ପୁଣି ଲୋକହସା ହେଲେ ନୀତିଶଙ୍କ ସହଯୋଗୀ ଲଲନ ସିଂ, ନିଜ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଲେନି ନିଜ ଫଟୋ

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲଲନ ସିଂ। ଏକଦା ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ରହିଥିଲେ। ହେଲେ ତାଙ୍କର ଶେଷ ଦୁଇଟି ଓଡ଼ିଶା ଗସ୍ତ ଅତ୍ୟନ୍ତ ଅରୁଚିକର ରହିଛି। ଏହି ଦୁଇ ଗସ୍ତର ଅଭିଜ୍ଞତାକୁ ସେ ନିଜ ମନରୁ ଲିଭାଇବା ପାଇଁ ଚାହିଁବେ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନୀତିଶ କୁମାର ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ। ସାଥିରେ ଲଲନ ସିଂ ଆସିଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ…

Read More

ପରିବର୍ତ୍ତନ…. ପଶ୍ଚିମବଙ୍ଗ….. Change… West bengal…

କୋଲକାତା :(ବିଜୟ ସାହୁ)-ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଲେ l ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା ବେଙ୍ଗଲ କୁ ଦୁଇଭାଗ କରି ହିନ୍ଦୁ ବେଙ୍ଗଲ ର ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେବା । ସେଥିପାଇଁ ଭାରତ ବିଭାଜନ କିଛିମାସ ପୂର୍ବରୁ ମଇ 2,1947 ମସିହାରେ ବଡଲାଟ ଲର୍ଡ଼ ମାଉଣ୍ଟବାଟେନଙ୍କୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ମାଉଣ୍ଟବାଟେନଙ୍କୁ ଏପ୍ରିଲ 23,1947 ମସିହାରେ ଭେଟି ଏହି ଦାବୀ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ ।ହିନ୍ଦୁ ମହାସଭା ମଧ୍ୟ ତାଙ୍କୁ…

Read More

ମା’ମାଣିକେଶ୍ବରୀ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ

  ଭବାନୀପାଟଣା; ପରିର୍ତ୍ତନ ହେଲା କଲାହାଣ୍ଡି ବିଶ୍ବବିଦ୍ୟାଳୟର ନାମ  । ଜିଲ୍ଲାର ଅଧିଷ୍ଠାତି ଦେବୀ ମା  ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ।ଏହା ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟ ଯାହା କୌଣସି ଦେବୀଙ୍କ ନାମରେ ନାମିତ କରାଯାଇଛି ।  ଏନେଇ ଉଛଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୫୦ଟି କଲେଜକୁ ନେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ…

Read More

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ପୁରୀ ଅର୍ପଣ ଚାଉଳ

ପୁରୀ: ପରିକ୍ରମା ପ୍ରକଳ୍ପ ବେଳେ ସଂଗ୍ରହ କରାଯାଇଥିବା ଅର୍ପଣ ଚାଉଳର ନିଲାମ ହୋଇଛି । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଅର୍ପଣ ଚାଉଳ ନିଲାମ ହେଲା । ଅର୍ପଣ ଚାଉଳ ନିଲାମ ହୋଇଥିବା ନେଇ ଶୁକ୍ରବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଛି। ଯାହାର ମୂଲ୍ୟ ୨ କୋଟି ୮୬ ଲକ୍ଷ ଟଙ୍କା  ।ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିବାକୁ ନିକଟରେ…

Read More

‘ଉତ୍କର୍ଷ ଓଡ଼ିଶାର’ ଦ୍ୱିତୀୟ ଦିନରେ ରାଜ୍ୟକୁ ଆସିବ ପ୍ରାୟ ୩ ଲକ୍ଷ କୋଟିର ନିବେଶ

ଭୁବନେଶ୍ୱର: ବୁଧବାର ‘ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିନରେ ରାଜ୍ୟ ସରକାର ପ୍ରାୟ 3 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଅତି କମରେ 30ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିବେ। ନବୀକରଣୀୟ ଶକ୍ତି, ବିଦ୍ୟୁତ୍, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ କୃଷି-ଉଦ୍ୟୋଗ ଭଳି କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି ବୋଲି କହିଛନ୍ତି  ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ACS) ହେମନ୍ତ ଶର୍ମା । ବୁଧବାର ଦିନ ପ୍ରାୟ 30ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ,…

Read More

ଟାଟା ସାମ୍ରାଜ୍ୟ ଓ ଓଡ଼ିଶାକୁ ନେଇ ଦୁଇଟି ଭିନ୍ନ ଏକ ଦୃଷ୍ଟିପାତ

ଭୁବନେଶ୍ୱର: (ପ୍ରଥମ ସ୍ତମ୍ଭ -ଭାଲଚନ୍ଦ୍ର ଷଡ଼ଙ୍ଗୀ/ ଦ୍ୱିତୀୟ ସ୍ତମ୍ଭ- ବିଜୟ ସାହୁ)-ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଶୋକ ପ୍ରକାଶ କରାଯାଉ, ଠିକ୍ ଅଛି । କିନ୍ତୁ ଶୋକ ପ୍ରକାଶ ନାଁରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଏତେ ଦୂର ମହିମା ମଣ୍ଡନ କରାନଯାଊ, ଯାହା ସେ ବିଲକୁଲ ନଥିଲେ ! ରତନ ଟାଟାଙ୍କ ମୃତ୍ୟୁ ପରେ ମୁଖ୍ୟଧାରାର ମିଡ଼ିଆ ଓ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏଭଳି ପ୍ରତିକ୍ରିୟା ଜଣାଇଛନ୍ତି ସତେ ଯେପରି ସେ ଦେଶ ଓ ଦେଶବାସୀଙ୍କ ପାଇଁ…

