National Sports Day 2024; କାହିଁକି ୨୯ ଅଗଷ୍ଟକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ?

ଭୁବନେଶ୍ଵର; ୨୦୧୨ ଠାରୁ, ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ | ବାସ୍ତବରେ, ଏହି ଦିନ କିମ୍ବଦନ୍ତୀ ଖେଳାଳି ଧ୍ୟାନ ଚାନ୍ଦଙ୍କ  ଜନ୍ମ ବାର୍ଷିକ ଭାବେ ମଧ୍ୟ ପାଳନ କରାଯାଏ| ମେଜର ଧ୍ୟାନ ଚାନ୍ଦଙ୍କୁ ‘ମ୍ୟାଜିକ୍ ଅଫ୍ ହକି’ କୁହାଯାଏ। ତାଙ୍କର ୨୨ ବର୍ଷର କ୍ୟାରିୟରରେ ୪୦୦ ରୁ ଅଧିକ ଗୋଲ୍ ସ୍କୋର କରିଥିବା ମହାନ ଖେଳାଳିଙ୍କୁ ମନେ ରଖିବା ପାଇଁ ଭାରତ ସରକାର ୨୦୧୨ ରୁ ତାଙ୍କ ଜନ୍ମ ଦିନକୁ…

Read More

ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି,କାଳବୈଶାଖୀ ନେଈ ଆଶଙ୍କା

ପଙ୍ଖା କାମ କରିବା ବନ୍ଦ କରିଦେଲାଣି । ଦେହରୁ ବାହାରୁଛି ଗମ୍ ଗମ୍ ଝାଳ । ବିନା ଏସିରେ ଶୋଇବା ହୋଇପଡିଛି କଷ୍ଟ ସାଧ୍ୟ । ନା ବାହାରକୁ ବାହାରିବା ପାଇଁ ଇଛା ହେଉଛି ନା ଘରେ ଶାନ୍ତିରେ ରହିହେଉଛି । ଦିନ କୁ ଦିନ ତାତି ବଢ଼ି ବଢ଼ି ଚାଲିଛି। ମାର୍ଚ୍ଚ ମାସର ଗରମକୁ ଅନୁଭବ କରି ଆଗକୁ ସାରା ରାଜ୍ୟରେ ହେବାକୁ ଥିବା ନିଆଁ ବର୍ଷା କଥା ଅନୁମାନ କରାଯାଉଛି । ମଝିରେ ୨…

Read More

ଦୈନିକ ୭ ଟଙ୍କା ସଞ୍ଚୟ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା

ଆଜିର ଯୁଗରେ ଅନେକ ନିବେଶ ବିକଳ୍ପ ରହିଛି । ଏମିତି କିଛି ସ୍କିମ୍ ରହିଛି ଯେଉଁଥିରେ କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ଆପଣ ମାନେ ପାଇପାରିବେ । ଆଜି ଆମେ ଏମିତି ଏକ ସ୍କିମ୍ କହିବାକୁ ଯାଉଛୁ ଯାହା କେବଳ ଏକ କପ୍ ଚା’ର ଦାମରେ ଆପଣ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ସଞ୍ଚୟ କରିପାରିବ।  ଏହା ଏକ ସରକାରୀ ଯୋଜନା, ଯାହାକୁ ଅଟଳ ପେନସନ ଯୋଜନା କୁହାଯାଏ । ଅଟଳ ପେନସନ…

Read More

ଉପ-ମୁଖ୍ୟମନ୍ତ୍ରୀ ହେବ ଭି.କେ ପାଣ୍ଡିଆନ୍ , ସିଏମଓ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର: କେବଳ ଦଳ  ନୁହେଁ। ରାଜ୍ୟ ସରକାରରେ ରାଜନୈତିକ ପଦରେ ଭି.କେ ପାଣ୍ଡିଆନ୍ ଅବସ୍ଥାପିତ ହୋଇ ପାରନ୍ତି। ଏନେଇ ଦଳୀୟ ମହଲରେ ଆଲୋଚନା ଜୋର ଧରିଛି। ଆସନ୍ତା ଜନରାଜ୍ୟ ଦିବସ ପୂର୍ବରୁ ଭି.କେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ପାରନ୍ତି। ଆଗାମୀ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ଦାୟିତ୍ୱ ପରେ ଏହି ଦାୟିତ୍ୱ ପ୍ରଦାନ ଉତ୍ସବ ନିରାଡମ୍ବର ଢଙ୍ଗରେ ପାଳନ କରାଯିବ। ଭି.କେଙ୍କ ରାଜନୈତିକ ଦାୟିତ୍ୱ ପରେ ସିଏମଓ ପ୍ରଶାସନରେ ଏକ ଅଦଳବଦଳ…

Read More

୪୧ ଜଣଙ୍କ ପ୍ରାଣ ନେଲାଣି ହିଟୱେଭ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସାଧାରଣ ଜନଜୀବନକୁ ଅସହ୍ୟ କରିଛି ତାତି ଓ ଗୁଳୁଗୁଳି। ମେ ଯାଇ ଜୁନ୍ ହେଲାଣି ତଥାପି ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇଁ ନାହାନ୍ତି ଲୋକ। ଚଳିତ ବର୍ଷ ପ୍ରାୟ ୪୧ ଜଣଙ୍କ ହିଟୱେଭ ଜନିତ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୨୨୬୯ ଜଣ ଏଥିରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି। ସେହିପରି ୭୩ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ…

