ଖଣି ବିଭାଗର ଏହି ଡକାୟତ ବାବୁମାନଙ୍କୁ କେବେ ସାବାଡ୍ କରିବ ବିଭୂତି ବାବୁ..

ଭୁବନେଶ୍ୱର: ଓଡ଼ିଶାରେ ରାଜନୀତିରେ ଖଣି ଟଙ୍କା କିପରି ପ୍ରଭାବ ବିସ୍ତାର କରିଛି, ସେ ନେଇ ଆଲୋଚନାର ଅବକାଶ ନାହିଁ। ଏହି ଖଣି ଟଙ୍କା ହିଁ ସରକାରୀ ନିଯୁକ୍ତି ଓ ରାଜ୍ୟର ମଦ ବିକ୍ରି ବୃଦ୍ଧିର ମୂଳ ଭିତ୍ତି ଥିଲା। ସରକାର ବଦଳିଛି। ମୁଖ୍ୟମନ୍ତ୍ରୀ ବଦଳିଛନ୍ତି। ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ମଧ୍ୟ ବଦଳିଛନ୍ତି। ହେଲେ ଖଣି ବିଭାଗକୁ ପ୍ରତିଦିନ ଚଳାଇଥିବା ବାବୁ ମଣ୍ଡଳୀ ଏବେ ବି ବଦଳି ନାହାନ୍ତି। ସରକା ବଦଳିବା ପରେ କେନ୍ଦୁଝର ସଭାରେ…

Read More

ନେପାଳ ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଓ ଆହ୍ୱାନ

କାଠମାଣ୍ଡୁ : (ବିଜୟ ସାହୁ)-ପ୍ରେସିଡେଣ୍ଟ ରାମଚନ୍ଦ୍ର ପୌଡେଲ ଗତକାଲି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଶ୍ରୀମତୀ ସୁଶୀଲା କାର୍କିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ଶପଥପାଠ କରାଇଛନ୍ତି ।ଓ ଶପଥପାଠ ପରେ ରାଷ୍ଟ୍ରପତି ପାର୍ଲିଆମେଣ୍ଟକୁ ଭାଙ୍ଗି ଦେଇଛନ୍ତି ।ଆଗାମୀ 5 ମାର୍ଚ୍ଚ 2026ରେ ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆମେ ଆଶା କରିବା ନେପାଳର ପ୍ରଥମ ମହିଳା ମୁଖ୍ୟ ନ୍ୟାୟାଧୀଶ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀମତୀ କାର୍କିନେପାଳ ଜନତାଙ୍କ ଦାବୀ ଅନୁଯାୟୀ କାର୍ଯ୍ୟ କରିବେ ।କିନ୍ତୁ…

Read More

୧୬ ତାରିଖରେ ୨୬ଟି କୃଷକ ସଂଗଠନର ଭାରତ ବନ୍ଦ ଡାକରା…

ଚଣ୍ଡିଗଡ଼: ପଞ୍ଜାବ ଓ ହରିୟାଣାର ୨୬ଟି କୃଷକ ସଂଗଠନ ମଙ୍ଗଳବାର ଦିଲ୍ଲୀ ପଦଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପଞ୍ଜାବର ବହୁ ସଂଖ୍ୟକ କୃଷକ ହରିୟାଣା ସୀମାରେ ଏକାଠି ହେଉଛନ୍ତି। ଏହା ମଧ୍ୟରେ ଭାରତୀୟ କୃଷକ ସଂଗଠନ  ନେତା ଯୋଗୀନ୍ଦର ସିଂହ ଉଗ୍ରହାନ ଫେବୃଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେ ସମସ୍ତ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ଏହାକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ହରିୟାଣାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

Read More

ଡକ୍ଟରେଟରେ ସମ୍ମାନିତ ହେଲେ ମାଣ୍ଡିଆ ରାଣୀ

ଭୁବନେଶ୍ବର; ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ମାଣ୍ଡିଆ ରାଣୀ ଭାବେ ଜଣାଶୁଣା ଥିବା କୋରାପୁଟ ଜିଲ୍ଲାର ରାଇମତୀ ଘିଉରିଆଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଏହି ଅବସରରେ ରାଇମତୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସମ୍ମାନିତ ହୋଇଛନ୍ତି । ମାଣ୍ଡିଆକୁ ସଂରକ୍ଷିତ କରି ରଖିବା ସହ ଏହାକୁ ବିଶ୍ୱ ଦରବାରରେ ପହଞ୍ଚିବାରେ ମୁଖ୍ୟ ପୁରୋଧା ସାଜିଥିବା ରାଇମତି ଆଜି କେବଳ ଓଡ଼ିଶା ନୁହେଁ ବରଂ ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି…

