ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଅବଧି ବଢିପାରେ …ନିଷ୍ପତ୍ତିର ପ୍ରଶାସନିକ ଓ ରାଜନୈତିକ ତର୍ଜମା କରିସାରିଛି ତୃତୀୟ ମହଲା….

ଭୁବନେଶ୍ୱର :  ଆଗକୁ ସାଧାରଣ ନିର୍ବାଚନ ରହିଛି। ପ୍ରାୟତଃ ଫେବୃୟାରୀ ମାସରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଲୋଚନା ହେଉଛି। ଯଦି ଏପରି ନ ହୁଏ, ତେବେ ମାର୍ଚ୍ଚ ମାସରେ ସୁନିଶ୍ଚିତ ଘୋଷଣା ହେବ। ସମାନ ସମୟରେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେଣୁ ନିର୍ବାଚନ ପରିଚାଳନା ପୂର୍ବରୁ ପ୍ରଶାସନିକ ନିଯୁକ୍ତି ଉପରେ ସମସ୍ତଙ୍କ ନଜର ରହିବ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ କୁମାର ଜେନାଙ୍କ ଅବଧି ବୃଦ୍ଧି ହେବ କି…

Read More

ବିଜେଡି ନେତାଙ୍କ ସମ୍ପୃକ୍ତି ନଥିଲେ, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଲା: ମନମୋହନ ସାମଲ

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି, ଆଉ ସରକାର ଅନ୍ଧ, ମୂକ ଏବଂ ବଧିର ହୋଇ ବସିଛନ୍ତି। ସରକାର ଯୁବକଙ୍କ ଜୀବନସହ ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ। ଯେଉଁଠି ସାଧାରଣ ଲୋକ…

Read More

ଆଜି ଜିମ୍ବାୱେ ବିରୁଦ୍ଧରେ ପ୍ରଥମ ମ୍ୟାଚ ଖେଳିବ ଭାରତ,ଭବିଷ୍ୟତ ଖୋଜରେ ପଡିଆକୁ ଓହ୍ଲାଇବ ନୂଆ ଭାରତୀୟ ଦଳ

ଭାରତୀୟ ଦଳ ଟି 20 ବିଶ୍ଵକପ ଜିତି ସାରିବା ପରେ ଜିମ୍ବାୱେ ବୁରୁଦ୍ଧରେ ପ୍ରଥମ ସିରିଜ ଖେଳିବାକୁ ଯାଉଛି । ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍‍ ଗିଲ୍ଙ୍କର ନେତୃତ୍ୱାଧିନ ଭାରତୀୟ ଦଳରେ ଏକାଧିକ ଯୁବ…

Read More

ବେଆଇନ ମଦ କାରବାରରେ ସଂପୃକ୍ତଙ୍କ ବିରୁଦ୍ଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ । ଏଥି ସହିତ ବେଆଇନ ତଥା ଚୋରା ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ…

Read More

କାହା ନିର୍ଦ୍ଦେଶ ଆଉ ଏଜେଣ୍ଡାରେ କାମ କରୁଛି ଓଡ଼ିଶା କଂଗ୍ରେସ, ଖଡ଼ଗେ ଏବଂ ରାହୁଲଙ୍କ କଥାକୁ କାହିଁକି ନାକ ଟେକୁଛି ପିସିସି!

ଭୁବନେଶ୍ୱର-  ଆମର ଚାରି ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ ଓବିସି। କଂଗ୍ରେସ କିମ୍ବା ଏନଡିଏ କ୍ଷମତାକୁ ଆସିଲେ ନିଶ୍ଚିତ ଜାତିଭିତ୍ତିକ ଜନଗଣନା ହେବ। ଦେଶର ସରକାରୀ ପଦବୀରେ ଓବିସିଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏହିପରି କେତୋଟି ଲାଇନ୍  ରାହୁଲ ଗାନ୍ଧୀ ବର୍ତ୍ତମାନ ଘୋଷି ହେଉଛନ୍ତି। ହେଲେ ଜନସଂଖ୍ୟାର ଅଧା ଓବିସି ଥିବା ଓଡ଼ିଶାରେ ସଭାପତି, ବିଧାୟକ ଦଳ ନେତା, ପ୍ରଚାର କମିଟି ଅଧ୍ୟକ୍ଷ, ଇସ୍ତାହାର କମିଟି ଅଧ୍ୟକ୍ଷ ସାଧାରଣ ବର୍ଗର। ତେଣୁ ସାଙ୍ଗଠନିକ…

