Headlines

କାଳବୈଶାଖୀ ପାଇଁ ରାଜ୍ୟରେ କମିଲା ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଛି ରାଜ୍ୟବାସୀଙ୍କୁ ତ୍ରାହି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପାଇଁ ଗ୍ରୀଷ୍ମ ପ୍ରବାହ କମ୍ ରହିଛି ବା ସହ ତାପମାତ୍ରା କମିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବିଜୁଳି…

Read More

କାହିଁକି ନବୀନଙ୍କ ଉପରେ ଅଧିକ କଠୋର ହୋଇ ପାରୁନାହାନ୍ତି ସୁନୀଲ ବଂଶଲ… ଜାଣନ୍ତୁ… ପଢନ୍ତୁ…

ଭୁବନେଶ୍ୱର : କେନ୍ଦ୍ରରେ ସଂଖ୍ୟାଗରିଷ୍ଠ ସରକାର। ଲୋକସଭାରେ ପୂର୍ଣ୍ଣ ବହୁମତ। ଇସାରା ଦେଲେ ସିବିଆଇ, ଇଡି ଏବଂ ଆୟକର ବିଭାଗ ଲମ୍ଫ ଦେଉଛନ୍ତି। ବିଜେଡିରେ ଅସନ୍ତୋଷ ରହିଛି। କେତେକ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେବାକୁ ଗୋଡ଼ ଟେକି ବସିଛନ୍ତି। ୟୁପି ଭଳି ବିରୋଟ ପ୍ରଦେଶ ଜିତାଇଥିବା ସୁନୀଲ ବଂଶଲ କିନ୍ତୁ ଓଡ଼ିଶାକୁ ନେଇ ଚିନ୍ତାରେ ଅଛନ୍ତି। ସେ ଯେଉଁ ରଣନୀତି ଆପଣାଇବାକୁ ଚାହୁଁଛନ୍ତି। ସେଥିରେ ତାଙ୍କୁ କେନ୍ଦ୍ର ଏବଂ ରାଜ୍ୟର ଆର୍ଥିକ ଶକ୍ତିଶାଳୀ ଥିବା…

Read More

ଅଚଳ ହେବ ଦୁଇ ହଜାର ଟଙ୍କିଆ ନୋଟ, ନିଷ୍ପତ୍ତିକୁ ମମତା ଓ କେଜ୍ରିୱାଲଙ୍କ ସମାଲୋଚନା

କୋଲକାତା/ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ସରକାର ନିକଟରେ ନିଷ୍ପତ୍ତି ନେଇଛନ୍ତି l କେନ୍ଦ୍ରର ଏହି ନିଷ୍ପତ୍ତିକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରି ଛନ୍ତି lଏହି ପଦକ୍ଷେପକୁ ଶ୍ରୀମତୀ ବାନାର୍ଜୀ ‘ବିଲିୟନ୍‌ ଡଲାର୍‌ ଧୋକା’ ବୋଲି କହିଛନ୍ତି। ଅନୁରୂପ ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି lଶ୍ରୀ କେଜ୍ରିୱାଲ…

Read More

PM jeevan Jyoti Bima Yojana; ମାତ୍ର ୪୩୬ ଟଙ୍କାରେ ମିଳିବ ୨ ଲକ୍ଷର ବୀମା କେମିତି ଜାଣନ୍ତୁ …

ଦେଶର ନାଗରିକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ ଏବଂ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଚଳାଉଛନ୍ତି। ଏହିପରି ଗୋଟିଏ ଯୋଜନା ହେଉଛି ପ୍ରଧାନ ମନ୍ତ୍ର ଜୀଭନ୍ ଜ୍ୟୋତି ବିମା ଯୋଜନା (PM jeevan Jyoti Bima Yojana )। ଏହି ବୀମା ଯୋଜନା ମାଧ୍ୟମରେ ସରକାର ଦେଶର ପ୍ରତ୍ୟେକ ବିଭାଗର ନାଗରିକଙ୍କୁ ବହୁତ କମ୍ ଟଙ୍କାରେ ବୀମା ଯୋଗାଉଛନ୍ତି। ଯେକୌଣସି ନାଗରିକ ବାର୍ଷିକ ମାତ୍ର ୪୩୬ ଟଙ୍କା ଦେଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