Read More

ଆସେସ୍ ଶୃଙ୍ଖାଳାର ପ୍ରଥମ ମ୍ୟାଚ୍ ଜିତି ୧୮ ବର୍ଷର ପ୍ରତିଶୋଧ ନେଲା କଙ୍ଗାରୁ ଦଳ

ଏଜ୍‌ବାଷ୍ଟନ୍‌ (ବର୍ମିଂହାମ): ଆସେସ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌କୁ ବିଶ୍ବ ବିଜେତା ଅଷ୍ଟ୍ରେଲିଆ ରୋମାଞ୍ଚକ ଭାବେ ୨ ୱିକେଟ୍‌ରେ ଜିତି ନେଇଛି। ବର୍ମିଂହାମର ଏଜ୍‌ବାଷ୍ଟନ୍‌ରେ ଖେଳାଯାଇଥିବା ଏହି ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ଘରୋଇ ଇଂଲଣ୍ଡ । ଉସମାନ ଖୱାଜାଙ୍କ ବ୍ୟତୀତ କଙ୍ଗାରୁ ଦଳ ପାଇଁ କେହି ଲମ୍ବା ପାରି ଖେଳି ପାରିନଥିଲେ। ବିଜୟ ପାଇଁ ଆହୁରି ୫୪ ରନ୍‌ ଆବଶ୍ୟକ ଥିବାବେଳେ ଅଷ୍ଟ୍ରେଲିଆ ଅଷ୍ଟମ ୱିକେଟ୍ ହରାଇଥିଲା। କିନ୍ତୁ ଅଧିନାୟକ…

Read More

ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ବାର୍ତ୍ତା ରହିଛି ‘ଭାଷା ହିଁ ଭବିଷ୍ୟତ’।ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର…

Read More

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଜିଆଇଏସ୍ ମୋବାଇଲ୍ ଆପ୍ ଆରମ୍ଭ

ବ୍ରହ୍ମପୁର: ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅଂଶୀଦାରମାନଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ପକ୍ଷରୁ ଏକ ନୂଆ ମୋବାଇଲ୍ ଆପ୍ ଉନ୍ମୋଚନ କରାଯାଇଛି ଯାହାକୁ ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌) ଅପ୍‌ଡେଟ୍ କରିବା ଲାଗି ଡିଜାଇନ୍ କରାଯାଇଛି । ବାସ୍ତବ ସମୟ ଭିତ୍ତିରେରେ ଜିଆଇଏସ୍ ଡାଟାବେସ୍ ଅପ୍‌ଡେଟ୍ କରିବା ଲାଗି ଜିଆଇଏସ୍ ମୋବାଇଲ୍ ଆପ୍‌ରେ ବହୁ ପ୍ରକାର ସୁବିଧାସୁଯୋଗ ରହିଛି । ବ୍ୟବହାରକାରୀମାନେ ଠିକଣା, ସଂପତି କୋଡ୍‌, କାର୍ଯ୍ୟ ଆଇଡି କିମ୍ବା…

Read More

ଜୁଲାଇ ଦ୍ବିତୀୟ ସପ୍ତାହରେ ହୋଇପାରେ ଆଉ ଏକ ଲଘୁଚାପ

ଭୁବନେଶ୍ବର: ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଆଗାମୀ ୬ ଦିନ ଅର୍ଥାତ ୩ ଜୁଲାଇ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଲାଗିରହିଥିଲା । ପାଣିପାଗ ବିଭାଗ ସୂଚନା ଅନୁସାରେ, ମୌସୁମୀ ବାୟୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି…

Read More

ରାସନ୍ କର୍ଡରୁ ବାଦ୍ ପଡିଲେ ୮୪,୭୫୭ ହିତାଧିକାରୀ

ଭୁବନେଶ୍ବର : ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ। ବିଧାୟକ ଅଶ୍ଵିନ ପାତ୍ରଙ୍କ ପ୍ରଶ୍ନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଈ କହିଛନ୍ତି ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପରେ ଖାଦ୍ୟ ସୁରକ୍ଷା ଯୋଜନାରୁ ୮୪,୭୫୭ ହିତାଧିକାରୀ ବାଦ୍‌ ପଡିଛନ୍ତି।ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପରେ ୮୪,୭୫୭ ହିତାଧିକାରୀଙ୍କୁ ରାସନ୍‌ କାର୍ଡୁ ବାଦ୍‌ ଦିଆଯାଇଛି। ବାଦ୍‌ ପଡିଥିବା ହିତାଧିକାରୀଙ୍କୁ ରାସନ ବନ୍ଦ କରାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ…

Read More

ଦରିଆ ସେ ପାରିରେ ଜଗନ୍ନାଥଙ୍କ ରଥଯାତ୍ରା

ଆଲମେରେ: ନେଦରଲ୍ୟାଣ୍ଡସର ଆଲମେରେ ନଗରରେ ମହାସମାରୋହରେ ରଥଯାତ୍ରା ଉତ୍ସବ ପାଳନ କରାଯାଇଛି। ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ, ନେଦରଲ୍ୟାଣ୍ଡସ(ଓସକାନ) ଦ୍ଵାରା ଏହି ରାଷ୍ଟ୍ରରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଘୋଷଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉଭୟ ସଂଗଠକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଏବଂ ଅଫୁରନ୍ତ ଉଦ୍ଦୀପନା ଦେଖାଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ନେଦରଲ୍ୟାଣ୍ଡସର କୋଣ ଅନୁକୋଣରୁ ଶତାଧିକ ଓଡ଼ିଆ ଏବଂ ଅଣଓଡ଼ିଆ…

Read More