ପୁଣି ମୁହଁ ଖୋଲିଲେ ସୁର, କହିଲେ ପୁଅ କଂଗ୍ରେସରୁ ଲଢିବ… ହେଲେ ମନ୍ମଥ…

ଜଟଣୀ : ବାପା କହୁଥିଲେ ମୁଁ ଜନ୍ମ କଂଗ୍ରେସ। ମରିବି କଂଗ୍ରେସରେ। ମୋ ପରିବାର କଂଗ୍ରେସ। ମୋ ପୁଅ ବି କଂଗ୍ରେସରୁ ଲଢିବ। ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଘରେ ଆଲୋଚନା କରି ସହମତି ଆଣିପାରିଲେନି ପିତା-ପୁତ୍ର। ବାପ କହିଲେ ଗୋଟିଏ କଥା- ପୁଅ କହିଲେ ଆଉ ଗୋଟିଏ କଥା। ହଁ ପାଠକେ ବନ୍ଧୁ। ଆମେ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ପ୍ରବକ୍ତା ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ…

Read More

ଶିକ୍ଷକଙ୍କୁ ନାଲି ଆଖି ଦେଖାଇ ବୁଝାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର

୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଶିକ୍ଷକମାନଙ୍କୁ ନାଲି ଆଖି ଦେଖାଇ ବୁଝାଇବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଆନ୍ଦେଳନରେ ବସିଥିବା ୧ଲକ୍ଷ ୩୦ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କରିବା ପାଇଁ ଭୟ ଦେଖାଇଛନ୍ତି ସରକାର । ଏହି ଛୁଟିକୁ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ଭରଣା କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଦାବି…

Read More

ଆଗରୁ ଥିଲା ‘ଟୁଇଟର’ ଡଟ୍ କମ୍ ଏବେ ହେଲା’ଏକ୍ସ’ ଡଟ୍ କମ୍ …

 ପୂର୍ବରୁ ଥିବା ଟୁଇଟର ତାଥା ଏବେର  ‘ଏକ୍ସ’ରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ। ଏ ନେଇ ମାଲିକ ଏଲନ୍‌ ମସ୍କ କହିଛନ୍ତି। ବଦଳିଲା ‘ଏକ୍ସ’ର ଡୋମେନ୍‌ ନାମ। ପ୍ଲାଟଫର୍ମ ପୂର୍ବରୁ ଟ୍ବିଟର ଭାବରେ ଏହା ବେଶ ଜଣାଶୁଣା ଥିଲା । ଏହାର ୱେବସାଇଟ ୟୁଆରଏଲ୍‌କୁ ଟ୍ବିଟର ଡଟ କମ୍‌ରୁ ଏକ୍ସ ଡଟ୍‌ କମ୍‌କୁ ପରିବର୍ତ୍ତନ କରାଯାଇଛି। ମସ୍କକୁ ଜୁଲାଇ ୨୦୨୩ ରେ ଏହି ପ୍ଲାଟଫର୍ମକୁ ନିଜ ଅଧିନରେ ଆଣିଲା ପରେ ଏହି ପରିବର୍ତ୍ତନ ହୋଇଛି। ଏକ୍ସ ପଛରେ…

Read More

ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ MDH ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା …

ଚିନ୍ତା ବଢାଉଛନ୍ତି ଭାରତୀୟ ମସଲା କମ୍ପାନି। ଏଭରେଷ୍ଟ୍‌ ପରେ ଏବେ ବହୁ ପୁରୁଣା ମସଲା କମ୍ପାନି ଏମ୍‌ଡିଏଚ୍‌ ଦିନକୁ ଦିନ ଅଧିକ ଚିନ୍ତା ବୃଦ୍ଧି କରିବାରେ ଲାଗିଛି। ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏହି ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ନିୟାମକ ତଥ୍ୟର ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ MDH ଉପରେ ଯାଞ୍ଚ  ଚାଲିଛି | ଏହି ମସଲାରେ ହାରାହାରି ୧୪.୫%  ଜୀବାଣୁ ରହିଛନ୍ତି ବୋଲି କହିଛି…

Read More

ମଣିପୁର ପ୍ରସଙ୍ଗରେ ଆଜି ବି ମୁହଁ ଖୋଲିଲେନି ମୋଦି, ବିରୋଧି ମେଣ୍ଟର ନାଁକୁ ନେଇ କଲେ ଟାର୍ଗେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବବତ ନୀରବ ମୁଦ୍ରାରେ ରହିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦର କୌଣସି ସଦନରେ ପ୍ରତିକ୍ରିୟାଟିଏ ଦେଇ ନାହାନ୍ତି। ଗତସପ୍ତାହରେ ଦୁଇ ଆଦିବାସୀ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ କିଛି ସେକେଣ୍ଡର ବକ୍ତବ୍ୟ ମୋଦି ରଖିଥିଲେ। ଗତକାଲି ଠାରୁ ସଂସଦରେ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ସୁରୁଖୁରରେ ଗୃହ କାର୍ଯ୍ୟ ସମ୍ଭବ ହୋଇପାରିନାହିଁ। ବରଂ ପ୍ରଧାନମନ୍ତ୍ରୀ ମୋଦି ମୂଳ ପ୍ରସଙ୍ଗରୁ ହଟି ବିରୋଧି ଦଳ ମାନଙ୍କ ଇଣ୍ଡିଆ ନାମକରଣକୁ ସମାଲୋଚନା କରିଛନ୍ତି।…

