ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ ହେଲେ ଶାଲୁ ଜିନ୍ଦଲ
ନୂଆଦିଲ୍ଲୀ/ଭୁବନେଶ୍ବର, ଅଗଷ୍ଟ ୨୧, ୨୦୨୩: ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ସମାଜିତ ଓ ଆର୍ଥିକ ବିକାଶ ପାଇଁ ଉଲ୍ଲେଖନୀୟ ତଥା ନିରନ୍ତର ସକରାତ୍ମକ ଅବଦାନ ନିମନ୍ତେ ଜଣାଶୁଣା ସମାଜସେବୀ ତଥା ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ସିଏସ୍ଆର୍ ଟାଇମ୍ସ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତର ସିଏସଆର ସମ୍ମିଳନୀ ୨୦୨୩ରେ ଶ୍ରୀମତୀ ଜିନ୍ଦଲ ଏହି ସାମ୍ନାନଜନକ ପୁରସ୍କାରକୁ…
