ଉତ୍କଳ ବିଶ୍ବବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍ ବନ୍ଧୁମିଳନ ବିଶ୍ବବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ସହଯୋଗ କରିବାକୁ ଆହ୍ୱାନ

ଭୁବନେଶ୍ଵର: ଉତ୍କଳ ବିଶ୍ଵବିଦ୍ୟାଳୟ ୨୦୦୮-୧୦ ବ୍ୟାଚ୍ ଛାତ୍ରଚାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକସ୍ଥିତ ମା’ ସରସ୍ବତୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ୨୦୦୮-୧୦ ବ୍ୟାଚ୍‌ର ଛାତ୍ର ସଂସଦ ସଭାପତି ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ସାହୁ ବିଶ୍ବବିଦ୍ୟାଳୟ ପରିସରକୁ ଅଧୂକ ସବୁଜ ଓ ସୁନ୍ଦର କରିବା ଉପରେ ଗୁରୁତ୍ବ ଦେଇଥିଲେ । ପୁରାତନ…

Read More

ନେପାଳ ବିମାନ ଦୁର୍ଘଟଣାରେ ୧୮ ମୃତ, ପାଇଲଟ୍ ଆହତ

କାଠମାଣ୍ଡୁ : ନେପାଳରେ ବିମାନ ଦୁର୍ଘଟଣା। ୧୯ ଯାତ୍ରୀଙ୍କୁ ନେଇ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାଉଥିବା ସୋର୍ଯ୍ୟ ବିମାନଟି ଟେକ୍‌ଅଫ୍‌ କରିବା ବେଳେ ରନ୍‌ୱେରୁ ଖସି ଯାଇଥିଲା। ଯାହା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିବା ଫଳରେ ବିମାନରେ ଥିବା ୧୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବିମାନଟି କାଠମାଣ୍ଡୁ ରୁ ପୋଖରାକୁ  ଯାଉଥିଲା ଏବଂ ସକାଳ ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନବନ୍ଦରରେ ଜଣେ…

Read More

କିଏ ପଠାଇଥିଲା କାଳି ମାଡ଼ କରିବାକୁ….ଭାସ୍କର କଲା କି ଖୁଲାସା….ଭି.କେଙ୍କ କାଳିକୁ ପଣତକାନିରେ ଫୋଛି ଦେଲେ ମିଶନ୍ ଶକ୍ତି ମା’…

ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା  ସତ୍ୟବାଦୀ ନିର୍ବାଚନମଣ୍ଡଳୀ ରେ ୫-‘ଟି ସଚିବ ଭି.କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ କରାଯାଇଛି।  ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ଭି. କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ମହୋଦୟଙ୍କ ମୁହଁରେ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର…

Read More

ହ୍ରାସ ପାଉଛି କି ଧର୍ମେନ୍ଦ୍ର ପ୍ରଧାନଙ୍କ କର୍ତ୍ତୃତ୍ୱ, ମହଙ୍ଗା ପଡିବ କି ୨୪ ରାଜନୀତି

ଭୁବନେଶ୍ୱର,୧୩/୬ : ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନ ଏବଂ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଗୋଟିଏରେ ବିଜେପି ଦ୍ୱିତୀୟ ସ୍ଥାନରେ ରହି ପରାଜୟ ହୋଇଛି। ଦ୍ୱିତୀୟଟିରେ କ୍ଷମତାରୁ ଚାଲି ଯାଇଛି। ହେଲେ ଏହି 2ଟି ଘଟଣା ସହ ରାଜ୍ୟ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଆଗାମୀ ଭବିଷ୍ୟତ ଜଡିତ ରହିଛି। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଧର୍ମେନ୍ଦ୍ର ପ୍ରଧାନ କର୍ନାଟକ ଦାୟିତ୍ୱରେ ରହିଥିଲେ ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

୨୦୨୩ ଦିନିକିଆ ବିଶ୍ବକପ୍‌ରେ ପ୍ରଥମଥର ସବୁଦଳରେ ନୂଆ ଅଧିନାୟକ ।

ନୂଆଦିଲ୍ଲୀ,୧୫/୪: ଦିନିକିଆ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ଚଳିତ ବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ବକପ୍‌ରେ କୌଣସି ଗୋଟିଏ ବି ଦଳରେ ପୂର୍ବ ସଂସ୍କରଣ ଅଧିନାୟକ ନାହାନ୍ତି। ଯଦି ଆସନ୍ତା କିଛି ମାସ ମଧ୍ୟରେ ବିଶେଷ କିଛି ପରିବର୍ତନ ନଘଟେ ତାହାଲେ ଏହା ଦିନିକିଆ ବିଶ୍ବକପ୍‌ରେ ପ୍ରଥମ ଘଟଣା ହେବ। ପୂର୍ବ ସଂସ୍କରଣର କୌଣସି ଜଣେ ହେଲେ…

