ଜଣେ ଅଫିସର କାହିଁକି ଅଭିଯୋଗ ଶୁଣାଣି ପାଇଁ ବୁଲିବେ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାର ଶୀର୍ଷକ ଥିଲା ଅତି ଲେମ୍ବୁ ଚିପୁଡିଲେ ପିତା। ବର୍ତ୍ତମାନ ରାଜ୍ୟରେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରାୟନ ସଫଳ ହେଉଛି। ବୈଷୟିକ ବିଦ୍ୟାର ଏପରି ଯୁଗରେ ଅଭିଯୋଗ ଆଣିବା ପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଗସ୍ତ କରିବା ଓ ତାଙ୍କ ଗସ୍ତକୁ ନେଇ ଅଯଥା ରାଜନୀତି ହେବା ନିଷ୍ପତ୍ତି ହାସ୍ୟାସ୍ପଦ । ଏହା ଦ୍ୱାରା ବହୁତ ଅର୍ଥ ଖର୍ଚ୍ଚ ହେଉଛି।…

Read More

ରାୟଗଡ଼ା ଗସ୍ତ ବାତିଲ୍ କଲେ ରାହୁଲ ଗାନ୍ଧୀ …

 ରାୟଗଡ଼ା ; କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ସେ ଆଜି ରାୟଗଡ଼ା ଆସିବେନି। ରାୟବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରାଯିବା ପରେ ଆଜି ରାୟବରେଲିରେ ସେ ନାମାଙ୍କନ ଭରିବେ। ଏଥିପାଇଁ ତାଙ୍କ ଓଡ଼ିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଚନ୍ଦନ। ଏଣେ ରାହୁଲ ଗାନ୍ଧୀଙ୍କ ବଦଳରେ ଆୟୋଜିତ ସାଧାରଣ ସଭାରେ ‌ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଉଦବୋଧନ ଦେବା ଲାଗି…

Read More

ବିଶ୍ବ ମୂଲ୍ୟ ଶୃଙ୍ଖଳା ସହ ସମନ୍ୱିତ ହେବା ସହିତ ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା

ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଆୟୋଜିତ ଇଣ୍ଟର ନ୍ୟାସନାଲ ଚାମ୍ବର ଅଫ କମର୍ସର ତ୍ରୟୋଦଶ ୱାର୍ଲଡ ଚାମ୍ବର କଂଗ୍ରେସରେ ଅଂଶ ଗ୍ରହଣ କରି ନିଜ ବକ୍ତବ୍ୟ ରଖିଥିଲେ l ‘ଅଭିବୃଦ୍ଧିର ଲକ୍ଷ୍ୟ: କଞ୍ଚାମାଲ ଏବଂ ଅନ୍ତର୍ଭୂକ୍ତି ଆନ୍ତର୍ଜାତୀୟ ବାଣିଜ୍ୟ’ ଉପରେ ଏକ ଅଧିବେଶନରେ ଶ୍ରୀ ପଣ୍ଡା ଆର୍ଥିକ ଅଭିବୃଦ୍ଧି ତଥା ସମୃଦ୍ଧତା ନିମନ୍ତେ ଆନ୍ତର୍ଜାତୀୟ ବାଣିଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, “ପ୍ରାକୃତିକ ସମ୍ପଦ…

Read More

ଆସୁଛି ବଡ ବର୍ଷା, ଆଗାମୀ ସପ୍ତାହରେ ଦୁଇଟି ଲଘୁଚାପ…

ସୋମବାର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି ଓ ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପଟେ ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ପ୍ରଭାବରେ ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଦ୍ୱାରା ରାଜ୍ୟରେ ୨୧ ତାରିଖ…

Read More

ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଶେଷ ମ୍ୟାଚରେ ବି ବର୍ଷା ସାଜିପାରେ ଦାଉ …

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଆଜି  ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। ସିରିଜ୍ ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବିନା ଟସ୍ ରେ ବାତିଲ ହୋଇଥିଲା। ଏହାପରେ ଦ୍ବିତୀୟ ମ୍ୟାଚ୍ ରେ ବର୍ଷା ହୋଇଥିଲା, ଯାହା ପରେ ଡକ୍ ଓ୍ଵାର୍ଥ ଲୁଇସ୍ ନିୟମ ଅନୁଯାୟୀ ମ୍ୟାଚ୍ ଖେଳାଯାଇଥିଲା । ଏଭଳି ସ୍ଥିତିରେ ଆଜି ହେବାକୁ ଥିବା ତୃତୀୟ ଟି-୨୦ରେ ବର୍ଷା ସମସ୍ୟା ସୃଷ୍ଟି କରିବ କି? ତେବେ…