Read More

ଲଘୁଚାପ ପରେ ଜଣା ପଡିବ ବାତ୍ୟାର ପ୍ରଭାବ; ଆଇଏମଡି ଡିଜି

ଭୁବନେଶ୍ବର: ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣିବଳୟ ସୃଷ୍ଟି ହୋଇପାରେ। ଯାହାର ପ୍ରଭାବରେ ୭ ତାରିଖ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ଆକଳନ କରାଯାଉଛି । ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେଧୀରେ ଉତ୍ତର ଆଡ଼କୁ ଗତି କରିପାର । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ। ଓଡିଶା…

Read More

ପଦୋନ୍ନତିରେ ସଂରକ୍ଷଣ : ସୁପ୍ରିମକୋର୍ଟ ସର୍ତ୍ତାବଳୀକୁ ଲାଗୁ କଲେ ରାଜ୍ୟ ସରକାରସଂଗ୍ରହ ହେବ କ୍ୟାଡର ଭିତ୍ତିକ ତଥ୍ୟ

ଭୁବନେଶ୍ୱର, ୨/୩ : ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ସୁପ୍ରିମ୍‍କୋର୍ଟ ଜାରି କରିଥିବା ସର୍ତ୍ତାବଳୀକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ତଦନୁଯାୟୀ ଏଣିକି ପ୍ରତି ସେବା ବର୍ଗରେ ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀଙ୍କ ଆନୁପାତିକ ହାରରେ ସଂଖ୍ୟା ରହିଛି କି ନାହିଁ ସେ ସଂକ୍ରାନ୍ତୀୟ ତଥ୍ୟ ସର୍ବେକ୍ଷଣ କରି ହସ୍ତଗତ ହେଲାପରେ ଉକ୍ତ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଆଇନ୍‍ ଲାଗୁ ହେବ କି ନାହିଁ ତାହା ସ୍ଥିର କରାଯିବ । ଚଳିତବର୍ଷ ଫେବୃୟାରୀ…

Read More

ଶ୍ରାକ୍ଷତ୍ରରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଚକ ଅଖ ଡେରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ତିଥି । ଏହି ଅବସରରେ ପରମ୍ପରା ଆଧାରରେ ରଥଖଳାରେ ବିଜେ କଲେ ମହାପ୍ରଭୁଙ୍କ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେଲା ଚକ-ଅଖ । ପ୍ରଥମେ ତାଳଧ୍ବଜ ରଥର ଚକ ଅଖ ଯୋଖା ହୋଇଛି । ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଭୋଇ ସେବକମାନେ ଏହି ନୀତି କାନ୍ତି  କରିଛନ୍ତି  । ଚକ ଅଖ ଡେରା ନୀତି ପାଇଁ…

Read More

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର …

ଭୁବନେଶ୍ବର : ଦେଶର ଷଷ୍ଠ ଓ ଓଡ଼ିଶାର ତୃତୀୟ ପର୍ଯ୍ୟାୟ ମତଦାନ  ମେ’ ୨୫ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ବେଳେ ଆଜି (ଗୁରୁବାର) ସନ୍ଧ୍ୟା ୫ଟାରେ ପ୍ରଚାର ସରିବ। ଏହି ପର୍ଯ୍ୟାୟରେ ପୁରୀ, ଭୁବନେଶ୍ବର, କଟକ, କେନ୍ଦୁଝର, ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଗ୍ରହଣ କରାଯିବ। ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ…

Read More

ଆଇପିଏଲ-୨୦୨୩ : ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ ସେପଟେ ଲକ୍ଷ୍ନୌ କୁ ଭେଟିବ ପଞ୍ଜାବ କିଙ୍ଗସ୍

ବେଙ୍ଗାଲୁରୁ/ଲକ୍ଷ୍ନୌ,୧୫/୪: ଆଇପିଏଲ୍‌ ଆରମ୍ଭ ହେବାକୁ ଦୁଇ ସପ୍ତାହ ହୋଇଗଲାଣି, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଏକମାତ୍ର ଦଳ ଭାବେ ବିଜୟଶୂନ୍ୟ ରହିଛି। । ସେହିପର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟ ଶେଷ ମ୍ୟାଚର ଶେଷ ବଲ୍‌ ପରାଜିତ ହୋଇଥିଲା। କିନ୍ତୁ ୱାନିନ୍ଦୁ ହସରଙ୍ଗା ଦଳକୁ ଫେରିଆସିଥିବାରୁ ଆର୍‌ସିବି ତାର ବୋଲିଂ ୟୁନିଟ୍ କୁ ମଜବୁତ୍ କାରିବାକୁ ଚେଷ୍ଟାକରିବ। ଶନିବାର ଡବଲ୍‌ ହେଡରର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବାକୁ ଉଦ୍ୟମ କରିବ ବାଙ୍ଗାଲୋର। ଡେଭିଡ୍‌ ୱିଲି କିମ୍ବା…

Read More