Read More

ପାନ୍ – ଆଧାର ଲିଙ୍କ୍ କରିବାର ଆଜି ହେଉଛି ଶେଷ ଦିନ

ନୂଆଦିଲ୍ଲୀ : ଆପଣ ପାନ୍ କାର୍ଡ ସହିତ ଆଧାର ସଂଯୋଗ କରିନାହାଁନ୍ତି କି ? ତେବେ ଆଜି ହିଁ ପାଖ ଜନ ସେବା କେନ୍ଦ୍ରକୁ ଜାଇ ନିଜର ପାନ୍ – ଆଧାର ଲିଙ୍କ୍ କରାନ୍ତୁ ।କାରଣ ଆଜି ହେଉଛି ଏହା କରିବାର ଶେଷ ଦିନ ।  କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ପାନ୍‌ ସହିତ ଆଧାର ନମ୍ବର ସଂଯୋଗର ଶେଷ ତାରିଖ ଜୁନ ୩୦ ରଖାଯାଇଛି। ତେଣୁ ଉକ୍ତ ସଂଯୋଗ ପ୍ରକ୍ରିୟାକୁ ଆଜି ସୁଦ୍ଧା…

Read More

ବଦଳୁଛି ସମ୍ବଲପୁର-ରେଢାଖୋଲ ବିଧାନସଭା ରାଜନୀତିର ପ୍ରାକ୍ ଦୃଶ୍ୟପଟ୍ଟ, ଧର୍ମେନ୍ଦ୍ରଙ୍କ ଯୋଗାଯୋଗରେ ବିଜେଡି ନେତା, ନେତ୍ରୀ…

ସମ୍ବଲପୁର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ରାଜଧାନୀକୁ ବାଦ୍ ଦେଲେ ଯେଉଁଠି ପରିବେଶ ଅଧିକ ଉଷ୍ମ, ସେ ସ୍ଥାନ ହେଉଛି ସମ୍ବଲପୁର। ସମ୍ବଲପୁର ଚର୍ଚ୍ଚାରେ ରହିବା ପାଇଁ ସବୁ ଉପାଦାନ ରହିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଲୋକସଭା ଆସନରୁ ନିର୍ବାଚନ ଲଢିବେ। ତାଙ୍କୁ ମୁକାବିଲା କରିବା ପାଇଁ ଭି.କେ ପାଣ୍ଡିଆନ୍ ନିଜର ଏକାନ୍ତ ଅନୁଗତ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାଥମିକ ଇସାରା ଦେଇଛନ୍ତି। ଏକଥା ପ୍ରଣବ ପ୍ରକାଶ ନିକଟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।…

Read More

ଖରାଦିନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବସୁଥିବା ବେଳେ ଏଥିରେ ମୁଖ୍ୟତଃ ବୈଷୟିକ ପ୍ରସ୍ତୁତି ଓ ପୁନରୁଦ୍ଧାର ପ୍ରସ୍ତୁତି ନେଇ ଆଲୋଚନା ହେବ। ପ୍ରାକ୍ ମୌସୁମୀ ମାସ ଓ ମୌସୁମୀ ମାସର ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଅଲଗା ଅଲଗା ପ୍ରସ୍ତୁତି ବୈଠକ କରୁଛନ୍ତି । ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ହେଉଥିବା ବାତ୍ୟାକୁ ପ୍ରାକ୍ ମୌସୁମୀ ବାତ୍ୟା ବୋଲି କୁହାଯାଉଥିବା ବେଳେ ଏଥିପାଇଁ ବୁଧବାର ମୁଖ୍ୟଶାସନ ସଚିବଙ୍କ…

Read More

ଭାରତ – ୱିଣ୍ଡିଜ ଖେଳିବେ ୧୦୦ତମ ଟେଷ୍ଟ ମ୍ୟାଚ୍ , କିନ୍ତୁ ଆଉ କ’ଣ ରହିଛି ଏହି ମ୍ୟାଚର ବିଶେଷତ୍ବ ଜାଣନ୍ତୁ …..

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ବା ଶେଷ ଟେଷ୍ଟ ଖେଳାଯିବ । ତେବେ ଏହି ମ୍ୟାଚ୍ ଆଜି ଦୁଇ ଦେଶ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି । କାରଣ ଦୁଇ ଦେଶ ଆଜି ତାର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ । ୭୫ ବର୍ଷ ପୂର୍ବେ ବା ୧୯୪୮ମସିହାରେ ଏହି ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଦୀର୍ଘ ୭୫ ବର୍ଷ…

Read More

କେଉଁ କାମ ପାଇଁ କେତେ ଦରକାର, ଚିଠି ଲେଖି ପ୍ରସ୍ତାବ ମାଗିଲା ଅର୍ଥ  ବିଭାଗ…

ସରକାର ବିଧାନସଭାରେ ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସମସ୍ତ ବିଭାଗକୁ ଜୁନ୍ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ କହିଛନ୍ତି। ୨୦୨୩-୨୪ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୪-୨୫ ପାଇଁ ବଜେଟ୍ ଆକଳନ ପ୍ରସ୍ତୁତି ପାଇଁ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍),…

Read More