କଳା, ସଂସ୍କୃତି ଯାତ୍ରାର ପଥିକ ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି

କଳା, ସଂସ୍କୃତି ଓ ବିଜ୍ଞାନର ଅପୂର୍ବ ସମନ୍ଵୟ: ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି ପୁରୀ ଜିଲ୍ଲା କଣାସ ମଣ୍ଡଳ ଖଣ୍ଡହତା ଗ୍ରାମପଞ୍ଚାୟତ ଅଧୀନ ତିଗିରିଆ ଗ୍ରାମରେ ଜନ୍ମିତ ଶ୍ରୀ ବିଭୂତି ଭୂଷଣ ଚମ୍ପତ୍ତି ଶୈଶବରୁ ପାରମ୍ପରିକ ଗୀତ, ନୃତ୍ୟ ଏବଂ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ପାଠ ପଢାରେ ଅତି ଦୁର୍ବଳ ଥିବା ଦେଖି ପିତା ବିଜୟ କୁମାର ଚମ୍ପତ୍ତି ଏବଂ ମାତା ଶଶି ରେଖା ଚମ୍ପତ୍ତି ତାଙ୍କୁ କଳା ଶିକ୍ଷା ମାର୍ଗରେ ନେବା…

Read More

ଶିଳ୍ପ ହବ୍ ହେବ ଓଡିଶା, ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ୱାନ୍‌‌ ଟୁ ୱାନ୍‌‌ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଓଡ଼ିଶା ହେବ ଶିଳ୍ପ ହବ୍। ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଈଁ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି। ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି। ସେମିକଣ୍ଡକ୍ଟର, ପେଟ୍ରୋ-କେମିକାଲ୍ସ, ଆଇଟିରେ ବିନିଯୋଗ ହେବାର ସମ୍ଭାବନା ରହିଥିବା ବେଳେ ଗ୍ରୀନଏନଜ୍ରିରେ ମଧ୍ୟ ବିନିଯୋଗ ବଢିବ। ଏହା ୨୦୩୬ରେ ସମୃଦ୍ଧ ଓଡ଼ିଶା ଓ ୨୦୪୭ରେ ବିକଶିତ ଓଡ଼ିଶା…

Read More

ଭୋଟ ଜିତିବା ପାଇଁ କିଛି ବି କରିପାରେ ବିଜେପି, କାହିଁକି ଏମିତି କହିଲେ ଦଳର ନେତା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଜିତିବା ପାଇଁ ବିଜେପି କିଛି ବି କରିପାରେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ପୁଲଓ୍ୱାମା ଆକ୍ରମଣ କରାଯାଇଥିଲା। ଠିକ୍ ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏମିତି କିଛି କରାଯାଇପାରେ। ଏମିତି କି ନବ ନିର୍ମାଣ ରାମ ମନ୍ଦିର ଉପରେ ଆକ୍ରମଣ କରାଯାଇ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରାଯାଇପାରେ। ଏକଥା କହିଛନ୍ତି ଜମ୍ମୁ ଓ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଶ୍ରୀ…

Read More

‘ଉତ୍କର୍ଷ ଓଡ଼ିଶାର’ ଦ୍ୱିତୀୟ ଦିନରେ ରାଜ୍ୟକୁ ଆସିବ ପ୍ରାୟ ୩ ଲକ୍ଷ କୋଟିର ନିବେଶ

ଭୁବନେଶ୍ୱର: ବୁଧବାର ‘ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିନରେ ରାଜ୍ୟ ସରକାର ପ୍ରାୟ 3 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଅତି କମରେ 30ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିବେ। ନବୀକରଣୀୟ ଶକ୍ତି, ବିଦ୍ୟୁତ୍, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ କୃଷି-ଉଦ୍ୟୋଗ ଭଳି କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି ବୋଲି କହିଛନ୍ତି  ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ACS) ହେମନ୍ତ ଶର୍ମା । ବୁଧବାର ଦିନ ପ୍ରାୟ 30ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ,…

Read More

ବିଜେଡି ନେତାଙ୍କ ସମ୍ପୃକ୍ତି ନଥିଲେ, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଲା: ମନମୋହନ ସାମଲ

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି, ଆଉ ସରକାର ଅନ୍ଧ, ମୂକ ଏବଂ ବଧିର ହୋଇ ବସିଛନ୍ତି। ସରକାର ଯୁବକଙ୍କ ଜୀବନସହ ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ। ଯେଉଁଠି ସାଧାରଣ ଲୋକ…

