ପାଣିପାଗ ବିଭାଗର ସୂଚନା : ଆଗାମୀ ସପ୍ତାହରେ ପ୍ରବଳ ବର୍ଷା

 ଭୁବନେଶ୍ବର; ରାଜ୍ୟରେ ପାଣିପାଗରେ ସେମିତି କିଛି  ପ୍ରଭାବ ଦେଖାଦେଉନି । ଆଦ୍ରତା ଅଧିକ ରହିବା ଫଳରେ ଦିନରେ ଗୁଳୁଗୁଳି ଅନୁଭୂତ ହେବ। ତେବେ ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି । ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ମାସରେ ଅଧିକ ବର୍ଷା ହୋଇଛି। ଗତବର୍ଷ ୧୩୬.୧ ମି.ମି….

Read More

ଖାଦ୍ୟ ସୁରକ୍ଷା ଆଇନକୁ ପାଳନ କରୁନାହିଁ ବିଜେପି ସରକାର, ପ୍ରଶାସନିକ ଅବହେଳା ନେଇଛି ଜୀବନ, ଦୋଷୀ କେମିତିକା ତଦନ୍ତ କରିବ : ଶ୍ରୀକାନ୍ତ

ଭୁବନେଶ୍ୱର-  ମୋହନ ମାଝିଙ୍କ ନେତୃତ୍ୱାଧିନ ବିଜେପି ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ଉଲ୍ଲଂଘନ କରିଛନ୍ତି। ଏହି ଉଲ୍ଲଂଘନ ରାଜ୍ୟର ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପକା ଗାଁର ଦୁଇ ମହିଳାଙ୍କ ଜୀବନ ନେଇଛନ୍ତି। ସେହିପରି ଅନ୍ୟ ଛଅ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ନୈତିକ ଦାୟିତ୍ୱ ଯେଉଁ ଅଧିକାରୀମାନେ ନେବା କଥା, ସେହିମାନଙ୍କୁ ତଦନ୍ତ କରିବାକୁ…

Read More

ମଣ୍ଡଳ ରାଜନୀତି ମୁହାଁ ରାଜନୈତିକ ଦଳ…କ’ଣ କହିଲେ ସୋନିଆ ଗାନ୍ଧୀ, ମୋହନ ଭାଗବତ

ନୂଆଦିଲ୍ଲୀ :  ନିର୍ବାଚନ ଯେତିକି ପାଖଉଛି। ସେହି ପରିମାଣରେ ସାମାଜିକ ନ୍ୟାୟ ତଥା ମଣ୍ଡଳ ପ୍ରାସଙ୍ଗିକ ହୋଇ ଯାଉଛି। ଏକଦା କଂଗ୍ରେସ ଜାତି ଭିତ୍ତିକ ଜନଗଣନା କରାଇ ତାହାକୁ ପ୍ରକାଶ କରି ନ ଥିଲା। ଏହା ପରେ କ୍ଷମତାକୁ ଆସିବା ପରେ ବିଜେପି ଜାତିଭିତ୍ତିକ ଜନଗଣନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ତାହା କରାଇ ନ ଥିଲା।  ବିହାର ବିଧାନସଭା ସର୍ବସମ୍ମତି କ୍ରମେ ଜାତିଭିତ୍ତିକ ଜନଗଣନା ନେଇ ପ୍ରସ୍ତାବ ଗୃହୀତ କରିଥିଲା। ପଛୁଆ, ଦଳିତ ଏବଂ…

Read More

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଜିଆଇଏସ୍ ମୋବାଇଲ୍ ଆପ୍ ଆରମ୍ଭ

ବ୍ରହ୍ମପୁର: ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅଂଶୀଦାରମାନଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ପକ୍ଷରୁ ଏକ ନୂଆ ମୋବାଇଲ୍ ଆପ୍ ଉନ୍ମୋଚନ କରାଯାଇଛି ଯାହାକୁ ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌) ଅପ୍‌ଡେଟ୍ କରିବା ଲାଗି ଡିଜାଇନ୍ କରାଯାଇଛି । ବାସ୍ତବ ସମୟ ଭିତ୍ତିରେରେ ଜିଆଇଏସ୍ ଡାଟାବେସ୍ ଅପ୍‌ଡେଟ୍ କରିବା ଲାଗି ଜିଆଇଏସ୍ ମୋବାଇଲ୍ ଆପ୍‌ରେ ବହୁ ପ୍ରକାର ସୁବିଧାସୁଯୋଗ ରହିଛି । ବ୍ୟବହାରକାରୀମାନେ ଠିକଣା, ସଂପତି କୋଡ୍‌, କାର୍ଯ୍ୟ ଆଇଡି କିମ୍ବା…

Read More

ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….

ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି।  ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି…

Read More

ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ: ସିଂହଦ୍ୱାର ସମ୍ମୁଖରେ ତିନି ଠାକୁର । ଗତକାଲି ସୁନବେଶ ସରିବା ପରେ ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି ।ରଥଯାତ୍ରାରେ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା । ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ…

Read More

କୋରାପୁଟରେ ଗଡିଲା ‘ଲକ୍ଷ୍ମୀ’ ବସ୍ , ଜାଣନ୍ତୁ କ’ଣ କହିଲେ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି,କେ ପାଣ୍ଡିଆନ …

କୋରାପୁଟ ;କୋରାପୁଟ ଜିଲ୍ଲାରେ ଯୋଡ଼ି ହେଲା ଆଉ ଏକ ବିକାଶର ଫର୍ଦ । ଏବେ ବ୍ଲକ୍ ରୁ ପଞ୍ଚାୟତ , ପଞ୍ଚାୟତରୁ ଗାଁ ସବୁଠି ଗଡିବ ‘ଲକ୍ଷ୍ମୀ’ ବସ୍ । ଆଜି ଏହାର ଉଦଘାଟନ କରି ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ କହିଛନ୍ତି ”ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। କୋରାପୁଟର ଏହି ୬ଟି ଜିଲ୍ଲାର ୧୧୩୧ଟି…

Read More

PM kisan; ଚାଷୀଙ୍କୁ ମିଳିବ ଖୁସି ଖବର , ପିଏମ୍ କିଷାନ ଟଙ୍କାରେ ହୋଇପାରେ ବୃଦ୍ଧି

ଭୁବନେଶ୍ଵର;ଦେଶର କୃଷକ ମାନଙ୍କୁ ମିଳିପାରେ ଖୁସି ଖବର । କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାରେ ଚାଷୀ ଭାଇ ମାନଙ୍କୁ ମିଳୁଥିବା ଟଙ୍କାରେ ହୋଇପାରେ ବୃଦ୍ଧି । ପିଏମ କିଷାନ ସମନ ନିଧି ଯୋଜନାରେ କୃଷକ ପରିବାରକୁ ଯେଉଁ ବାର୍ଷିକ ୬୦୦୦ ଟଙ୍କାର ସହାୟତା ମିଳୁଥିଲା ସେଥିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ତେବେ ଏଥିରେ ୨୦୦୦ରୁ ୩୦୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ତେବେ ଏନେଇ…

Read More

ନିଜ ଯୁକ୍ତିକୁ ଦୃଢ଼ କରିବା
ପାଇଁ ମିଛ ଇତିହାସ ପରିବେଷଣ

ଭୁବନେଶ୍ୱର: (ବିଜୟ ସାହୁ)-ବର୍ତ୍ତମାନ ଟିଭିରେ ଓଡ଼ିଶାର ରାଜନୈତିକ ଝଡ଼ ହେଉଛି ପ୍ରସନ୍ନ ପାଟଶାଣୀ -ଅମର ଶତପଥୀଙ୍କ ନବୀନ ପଟ୍ଟନାୟକଙ୍କୁ ସିଧା ଆକ୍ରମଣ । ଅଵଶ୍ୟ ଏହି ଝଡ଼ ମହାବାତ୍ୟାରେ ପରିଣତ ହେବ କି ଝିପିରି ଝିପିରି ବର୍ଷା ହେଇ କେବଳ ମାଟି ଓଦା କରି ଚାଲିଯିବ ତାହା ସପ୍ତାହ ମଧ୍ୟରେ ସ୍ପଷ୍ଟ ହେଇ ଯିବ ବୋଲି କଣ୍ଟ ଦିଆ ଯାଇଛି ।ଏହି ବିବାଦ ଉପରେ ରାଜ୍ୟର  ବରିଷ୍ଠ ସାମ୍ବାଦିକ ନିଜର ମତାମତ ରଖି ଚାଲିଛନ୍ତି ।ବିବାଦ ଆରମ୍ଭରେ…

Read More

ମୁଁ ଭାଇର ଫର୍ଣ୍ଣିଚର ପ୍ୟାକ କରୁଥିଲି, ତାଙ୍କୁ ସାହାଯ୍ୟ କରିବାକୁ ପରିବାର ନାହିଁ: ପ୍ରିୟଙ୍କା ଗାନ୍ଧୀ

ୱାୟାନାଡ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ନିର୍ବାଚନମଣ୍ଡଳୀ ୱାୟାନାଡରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପହଞ୍ଚିଥିଲେ | ଏହି ଅବସରରେ ରାହୁଲଙ୍କ ଭଉଣୀ ଇମୋସନାଲ କାର୍ଡ ଖେଳିଛନ୍ତି | ସେ କହିଛନ୍ତି ଯେ, ମୋ ଭାଇ ରାହୁଲଙ୍କ ଘରେ ଯେତେବେଳେ ମୁଁ ଆସବାବପତ୍ର ପ୍ୟାକ୍ କରୁଥିଲି, ଭାବୁଥିଲି ଯେ କିଛି ବର୍ଷ ପୂର୍ବେ ମୋ ପିଲା ଏବଂ ସ୍ୱାମୀ ମୋତେ ମୋ ଘର ବଦଳାଇବାରେ ସାହାଯ୍ୟ କରିଥିଲେ, କିନ୍ତୁ ମୋ ଭାଇକୁ ସାହାଯ୍ୟ…

Read More