Read More

ପୁରୀ ବିଧାନସଭା ଆସନ : ପ୍ରାର୍ଥୀତ୍ୱ ନେଇ ବିଜେପି ଭିତରେ କସରତ

ପୁରୀ:  ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଶାସକ ଦଳ ବିଜେଡି ପାଇଁ ପୁରୀ ଜିଲ୍ଲା ବହୁତ ଗୁରୁତ୍ୱ ବହନ କରୁଛି। ଏହି ଜିଲ୍ଲାରେ ଗତଥର ବିଜେପି ଦୁଇଟି ବିଧାନସଭା ଆସନ ଜିତିଥିଲା। ସବୁ ସ୍ଥାନରେ କଡ଼ା ମୁକାବିଲା କରିବା ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା।  ବିଜେପି ନିଜର ପୁରୀ ଆସନରେ ପ୍ରାର୍ଥୀତ୍ୱକୁ ନେଇ ପ୍ଲାନ –ବି ପ୍ରସ୍ତୁତ କରିଛି। ବର୍ତ୍ତମାନର ବିଧାୟକ ଜୟନ୍ତ ଷଡଙ୍ଗୀ ବିଜେଡି ଯିବାର ପ୍ରବଳ ସମ୍ଭାବନା ରହିଛି। ତେଣୁ ଶ୍ରୀ…

Read More

ଆସନ ସହ ଜିଲ୍ଲା ବଦଳିବ ଏହି ନେତାମାନଙ୍କର…. କେନ୍ଦ୍ରାପଡ଼ାରୁ ମଇଦାନକୁ ଓହ୍ଲାଇବେ ପ୍ରଶାସିକା …

ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ବ୍ୟାପକ ପରୀକ୍ଷାନିରୀକ୍ଷା କରିବାକୁ ଯାଉଛି। ଏହି କ୍ରମରେ ଦଳର କିଛି ପ୍ରମୁଖ ନେତାମାନଙ୍କ ଆସନ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି। ଏହି ତାଲିକାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ରହିଛନ୍ତି। ସେହିପରି ଜଣେ ଉଚ୍ଚ ଶିକ୍ଷିତା ମହିଳା କେନ୍ଦ୍ରାପଡ଼ା ଜିଲ୍ଲାର  ଯେ କୌଣସି ଆସନରୁ ବିଧାନସଭା ଲଢିବାର ସମ୍ଭାବନା ରହିଛି।…

Read More

ସାରା ଦେଶର ଖାଉଟିଙ୍କ ଚିନ୍ତା ବଢାଉଛି ପିଆଜ , ଜାଣନ୍ତୁ ଭୁବନେଶ୍ବରରେ କ’ଣ ରହଛି ଏହାର ଦାମ୍ …

ପିଆଜ ବଜାରରେ ଲାଗିଛି ନିଆଁ । ଗତ କିଛି ଦିନି ହେବ ପିଆଜ  ଦରକୁ ନେଇ ଏବେ ସାରା ଦେଶରେ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି ।ତେବେ ଦେଶର କେତେକ ସହରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଥିବା ବେଳେ ଆଜି ଭୁବନେଶ୍ବରରେର ପିଆଜ ଦର ୮୦ ଚଙ୍କାରେ ପହଁଚିଛି । ଏହି ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏମିତି  ପିଆଜର ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି  । କିନ୍ତୁ ଆଗାମୀ…

Read More

ଆତ୍ମନିର୍ଭର ଭାରତ ପାଇଁ କୋଇଲା ଗ୍ୟାସିଫିକେସନ ଜରୁରୀ- ସିଜିଏଆଇ

ଭୁବନେଶ୍ୱର, ୧୨ ଅଗଷ୍ଟ, ୨୦୨୬: କୋଇଲା ଗ୍ୟାସିଫିକେସନ କ୍ଷେତ୍ରରେ ଅଗ୍ରଣୀ ଶୀର୍ଷ ସଂଗଠନ କୋଲ ଗ୍ୟାସିଫାୟର୍ସ ଆସୋସିଏସନ ଅଫ ଇଣ୍ଡିଆ (CGAI), ପକ୍ଷରୁ ଭୁବନେଶ୍ୱରରେ “କୋଇଲା ଗ୍ୟାସିଫିକେସନ୍‌ରେ ଆହ୍ୱାନ, ସୁଯୋଗ ଏବଂ ନୂତନ ପ୍ରଯୁକ୍ତି” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଗଛିତ ବିପୁଳ କୋଇଲା ଭଣ୍ଡାର ଓ କୋଇଲା ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ଆର୍ଥିକ ସହାୟତା (ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ଯୋଜନା)କୁ ଆଧାର କରି ଦେଶର ଇନ୍ଧନ ଆତ୍ମନିର୍ଭରଶୀଳତା ହାସଲ ପାଇଁ…

Read More