Read More

ଦିନକୁ ଦିନ କମୁଛି ବିଜେଡ଼ି ଲୋକପ୍ରିୟତା, ଏକାଧିକ ଜାତୀୟ ସଂସ୍ଥା ଦେଲେଣି ମତ

ଭୁବନେଶ୍ୱର :  ବିଜୁ ଜନତା ଦଳ ପ୍ରତି ଥିବା ପୂର୍ବ ସମର୍ଥନ ଲଗାତର ହ୍ରାସ ପାଉଛି। ଜନମନ ପୋଲ୍, ଟାଇମ୍ସ ନାଓ ଏବଂ ଇଣ୍ଡିଆ ଟୁଡେ-ସିଭୋଟର ସର୍ଭେରୁ ଏହା ଜଣାପଡିଛି। ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ବିଜେପି ଅଧିକ ଆସନ ଜିତିବ ବୋଲି ସମସ୍ତ ସଂସ୍ଥା ପୂର୍ବାନୁମାନ କରିଛନ୍ତି। ପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କ ଉପରେ ଅସନ୍ତୁଷ୍ଟ ସଂଖ୍ୟା ୫୦ ପ୍ରତିଶତ ଛୁଇଁବାକୁ ବସିଲାଣି। ପ୍ରାୟ ୭୦ ପ୍ରତିଶତ ମତ ନବୀନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି।…

Read More

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅତିରିକ୍ତ ଉପଜିଲ୍ଲାପାଳଙ୍କ ସମ୍ପତ୍ତି ଦେଖି ଅବାକ ଭିଜିଲାନ୍ସ। ସବୁ  ସ୍ଥାନରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା ଭର୍ତ୍ତି ପେଟି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ମିଳିଛି ୨ କୋଟିରୁ ଅଧିକ ଟଙ୍କା। ଭୁବନେଶ୍ୱର କାନନବିହାର ପଡୋଶୀ ଘର ଛାତରୁ ୬ଟି ଟଙ୍କା ଭର୍ତ୍ତି ପେଟି ମିଳିଛି। କାନନବିହାର ସ୍ଥିତ ଦୁଇ ମହଲା କୋଠାରେ…

Read More

ସଚେତନତା ହିଁ ଅପରାଧରୁ ସୁରକ୍ଷା ଦେବ

ଭୁବନେଶ୍ୱର, ୨୭।୮: ଆଜିକାଲି ସମାଜରେ ଅପରାଧ ବଢ଼ିବାରେ ଲାଗିଛି ଅପରାଧର ସଜ୍ଞା ମଧ୍ୟ ବଦଳିବାରେ ଲାଗିଛି କେହି କିଛି ବୁଝିବା ପୂର୍ବରୁ ଅପରାଧ ବା ଠକେଇର ଶିକାର ହୋଇଯାଉଛନ୍ତି ତେଣୁ ପ୍ରତ୍ୟେକ ସ୍ତରରେ ସଚେତନ ରହିଲେ, ଅପରାଧରୁ ଆମେ ସବୁ ମୁକୁଳି ପାରିବା ବୋଲି ବିଚାର ଭାରତୀ ଟ୍ରଷ୍ଟ ଏବଂ ପି.ଜେ କଲେଜ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ମିଳିତ ଆନୁକୂଲ୍ୟରେ ‘ସାଥୀ’ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ମଙ୍ଗଳବାର ପିଜେ କଲେଜ ପରିସରରେ…

Read More

ସମାନତା – ସାମାଜିକ ନ୍ୟାୟର ପ୍ରତୀକ ଭାରତରତ୍ନ କର୍ପୁରୀ ଠାକୁର ଓ ତାଙ୍କ ନାତୁଣୀ ଜାଗୃତୀଙ୍କର କାହାଣୀ

ପାଟନା : (ଅବିନାଶ ମହାପାତ୍ର)-ବିହାର ରାଜନୀତିରେ ଅନେକ କଥା ଓ କାହାଣୀ ରହିଛି। ଭାରତର ରାଷ୍ଟ୍ରୀୟ ରାଜନୀତିକୁ ଏହା ସବୁବେଳେ ପ୍ରଭାବିତ କରିଛି। ୟୁପି ଓ ବିହାର ଦୁଇଟି ପ୍ରମୁଖ ରାଜ୍ୟ ଭାବେ ୧୨୦ରୁ ଅଧିକ ସାଂସଦଙ୍କୁ ଦିଲ୍ଲୀକୁ ପଠାଉଥିବାରୁ ଏଠାକାର ସ୍ଥାନୀୟ ସମସ୍ୟା ମଧ୍ୟ ଜାତୀୟ ସମସ୍ୟାଭାବେ ଚର୍ଚ୍ଚା ହୁଏ। ଏଥରର OBC ଜାତି ଜନଗଣନା ହେଉ କିମ୍ବା SIR ବିବାଦ। ପୂର୍ବରୁ ୟୁପିଏ ସରକାର ସମୟରେ ଲାଲୁ ଯାଦବଙ୍କ ସମର୍ଥନ ପାଇଁ ଯେମିତି ସରକାର…

Read More

ଚାମ୍ପିଅନ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତ? ଜାଣନ୍ତୁ…

୨୦୨୫  ଫେବ୍ରୁଆରି – ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତ କରିପାରେ ବୋଲି ଜଣାପଡ଼ିଛି। କିନ୍ତୁ ବିନା ସରକାରୀ ଅନୁମତିରେ ଭାରତ ପାକିସ୍ତାନକୁ ଖେଳିବା ପାଇଁ ଯାଇପାରିବନି ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି। ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ୨୦୦୮ ଏସିଆ‌ କପ୍‌ ପରଠୁ ପାକିସ୍ତାନରେ ଭାରତ କୌଣସି କ୍ରିକେଟ୍‌…

Read More