Read More

ଶେଷ ହୋଇଗଲା କି ଧାୱନଙ୍କ କ୍ୟାରିୟର ? ଏନେଇ କ’ଣ କହିଲେ ଅଗରକର…

ଭୁବନେଶ୍ଵର;ଚଳିତ ଏସିଆ କପ୍ ପାଇଁ ପାକିସ୍ଥାନ , ନେପାଳ, ବାଂଲାଦେଶ ସମେତ ଭାରତ ମଧ୍ୟ ତାର ୧୭ ଜଣିଆ ଦଳ ସୋମବାର ଘୋଷଣା କରିଛି । ତେବେ ଯଦି ଭାରତର ଏହି ଚୟନ ଉପରେ ଦୃଷ୍ଟ ଦିଆଯାଏ ତାହାଲେ ବହୁ ପୁରୁଣା ଖେଳାଳିଙ୍କୁ ଏଥର ବିସିସିଆଇ ବାଦ୍ ଦେଇଛି । ଚହଲ , ଅଶ୍ୱିନଙ୍କ ପରି ପରିଷଦ ଶିଖର ଧାୱନଙ୍କୁ ମଧ୍ୟ ବାହାରର ରାସ୍ତା ଦେଖାଇଛି । ଏସିଆ କପ୍ ପାଇଁ ଚୟନକର୍ତ୍ତା ଏଥର ରୋହିତ ଶର୍ମାଙ୍କ…

Read More

ଗିଲଙ୍କ ଅଧିନାୟକ ହେବା ନେଇ ଏମିତି କିଛି କହିଲେ ଭରତୀୟ ପୂର୍ବତନ ଚୟନ କର୍ତ୍ତା ,,,,

ଭୁବନେଶ୍ଵର;ଟିମ୍‌ ଇଣ୍ତିଆ ଦବ୍ଲ୍ୟୁଟିସି ଫାଇନାଲ ହାରିବା ପରେ ଭରତର ଅଧିନାୟକଙ୍କୁ ନେଇ କ୍ରୀଡାବିତ୍ ମାନେ ନିଜ ନିଜର ମତ ରଖୁଛନ୍ତି। ଏହାରି ଭିତରେ ୨୦୦୫ ରେ ରହିଥିବା ସିଲେକ୍ଟର ଭୂପିନ୍ଦର ସିଂ ଗିଲଙ୍କୁ ନେଇ ଏମିତି କିଛି କହିଛନ୍ତି। ପ୍ରତିଭାବାନ ଯୁବ ଖେଳାଳି ତଥା ଇଣ୍ତିଆନ୍‌ ପ୍ରମିୟର ଲିଗ୍‌ର ଉଦୀୟମାନ ତାରକା ଶୁବମନ୍‌ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ । ଏଭଳି କହିଛନ୍ତି ସିଲେକ୍ଟର କମିଟିର ପୂର୍ବତନ ସଦସ୍ୟ ଭୂପିନ୍ଦର ସିଂ । ଜାତୀୟ…

