ତାପକୁ କମ କରିଛି ବର୍ଷା ,ଅନୁଭବ ହେଉଛି ସାମାନ୍ୟ ଆଶ୍ବସ୍ତି
ଭୁବନେଶ୍ଵର; ତାତିରୁ ମିଳିଛି ଆଶ୍ବସ୍ତି । ଗରମ କମିଛି, ଗୁଳୁଗୁଳିରୁ ମଣିଷକୁ ଟିକେ ତ୍ରାହି ମିଳିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାମାନଙ୍କର କିଛି କିଛି ସ୍ଥାନରେ ୨ ଦିନ ଧରି ବର୍ଷା ଯୋଗୁଁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସାଧାରଣ ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ମାରୁଛି । ଗତ କିଛି ପୂର୍ବରୁ ହେଉଥିବା ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ମଣିଷ ଓ ଜୀବଜନ୍ତୁଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଛାଇ ସ୍ଥାନ କିମ୍ବା…