Read More

ବିଜେପି ବିଧାୟକ ସୁକାନ୍ତ ନାୟକଙ୍କୁ ନେବ ବିଜେଡି, ବବି କଲେ ଫାଇନାଲ

ଭୁବନେଶ୍ୱର : ବର୍ତ୍ତମାନର ବିଜେପି ବିଧାୟକ ତଥା ନୀଳଗିରି ପ୍ରତିନିଧି ସୁକାନ୍ତ ନାୟକ ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି। ଗତଥର ଶେଷ ମୂହୁର୍ତ୍ତରେ ଶ୍ରୀ ନାୟକ ବିଜେପି ଯାଇ ପଦ୍ମ ଚିହ୍ନରେ ଲଢି ବିଜୟ ହୋଇଥିଲେ। ବର୍ତ୍ତମାନ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ବିଧାନସଭା ଲଢିବାକୁ ଚାହୁଁଛନ୍ତି। ସେ ନୀଳଗିରିକୁ ଫେରି ପାରନ୍ତି। ତେଣୁ ସୁକାନ୍ତ ତାଙ୍କ ଟିକେଟ୍ ନେଇ ଏତେଟା ସୁଦୃଢ ନୁହଁନ୍ତି। ସେହିପରି ପୂର୍ବରୁ ବିଜେଡିରେ ରହିଥିବାରୁ ଘରବାହୁଡ଼ା ଏତେଟା ଅସୁବିଧା ହେବ…

Read More

୨୯ ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ୨୦୨୫ ପାଇଁ ମନୋନୀତ ହେଲା  ‘ଲାପତା ଲେଡିଜ୍’

ଚଳିତ ବର୍ଷ ଲୋକଙ୍କ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ‘ ଲାପତା ଲେଡିଜ୍’ ବର୍ତ୍ତମାନ ଏକ ବଡ ମାଇଲଖୁଣ୍ଟ ହାସଲ କରିଛି। ନିର୍ଦ୍ଦେଶକ କିରଣ ରାଓଙ୍କ ଏହି ଚଳଚ୍ଚିତ୍ର ଓସ୍କାର ୨୦୨୫ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ ମନୋନୀତ ହୋଇଛି |ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ୨୯ ଟି ସର୍ଟଲିଷ୍ଟ ଫିଲ୍ମ ତାଲିକାରୁ ଓସ୍କାରରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ’ ଲାପତା ଲେଡିଜ୍’ କୁ ଚୟନ କରିଛି | ଏହି ତାଲିକାରେ ରଣବୀର କପୁରଙ୍କ ଅଭିନୀତ…

Read More

ପାନ୍ – ଆଧାର ଲିଙ୍କ୍ କରିବାର ଆଜି ହେଉଛି ଶେଷ ଦିନ

ନୂଆଦିଲ୍ଲୀ : ଆପଣ ପାନ୍ କାର୍ଡ ସହିତ ଆଧାର ସଂଯୋଗ କରିନାହାଁନ୍ତି କି ? ତେବେ ଆଜି ହିଁ ପାଖ ଜନ ସେବା କେନ୍ଦ୍ରକୁ ଜାଇ ନିଜର ପାନ୍ – ଆଧାର ଲିଙ୍କ୍ କରାନ୍ତୁ ।କାରଣ ଆଜି ହେଉଛି ଏହା କରିବାର ଶେଷ ଦିନ ।  କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ପାନ୍‌ ସହିତ ଆଧାର ନମ୍ବର ସଂଯୋଗର ଶେଷ ତାରିଖ ଜୁନ ୩୦ ରଖାଯାଇଛି। ତେଣୁ ଉକ୍ତ ସଂଯୋଗ ପ୍ରକ୍ରିୟାକୁ ଆଜି ସୁଦ୍ଧା…

Read More

ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡ଼ି ହେଲା ବାଲେଶ୍ୱର ଓ ବଲାଙ୍ଗୀର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ପ୍ରାର୍ଥୀ ଘୋଷଣାରେ କିଏ ରହିଛି ସବୁଠୁ ଆଗରେ ଜାଣନ୍ତୁ…

କିଛି ଦିନ ପୂର୍ବେ ପ୍ରାର୍ଥୀ ଘୋଷଣାରେ ପଛରେ ପଡିଥିବା କଂଗ୍ରେସ ଏବେ ରହିଛି ସବୁଠୁ ଆଗରେ । ଏହା ମଧ୍ୟରେ ବିଧାସଭାର ୧୪୭ ଟି ଆସନରୁ ଏପର୍ଯ୍ୟନ୍ତ ୧୧୯ ପ୍ରାର୍ଥୀ ଘୋଶଣା କରିସାରିଛି କଂଗ୍ରେସ । ଗତକାଲି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ହାତ ଦଳ । ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି ।…

Read More