ଦୁର୍ବଳ ଦଳ ସତ୍ତ୍ୱେ ଶରତ ସବଳ, ଶକ୍ତିଶାଳୀ ଦଳ ଥାଇ  ମନମୋହନ ଦୁର୍ବଳ

ଭୁବନେଶ୍ୱର : ରାଜ୍ୟରେ ୨୦୧୪ରୁ କଂଗ୍ରେସର ପତନ ଆରମ୍ଭ ହୋଇଛି। ତାହାର ବୋଟ ପ୍ରତିଶତ କମିବାରେ ଲାଗିଛି। ମାତ୍ର ବିଜେପିର ଭୋଟ ହାର ବୃଦ୍ଧି ପାଇବା ସହ ଦଳ ମୁଖ୍ୟ ବିରୋଧି ଦଳ ହୋଇପାରିଛି। ହେଲେ ଗତ ନିର୍ବାଚନ ପରେ ଦଳର ଓଡ଼ିଶାରେ କାର୍ଯ୍ୟକଳାପ ରହସ୍ୟମୟ ଶିଥିଳତା ପରିଲକ୍ଷିତ ହୋଇଛି। ମନମୋହନ ସାମଲ ଦୀର୍ଘଦିନ ଧରି ସଭାପତି ହେବା ପରେ ମଧ୍ୟ କମିଟି ଟିଏ ଅନୁମୋଦନ କରାଇ ପାରିନାହାନ୍ତି। ମାତ୍ର ବର୍ଷେ ମଧ୍ୟରେ ପିସିସି ସଭାପତି ଦାୟିତ୍ୱ…

Read More

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁଦୃଢ ହେବ ସୁରକ୍ଷା ବ୍ୟବସ୍ଥା ; କେନ୍ଦୁଝର ଓ ବଡବିଲ ଦୂର ହେବ ଟ୍ରାଫିକ୍ ସମସ୍ୟା

ଭୁବନେଶ୍ବର; ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନକୁ  ଉନ୍ନୀତୀକରଣ  କରାଯାଇ, ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।ଏହି ପୋଲିସ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ସବ୍‌ ଇନିସପେକ୍ଟର, ୩ଟି ଆସିଷ୍ଟାଣ୍ଟ…

Read More

ପାକିସ୍ତାନ ଦଳର ନେତୃତ୍ୱ ପାଇବା ପରେ ଶାହିନ ଆଫ୍ରିଦି କ’ଣ କହିଲେ ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ଦଳରେ ଅନେକ ବଡ଼ ପରିବର୍ତ୍ତନ ହୋଇଥିଲା। ପ୍ରଥମେ ବୋର୍ଡରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ତା’ପରେ ତିନୋଟି ଫର୍ମାଟରେ ନିୟମିତ ଅଧିନାୟକ ଥିବା ବାବର ଆଜମ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ବାବରଙ୍କ ପରେ ଶାହିନ ଶାହ ଆଫ୍ରିଦିଙ୍କୁ ଟି-୨୦ ର ଅଧିନାୟକ ଏବଂ ଶାନ୍ ମାସୁଦଙ୍କୁ ପାକିସ୍ତାନ ପକ୍ଷରୁ ଲାଲ ବଲର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଅଧିନାୟକ…

Read More

Epstein File ହରଦୀପ ପୁରୀଙ୍କ Birthday & ପ୍ରଧାନମନ୍ତ୍ରୀ Narendra ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ :(ବିଜୟ ସାହୁ )-ଯେତେବେଳେ ପ୍ରଧାନମନ୍ତ୍ରୀ EpiStinePuRee ଙ୍କୁ Happy Birthday କଲେ ସେତେବେଳେ ଭାବିଲି ପ୍ରଧାନମନ୍ତ୍ରୀ ଯେତେବେଳେ ବିରୋଧୀ ପକ୍ଷଙ୍କୁ ତାଙ୍କର ଦୁଇଟି ସୁନିର୍ବାଚିତ ଶବ୍ଦରେ ଉତ୍ତର ସ୍ପଷ୍ଟ କରିଦେଲେ ଯେ ମନ୍ତ୍ରୀ EpiStinePuree ରାଷ୍ଟ୍ର ହିତରେ ହିଁ ମାତ୍ର 4 ଥର ଜେଫ୍ରି ସହ ସାକ୍ଷାତ କରିଛନ୍ତି ସେତେବେଳେ ମୁଁ ମଧ୍ୟ ଜେଫ୍ରି ଓ ତାଙ୍କ ବନ୍ଧୁ ବାନ୍ଧବୀମାନଙ୍କ  Positive ଦିଗଗୁଡିକ ସମ୍ପର୍କରେ ଜାଣିବା ପାଇଁ ଉଦ୍ବେଳିତ ହେଇ ଉଠିଲି । ଅତଏବ କିଛି…

