ ଅନ୍ତଗତ କିଛି ନିୟମକୁ କାର୍ଯ୍ୟକାରୀ କରିବେ ସରକାର । ତେବେ ଆସନ୍ତୁ ଜାଣିବା କଣ ଏହି ନିୟମ । ପ୍ରତ୍ୟେକ…

Read More

ଦ୍ଵିତୀୟ ଥର ପାଇଁ ହ୍ୱାଇଟ ହାଉସର ମାଲିକ ହେବାକୁ ଯାଉଛନ୍ତି ଡୋନାଲ ଟ୍ରମ୍ପ

ଆମେରିକା; ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି | ଏହି ସମୟରେ ଆମେରିକାର ମିଡିଆ ଆଉଟଲେଟ୍ ଫକ୍ସ ନ୍ୟୁଜ୍ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ବିଜୟ ଘୋଷଣା କରିଛି। ଆପଣଙ୍କୁ କହିରଖୁଛୁ ଯେ ନିର୍ବାଚନ ପ୍ରଚାର ସମୟରେ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଧ୍ୟାନ ୭ ଟି ସ୍ୱିଙ୍ଗ୍ ରାଜ୍ୟ ଉପରେ ଥିଲା, ଯେଉଁଥିରେ ଟ୍ରମ୍ପ ଆଗରେ ରହିଛନ୍ତି। ଏହି ୭ଟି ଆସନରୁ ଡୋନାଲ୍ଡ ଟ୍ରମ୍ପ  ଦୁଇଟିରେ ବିଜୟ ହାସଲ କରିଛନ୍ତି। ସୂଚନାଯୋଗ୍ୟ ୫୩୮ ଟି ସିଟରେ …

Read More

ଶ୍ରୀକାନ୍ତ ଜେନାଙ୍କ ଓବିସି ଥୋପ ଗିଳୁଛି କଂଗ୍ରେସ, ଜାତି ଜନଗଣନା ସପକ୍ଷରେ ଖଡ଼ଗେ ଓ ରାହୁଲ

ଭୁବନେଶ୍ୱର,୧୮/୪(ବ୍ୟୁରୋ): ଓଡ଼ିଶାରେ ଅଧାରୁ ଅଧିକ ପଛୁଆବର୍ଗ। ପ୍ରାୟ 40 ପ୍ରତିଶତ ଲୋକ ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗର। ତେଣୁ କଂଗ୍ରେସ ନିଜର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଉପରୋକ୍ତ 3ଟି ବର୍ଗ ମଧ୍ୟରୁ ଜଣଙ୍କୁ କରୁ। ସେହିପରି ଅନ୍ଯ 2ଟି ବର୍ଗରୁ ଜଣେ ଲେଖାଏଁ ଉପମୁଖ୍ଯମନ୍ତ୍ରୀ କରୁ। ଏହା ଦଳକୁ ବିରାଟ ବର୍ଗ ସହ ରାଜନୈତିକ ଭାବେ ଯୋଡ଼ି ପାରିବ। 1989 ପରଠାରୁ କଂଗ୍ରେସ ଅନୁସୂଚିତ ଜାତି ଏବଂ ପଛୁଆବର୍ଗର ଭୋଟ ହରାଇସାରିଛି। ଛତିଶଗଡ଼, ରାଜସ୍ଥାନରେ ଥିବା 2…

Read More

ମଣିପୁର ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ନବୀନ, ବିଜେଡି

ଭୁବନେଶ୍ୱର- ଦେଶ ର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ  ଜାରି ରହିଥିବା ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଦୁଇ ମାସ ତଳେ ଦୁଇ ଜଣ ମହିଳା ଉଲଗ୍ନ କରି ଯେପରି ଭାବେ ରାସ୍ତାରେ ନିଆଗଲା, ସେମାନଙ୍କ ସହ ପଶୁ ଭଳି ବ୍ୟବହାର କରାଗଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଭାଇରାଲ କରାଗଲା। ଏହା ପରେ ନୀରବ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ୭୯ ଦିନ ପରେ ମୁହଁ ଖୋଲିଲେ। ମାତ୍ର ଏପର୍ଯ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ…

Read More

ଏପ୍ରିଲ ୧୫ରୁ ସାମୁଦ୍ରିକ ମାଛଧରା ଉପରେ କଟକଣା; ୬୦ ଦିନ ଘରେ ବସିବେ ହଜାରହଜାର ମତ୍ସ୍ୟଜୀବୀ

ବାଲେଶ୍ବର/ଚାନ୍ଦିପୁର: ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ ରହିବ। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହେବ। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ…

Read More