Read More

ନିର୍ବାଚନ ପ୍ରଚାରରେ ପିଲା ହେବେ ନାହିଁ ସାମିଲ

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ ଏଣିକି ଆଉ ପ୍ରଚାରରେ ପିଲାଙ୍କୁ କରିପାରିବେ ନାହିଁ ସାମିଲ । ଲୋକସଭା ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଏକ ବଡ଼ ଝଟକା ଦେଇଛି । ନିର୍ବାଚନ ପ୍ରକ୍ରିୟା ସମୟରେ ପିଲାମାନଙ୍କୁ ବ୍ୟବହାର ନକରିବାକୁ ଦଳ ଏବଂ ପ୍ରାର୍ଥୀଙ୍କୁ ଅନୁରୋଧ କରି ଆୟୋଗ କଡା ନିର୍ଦ୍ଦେଶ ଦେଇଛନ୍ତି । ଦଳମାନଙ୍କୁ ପଠାଯାଇଥିବା ଏକ ପରାମର୍ଶରେ ନିର୍ବାଚନ ଆୟୋଗ ପ୍ୟାନେଲ କହିଛନ୍ତି ଯେ ଦଳ ତଥା ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନ…

Read More

ବଢ଼ିଲା କ୍ଷୀର ଦର, ଗ୍ରାହକଙ୍କ ପାଇଁ ଅତିରିକ୍ତ ବୋଝ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଙ୍ଘ (ଓମଫେଡ଼) ସମସ୍ତ ପ୍ରକାରର କ୍ଷୀର ପ୍ୟାକେଟର ମୂଲ୍ୟ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମୂଲ୍ୟ ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ। ନୂଆ ମୂଲ୍ୟ ଅନୁସାରେ : ଟୋନଡ ମିଲ୍କ: ୫୦ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ପ୍ରିମିୟମ୍ ମିଲ୍କ: ୫୪ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ଗୋଲ୍ଡ ମିଲ୍କ: ୫୬ ଟଙ୍କା/ଲିଟର (୪ ଟଙ୍କା ବୃଦ୍ଧି) । ବିଗତ ୧ ଅପ୍ରେଲ ୨୦୨୩…

Read More

ସମ୍ବିତଙ୍କ ମନ୍ତବ୍ୟକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭୁବନେଶ୍ବର : ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଗତକାଲି ପ୍ରଧାମନ୍ତ୍ରୀଙ୍କ ରୋଡ ସୋ ସମୟରେ ଦେଇଥିବା ମନ୍ତବ୍ୟକୁ ସବୁଠି ଦୃଢ଼ ନିନ୍ଦା କରାଯାଉଛି। ଏହାରି ଭିତରେ ସମ୍ବିତଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି, ମୋଦୀଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଛି। ମୋଦୀଙ୍କ ଭକ୍ତ ଜଗନ୍ନାଥ। ସମ୍ବିତଙ୍କ ଏହି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ସମ୍ବିତଙ୍କ ମନ୍ତବ୍ୟକୁ ନିନ୍ଦା…

Read More

ପ୍ୟାରିସରେ ବେଲଜିୟମ ଠାରୁ ୨-୧ ରେ ହାରିଲା ଭାରତୀୟ ପୁରୁଷ ହକି ଦଳ

ଆଗରୁ ଯାହା ଡର ଥିଲା ତାହା ହିଁ ଘଟିଲା । ପ୍ୟାରିସ ଅଲୋମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ପ୍ରଥମ ପରାଜୟ । ଡିଫେଣ୍ଡିଙ୍ଗ ଚାମ୍ପିୟାନ ବେଲଜିୟମ ଠାରୁ ୨-୧ ହରିଲା ଭାରତ । ଭାରତ ପାଇଁ ୧୮ ମିନିଟରେ ଅଭିଷେଖଙ୍କ ପକ୍ଷରୁ ପ୍ରଥମେ ଏକ ଗୋଲ ଆସିଥିଲା । କିନ୍ତୁ ବିପକ୍ଷ ବେଲଜିୟମ ଭାରତକୁ ଅଧିକ ସମୟ ଖୁସି ହେବାକୁ ଦେଇ ନଥିଲା । ୩୩ ମିନିଟରେ ଷ୍ଟୋକବ୍ରୋଇକ୍ସ ଓ ୪୪ ମିନିଟରେ ଡୋହମେନଙ୍କ ଗୋଲ…

Read More