Read More

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଘ  ମହାସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲ ଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ରେଲୱେ ଅଡିଟୋରିୟମ ହଲ୍ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବି ଓ ଦୀର୍ଘଦିନ ଧରି ଅପେକ୍ଷିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାଜ୍ୟ ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ନିମ୍ନଲିଖିତ ୧୩ ଟି ମୁଖ୍ୟ ଦାବିପତ୍ର ସହିତ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।…

Read More

ଆଜି ଆରସିବି , ଲକ୍ଷ୍ନୌ ଟକ୍କର

ଲକ୍ଷ୍ନୌ  : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୧୬ ତମ ସଂସ୍କରଣରେ ଆଜି ସଂନ୍ଧ୍ୟାରେ ୪୩ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ ଖେଳାଯିବ । ଲକ୍ଷ୍ନୌ ଆରସିବି ବିପକ୍ଷ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥଲା ।ଲକ୍ଷ୍ନୌ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ବ୍ୟାଟିଂରେ କାଏଲ ମେୟର୍ସ ଚମତ୍କାର ଫର୍ମରେ ରହିଥିବାବେଳେ ଲୋକେଶ ରାହୁଲ, ମାର୍କୋସ…

Read More

Asian Games 2023 ; ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଆଣିଲେ ଏହି ଦୁଇ ଖେଳାଳି…

ଏସୀୟ କ୍ରୀଡ଼ାରେ ଭାରତ ଖାତାକୁ ଆଉ ଏକ ସ୍ଵର୍ଣ୍ଣ ପଦକ ଆସିଛି। ଏଥର ଟେନିସର ମିକ୍ସ୍ ଡବଲ୍ସ ଇଭେଣ୍ଟରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସଲେଙ୍କ ଯୋଡି ସ୍ୱର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ ତାଇପେଇ ଯୋଡିକୁ ୨-୬, ୬-୩, ୧୦-୪ ରେ ପରାସ୍ତ କରିଛନ୍ତି | ଭାରତୀୟ ଯୋଡି ଫାଇନାଲ ମ୍ୟାଚର ପ୍ରଥମ ସେଟରେ ହାରି ଥିଲେ। ତେବେ ଦ୍ୱିତୀୟ ସେଟରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସଲେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଶେଷରେ…

Read More

ଭୀଷଣ ହେବ ବାତ୍ୟା ” ମୋକା ” ; ୧୪ ତାରିଖରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର : ବାତ୍ୟା ମୋକା ଆଜି ସକାଳ ୫.୩୦ ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ 6ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯କିମି ହାରରେ ଉତ୍ତରଆଡକୁ ଗତିକରୁଛି ତଥା ୧୩.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ୫୨୦ କିମି , ବଙ୍ଗଳଦେଶ ର କକ୍ସ ବଜ଼ାର ଠାରୁ ଦକ୍ଷିଣଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାର ର ସ୍ୱଇଟେ ଠାରୁ…

Read More

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ;କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା…

Read More

ଇଣ୍ଟରନେଟ ବନ୍ଦ ଦ୍ବାରା ଅର୍ଥନୈତିକ କ୍ଷତି ସହିବାକୁ ପଡୁଛି; ନୀତି ବିୟାନି

ଭୁବନେଶ୍ଵର,୧୫/୪:ଭାରତରେ ଯେଉଁଭଳି ଭାବେ ବାରମ୍ବାର ଇଣ୍ଟରନେଟ୍‌ ବନ୍ଦ କରାଯାଉଛି ତାହାକୁ ନେଇ ଏକ ଆନ୍ତର୍ଜାତିକ ସଂସ୍ଥା ଚିନ୍ତା ପ୍ରକଟ କରିଛି। ‘ଇଣ୍ଟରନେଟ୍ ସୋସାଇଟି’ର ବରିଷ୍ଠ ଉପଦେଷ୍ଟା ନୀତି ବିୟାନି କହିଛନ୍ତି ଯେ ଇଣ୍ଟରନେଟ୍‌ ବନ୍ଦ ଘୋଷଣାରେ ସ୍ବଚ୍ଛତା ରହୁନି। ହଠାତ୍‌ ଇଣ୍ଟରନେଟ୍‌ ବନ୍ଦ କରାଯିବା ଦ୍ବାରା ବିପୁଳ ଅର୍ଥନୈତିକ କ୍ଷତି ସହିବାକୁ ପଡ଼ୁଛି। ଜୀବନଜୀବିକା ପ୍ରଭାବିତ ହେଉଛି ଓ ଲୋକମାନେ ମଧ୍ୟ ବହୁ ଅସୁବିଧା ସାମ୍ନା କରୁଛନ୍ତି। ସଟ୍‌ଡାଉନ୍‌ ଟ୍ରାକର୍‌ ଅପ୍ଟିମାଇଜେସନ୍‌ ପ୍ରୋଜେକ୍ଟ (ଷ୍ଟଫ୍‌) ତଥ୍ୟ ଅନୁଯାୟୀ…

Read More