୧୨ଟି ସହରରେ ବିଶ୍ୱକପ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ; ସେପଟେ ପାକିସ୍ଥାନକୁ ଆଇସିସିର ଝଟକା

ଭୁବନେଶ୍ବର; ଅକ୍ଚୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବାକୁ ଥିବା ୨୦୨୩ ବିଶ୍ବକପ ଏଥର ଭାରତ ଆୟୋଜନ କରିବାକୁ ଯାଉଛି । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦ, ବେଙ୍ଗାଲୁର, ଚେନ୍ନାଇ, ଦିଲ୍ଲୀ, ଧରମଶାଳା, ଗୌହାଟି, ହାଇଦ୍ରାବାଦ୍, କଲିକତା, ଲକ୍ଷ୍ନୌ, ମୁମ୍ବାଇ, ପୁନେ, ଥିରୁଅନନ୍ତପୂରମ ଆଦି ୧୨ଟି ସହରରେ ବିଶ୍ବକପ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସେହିପରି କଲିକତାର ଇଡେନ ଗାର୍ଡେନ୍ ଓ ମୁମ୍ବାଇର ୱାନଖେଡେରେ ସେମିଫାଇନାଲ ଖେଳାଯିବକୁ ଥିବା…

Read More

ରାଜନୈତିକ ଦଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୮/୪:ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ  ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ…

Read More

ମାର୍କ ଜୁକରବର୍ଗ ହେଲେ ଦୁନିଆର ଦ୍ୱିତୀୟ ଧନୀ, ଜାଣନ୍ତୁ କାହାକୁ ପକାଇଲେ ପଛରେ

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ଚଳିତ ବର୍ଷ ବହୁତ ବୃଦ୍ଧି ପାଇଛି। ନିକଟରେ ସେ ପ୍ରଥମ ଥର ପାଇଁ ୨୦୦ ବିଲିୟନ ଡଲାରର ନେଟ୍ ମାର୍କ ଅତିକ୍ରମ କରିଥିଲେ। ବର୍ତ୍ତମାନ ସେ ଆଉ ଏକ ରେକର୍ଡ ସୃଷ୍ଟି କରି ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଆଖ୍ୟା ହାସଲ କରିଛନ୍ତି। ତାଙ୍କର ନିଟ୍ ମୂଲ୍ୟ ୨୦୬.୨ ବିଲିୟନ ଡ଼ଲାରରେ ପହଞ୍ଚିଛି। ସେ ଜେଫ୍ ବେଜୋସଙ୍କୁ ପଛରେ ଛାଡି ଏହି ପଦବୀ ହାସଲ କରିଛନ୍ତି। ବର୍ତ୍ତମାନ କେବଳ ଟେସଲା…

Read More

ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ

ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି  । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଅନୁଗୁଳ, ବଡବିଲ, କାସିଆ ଏବଂ ଟେନ୍ସାରେ, କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ପ୍ରାଥମିକତା ଦେବା ପାଇଁ ପ୍ରେରଣା ଯୋଗାଇବା ପାଇଁ…

Read More

ଦୁର୍ଗାପୂଜାରେ ମହିଳାଙ୍କୁ ଭେଟି ଦେଲେ ସରକାର, ହିତାଧିକାରୀଙ୍କ ଖାତାକୁ ଗଲା “ସୁଭଦ୍ରା” ଟଙ୍କା

ବାରିପଦା; ଦୁର୍ଗାପୂଜାରେ ମହିଳାଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ବାରିପଦାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ଆସିଥିବା ସୂଚନା ମିଳିଛି । ୩୫ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଆସିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପ…

Read More

ଏପ୍ରିଲ ୧୫ରୁ ସାମୁଦ୍ରିକ ମାଛଧରା ଉପରେ କଟକଣା; ୬୦ ଦିନ ଘରେ ବସିବେ ହଜାରହଜାର ମତ୍ସ୍ୟଜୀବୀ

ବାଲେଶ୍ବର/ଚାନ୍ଦିପୁର: ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ ରହିବ। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହେବ। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ…