Read More

୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ପାଇଁ
୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର;ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ବତସ୍ଫୁର୍ତ୍ତ ଭାବରେ ଯୋଗ…

Read More

ସୁଭଦ୍ରା ଯୋଜନା: ସହାୟତା ଅପେକ୍ଷା ଡ୍ରାମା ଅଧିକା

ଭୁବନେଶ୍ୱର: (ରଙ୍ଗାଚରଣ ପ୍ରଧାନ) -ଏହା ପୂର୍ବରୁ କର୍ଣାଟକ ଓ ରାଜସ୍ଥାନରେ ମଧ୍ୟ ମହିଳାଙ୍କୁ ଟଙ୍କା ଦିଆଯାଉଛି। ୧୨ ଶହ ଟଙ୍କା ଓ ୨୦୦୦ ଟଙ୍କା। କିନ୍ତୁ ସେଠାରେ ଏତେ ଡ୍ରାମା ହୋଇ ନାହିଁ। ଆମ ଉପମୂଖ୍ୟମନ୍ତ୍ରୀ ପ୍ରଥମ ହିତାଧିକାରୀ ଶହ ଫୋନରେ କଥା ହେବାର ଆମେ ଟିଭିରେ ଦେଖୁଛୁ । ମାସକୁ ୮୩୩ ଟଙ୍କା ପାଇଁ।‌ କହୁଛନ୍ତି ଐତିହାସିକ। ଭାରତର କୈାଣସି ବି ରାଜ୍ୟ ମହିଳାମାନଙ୍କୁ ଟଙ୍କା ଦେଇ ପାରିବ। କିନ୍ତୁ ସେମାନେ  ସରକାରଙ୍କ ଆର୍ଥିକ ଅବସ୍ଥା…

Read More

ମୋଦିଙ୍କ ପରିବାରବାଦ ଭାଷଣ ପରେ ବିଜେପିରେ ଛନକା , ଏମାନଙ୍କର କଟିଯାଇପାରେ ଟିକେଟ୍

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ପନ୍ଦର ଭାଷଣରେ ପରିବାରବାଦ ରାଜନୀତି ଉପରେ ବର୍ଷିଥିଲେ। ଏହା ତାଙ୍କର ପ୍ରଥମ ପରିବାରବାଦ ଉପରେ ଆକ୍ରମଣ ନ ଥିଲା। ଏହି ପରିବାରବାଦ ବକ୍ତବ୍ୟ ଖାଲି ବିରୋଧି ନୁହେଁ, ବିଜେପି ନେତାମାନଙ୍କୁ ମଧ୍ୟ ବାଧିଛି। ତେଣୁ ବିଜେପିରେ ଥିବା ଏହି ପରିବାରବାଦୀ ନେତାଙ୍କ ଭବିଷ୍ୟତକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଏହି ତାଲିକାରେ ମୋଦିଙ୍କ କ୍ୟାବିନେଟରେ ପ୍ରଥମେ ଆସୁଛନ୍ତି- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କ…

Read More

ବାଂଲାଦେଶ ହିଂସା; ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା …

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ବିଭିନ୍ନ ସ୍ଥାନରେ ସାନି ହିଂସା ଯୋଗୁ ସୋମବାର  ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିପକ୍ଷରେ ପ୍ରତିବାଦ ହେବା ପରେ। ସୋମବାର ପ୍ରଧାନମନ୍ତ୍ରୀ ଶେଖ ହସିନା ତୁରନ୍ତ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ଦେଶର ରାଜଧାନୀ ଢ଼ାକା ଛାଡ଼ିଛନ୍ତି। ସୂଚନାଯୋଗ୍ୟ ସେ ଦେଶ ଛାଡ଼ିବା ପରେ ତ୍ରିପୁରାର ରାଜଧାନୀ ଅଗରତାଲା ହେଲିକ୍ୟାପ୍ଟର ଯୋଗେ…

Read More

ଟିପିଏସ୍ଓଡିଏଲର ନିରନ୍ତର ଜୀବନଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତ

*ଆଠଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଜୀବନ ଓ ଜୀବିକା କାର୍ଯ୍ୟକ୍ରମ*ମିଲେଟ୍ ଓ ଅନ୍ୟାନ୍ୟ ଚାଷ ଉପରେ ଗୁରୁତ୍ୱ ବ୍ରହ୍ମପୁର, ୩୧ ଜୁଲାଇ ୨୦୨୩: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚଜି)ଙ୍କ ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ବ୍ୟାପକ ସିଏସ୍ଆର୍ ଅଭିଯାନର ଓଡ଼ିଶା ଜୀବିକା ମିଶନ…

Read More