Read More

ଧରମଶାଳାରେ ଭାଙ୍ଗି ପାରେ କୋହଲିଙ୍କ ଏହି ତିନି ରେକର୍ଡ …

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମାର୍ଚ୍ଚ ୭ ରୁ ଧରମଶାଳାରେ ଖେଳାଯିବ | ଏହି ସିରିଜରେ ଭଲ ଫର୍ମରେ ଥିବା ଯଶସ୍ୱୀ ଜସୱାଲଙ୍କ ଉପରେ ଲୋକଙ୍କ ନଜର ରହିବ ଏବଂ ଜୟସୱାଲ ବିରାଟ କୋହଲିଙ୍କ ତିନୋଟି ବଡ ରେକର୍ଡ ଉପରେ ନଜର ରଖିବେ। ଏହି ସିରିଜରେ ଏପର୍ଯ୍ୟନ୍ତ ଦୁଇଥର ଶତକ ହାସଲ କରିଥିବା ଜୟସୱାଲ ଧରମଶାଲାରେ କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି । ଜୟସୱାଲ ଏପର୍ଯ୍ୟନ୍ତ ୯୩.୫୭ ରେ ସିରିଜର…

Read More

ଭଲ ହେଲେଣି ରିଷଭ ପନ୍ତ

ଭୁବନେଶ୍ୱର : ୨୦୨୨ ମସିହା ଡିସେମ୍ବର ମାସରେ କାର୍‌ ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତ୍‌ ଆହତ ହେଇଥିଲେ। ଏହି କାରଣରୁ ସେ ଆଇପିଏଲ ଏବଂ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ୍  ରେ ଖେଳି ପାରିନାହାନ୍ତି। ମାତ୍ର ପନ୍ତ ଏବେ ସୁସ୍ଛ ହେବାରେ ଲାଗିଛନ୍ତି। ତେଣୁ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି। ନିକଟରେ ଭିଡିଓ ସୋସିଆଲ୍‌ ମିଡିଆରେ ପନ୍ତ୍‌ ପୋଷ୍ଟ କରି ପ୍ରଶଂସକଙ୍କୁ ତାଙ୍କ ସୁସ୍ଥତାର ଅଗ୍ରଗତି ନେଇ ସୂଚନା…

Read More

ଆଜି ବିଶ୍ବ ଶ୍ରମିକ ଦିବସ

ଭୁବନେଶ୍ବର: ଶତାଧିକ ରାଷ୍ଟ୍ରରେ ଆଜି ପାଳିତ ହେଉଛି ଶ୍ରମିକ ଦିବସ । ୧୮୮୨ରେ ଆମେରିକା ଓ କାନାଡାରେ ପ୍ରଥମ କରି ସେପ୍ଟେମ୍ବର ମାସରେ ଏହା ପାଳିନ କରାଯାଇଥିଲା । କିନ୍ତୁ କିଛି ବର୍ଷ ପରେ ମେ ମାସ ପହିଲାରେ ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଶ୍ରମିକମାନେ‌ ଆଠ ଘଣ୍ଟା କାର୍ଯ୍ୟ ସମୟ ଦାବି କରିବାରୁ ଏହା ଏକ ଆନ୍ଦୋଳନର ରୂପ ନେଇଥିଲ । ଆମେରିକାର ବାଲ୍ଟିମୋର ସହରରେ ୧୮୬୬ ମସିହା ଅଗଷ୍ଟ…

Read More

ଏଆଇସିସିର ନିଷ୍ପତ୍ତି ସତ୍ତ୍ୱେ କାହିଁକି ସାମ୍ବିଧାନିକ-ସାମାଜିକ ନ୍ୟାୟ ଅଧିକାରରୁ ଦୂରେଇ ରହୁଛି କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଡୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସପ୍ତାହେ ହେବ ପଛୁଆବର୍ଗ ସଂରକ୍ଷଣ ନେଇ ଦାବି ଉପସ୍ଥାପନ କରୁଛନ୍ତି। କଂଗ୍ରେସ ପଛୁଆବର୍ଗ ସଂରକ୍ଷଣ ସହ ଜାତିଭିତ୍ତିକ ଜନଗଣନା ଦାବି କରିଛି। ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ଏହି ଦାବି ନେଇ ରାଜନୈତିକ ଉପଲବ୍ଧି ମଧ୍ୟ ରହିଛି। ଏହି କ୍ରମରେ ପ୍ରାୟ ଅଧା ଜନସଂଖ୍ୟା ଓଡ଼ିଶାର ପଛୁଆବର୍ଗ। ମାତ୍ର ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରସଙ୍ଗରେ ବିଧାୟକ ଦଳର…

Read More

ନିର୍ବାଚନୀ ବଣ୍ଡ(Electoral Bond) ସମ୍ପର୍କରେ ଆମେ କାହିଁକି ଜାଣିବା ଉଚିତ୍……….

ନୂଆଦିଲ୍ଲୀ : ବଣ୍ଡ କହିଲେ ସରଳ ଭାଷାରେ ପ୍ରତିଜ୍ଞା ପତ୍ର ( Prommissory Note ) । ଯେବେଠାରୁ ବିନିମୟ ମାଧ୍ୟମ ଭାଵରେ ମୁଦ୍ରା ଆସିଲାଣି ତାର ବହୁ ପୂର୍ବରୁ ପ୍ରତିଜ୍ଞା ପତ୍ର ଆସିଲାଣି । ପ୍ରଥମେ ସପ୍ତମ -ଅଷ୍ଟମ ଶତାବ୍ଦୀରେ ଚୀନର ଟାଙ୍ଗବଂଶ ଶାସନରେ ଚା ବାଣିଜ୍ୟ ପାଇଁ ପ୍ରତିଜ୍ଞା ପତ୍ର ଜାରୀ କରିଥିଲେ । ଏହା Privately issued currency । ଆମ ଦେଶରେ ମହାଜନୀ କାରବାର ପାଇଁ ମଧ୍ୟ କାଗଜ ଖଣ୍ଡରେ ପ୍ରତିଜ୍ଞା…

Read More