Read More

PPF Invest: ଦୈନିକ ମାତ୍ର ୧୦୦ ଟଙ୍କା ସଂଚୟ କରି ଏହି ସରକାରୀ ଯୋଜନାରେ ପାଆନ୍ତୁ ୧୦ ଲକ୍ଷ

ଆଜିର ଦର ଦାମ୍ ବୃଦ୍ଧି ଯୁଗରେ, ସମସ୍ତେ ସେମାନଙ୍କର ରୋଜଗାରର କିଛି ସଞ୍ଚୟ କରିବାକୁ ଚାହୁଁଛନ୍ତି ଏବଂ ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହୁଁଛନ୍ତି ଯେଉଁଠାରେ ସେମାନେ କେବଳ ରିଟର୍ଣ୍ଣ ନୁହେଁ ବରଂ ସେମାନଙ୍କ ଟଙ୍କାକୁ ମଧ୍ୟ ସୁରକ୍ଷିତ ରଖି ପାରିବେ ।ଏହି ପରିପ୍ରେକ୍ଷୀରେ, ପିପିଏଫ୍ ସ୍କିମ୍ ବହୁତ ଲୋକପ୍ରିୟ ଏବଂ ୭ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ପାଇବା ବ୍ୟତୀତ ସରକାର ନିଜେ ଆପଣଙ୍କ ବିନିଯୋଗର ସୁରକ୍ଷା ନିଶ୍ଚିତ କରନ୍ତି ।ଯଦି ଆପଣ ହିସାବ କରିବେ,…

Read More

ବିହାର ରାଜନୀତି ପୁଷ୍କରିଣୀର କେଉଁ ମାଛ ଧରିବାକୁ ରାହୁଲ ଡେଇଁଲେ

ପାଟନା:(ଅବିନାଶମହାପାତ୍ର)- ପାଣି ଓ ପବନର ଦିଗକୁ ଯିଏ ଯେତେ ଶୀଘ୍ର ମାପିପାରିବ ପାଗକୁ ସେ ସେତେ ଭଲଭାବେ ଆକଳନ କରିପାରିବ । ରାଜନୀତିରେ ଏଇ ସମାନ କଥା ବି ପ୍ରଯୁଜ୍ୟ। ଭୋଟରଙ୍କ ମୁଡକୁ ଠିକ୍ ସମୟରେ ମାପିପାରିଲେ ଲୋକେ ଆପଣଙ୍କ ସହିତ ରହିବେ ହିଁ ରହିବେ। ବିଶେଷକରି, ସ୍ବିଙ୍ଗ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରସଙ୍ଗ, ଅର୍ଥ କିମ୍ବା ପ୍ରାର୍ଥୀଙ୍କ ଅପେକ୍ଷା ନେତାଙ୍କ କିଛି କାମ ଅନେକ ସମୟରେ ଗୁରୁତ୍ବ ବହନ କରେ। ରାହୁଲ ଗାନ୍ଧିଙ୍କର ସାଧାରଣ ଲୋକଙ୍କ…

Read More

ପ୍ରକୃତି, ପରିବେଶ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଲଢେ଼ଇ ଜାରି ରହିବ

କାଶୀପୁର,  ୦୯/୦୮: ରାୟଗଡ଼ା ଜିଲ୍ଲା ପ୍ରଶାସନର ସମସ୍ତ ନିଷେଧାଦେଶକୁ ଭ୍ରୁକ୍ଷେପ ନକରି ସିଜିମାଳି ଅଞ୍ଚଳରେ ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।  ମା’ ମାଟି ମାଳି ସୁରକ୍ଷା ମଞ୍ଚ ଆହ୍ୱାନରେ ଆଜି ସହସ୍ରାଧିକ ଆଦିବାସୀ ଓ ଦଳିତ ଅଧିବାସୀ ଶାଗବାରି ର ପୋଡ୍ ବନ୍ଧା ଘାଟିରେ ବିଶ୍ଵ ଆଦିବାସୀ ଦିବସ ଆୟୋଜନ କରିଥିଲେ।କାର୍ଯ୍ୟକ୍ରମ ପ୍ରସ୍ତୁତି ସମୟରେ ହଠାତ୍ ଗୋଟିଏ ଡ୍ରୋନ୍ ଲୋକଙ୍କ ଉପରେ ଉଡ଼ି ଆସିବା ଏବଂ ବିଶ୍ୱ ଆଦିବାସୀ…

Read More

ବିଶ୍ବକପ୍ କାର୍ଯ୍ୟସୂଚୀରେ ହେବ ପରିବର୍ତ୍ତନ : ପଡିଆରେ ଦର୍ଶକଙ୍କୁ ମାଗଣାରେ ମିଳିବ ଏହି ଜିନିଷ ….

ଅକ୍ଟୋବର ଓ ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନିଶ୍ଟିତ କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କରିଛନ୍ତି। ଶାହା କହିଛନ୍ତି ଯେ ଦିନିକିଆ ବିଶ୍ୱକପରେ ସାମିଲ ଥିବା ତିନି ଦେଶର ଆଇସିସି ସଦସ୍ୟ ବିଶ୍ୱକପର କାର୍ଯ୍ୟସୂଚୀରେ ସନ୍ତୁଷ୍ଟ ନାହାନ୍ତି । ଏହି କାରଣରୁ, ଏଥିରେ ପରିବର୍ତ୍ତନ କରାଯିବ | ଜୟ ଶାହାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଅହମଦାବାଦରେ 15 ତାରିଖରେ ହେବାକୁ ଥିବା ଭାରତ…

Read More