ଫେଭିକଲ ଭଳି ସୁଦୃଢ ନବୀନ-ନରେନ୍ଦ୍ରଙ୍କ ଅତୁଟ ବନ୍ଧନ, ସମାଲୋଚନା ଭୟରେ ନୀତି ଆୟୋଗ ବୈଠକକୁ ଯାଇ ନ ଥିବା ଚର୍ଚ୍ଚା

ଭୁବନେଶ୍ୱର :  କର୍ନାଟକ ପରି ମଧ୍ୟ ପ୍ରଦେଶରେ ସରକାରୀ ବିରୋଧରେ ହାଓ୍ୱା ରହିଛି। ତେଲେଙ୍ଗାନାରେ ଦଳ ତିନି ନମ୍ବରରେ ରହିବ। ଛତିଶଗଡ଼ରେ ଦଳ ଜିତିବାର ସମ୍ଭାବନା ନାହିଁ। ରାଜସ୍ଥାନରେ କଂଗ୍ରେସ କଳି ଯୋଗୁ ବିଜେପି ଫାଇଦାରେ ରହିବ। ଯଦି ପାଇଲଟ ଗେହେଲଟ ଏକାଠି ହେବେ, ତେବେ ବିଜେପିକୁ ଅଧିକ ପରିଶ୍ରମ କରିବାକୁ ପଡିବ।  ସାଧାରଣ ନିର୍ବାଚନ ପୂର୍ବରୁ ଏମିତି ଯଦି ହୁଏ, ତେବେ ବିଜେପି 80ରୁ 100 ଲୋକସଭା ହରାଇବାର ସମ୍ଭାବନା ରହିଛି। ତେଣୁ ଏନଡିଏ ସରକାର…

Read More

ଓଡ଼ିଆ: ଜର୍ଣି ଅଫ୍‌ ଏ ଲାଙ୍ଗୁଏଜ୍‌” ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଉଦଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ମହାକୁମ୍ଭକୁ ଉଦଯାପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ…

Read More

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି। ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ପାସ୍‌ ହାର ରହିଛି । ସେହିପରି ଝିଅଙ୍କ ପାସ୍ ହାର- ୯୪.୨୫% ରହିଥିବାବେଳେ ପୁଅଙ୍କ ପାସ୍ ହାର ୯୨.୨୭% ରହିଛି । ପିଲାମାନେ cbseresults.nic.inରେ ରେଜଲ୍ଟ ପାଇପାରିବେ ।ଓଡିଶାରେ ଗତବର୍ଷ ତୁଳନାରେ ୬.୪୮% ରେଜଲ୍ଟ ହ୍ରାସ ପାଇଛି…

Read More

ବିଜେଡି କାହିଁକି  ହାରିଲା….ସବୁ ଖୋଲି କହିଦେଲେ ରଘୁ ସାହୁ…….

ଭୁବନେଶ୍ୱର : ମୋତେ ଚିଲିକାରୁ ପ୍ରାର୍ଥୀ ନ କରିବାକୁ କିଛି ବ୍ୟକ୍ତି ଚକ୍ରାନ୍ତ କରିଥିଲେ। ମୋ ବଦଳରେ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ମାତ୍ର କର୍ମୀ ଓ ଲୋକଙ୍କ ମଧ୍ୟରେ ମୋର ଗ୍ରହଣୀୟତା ଥିଲା। ତତ୍କାଳୀନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଖେଳର ମୁଖ୍ୟ କାର୍ପଟଦାର ଥିଲେ। ତାଙ୍କ ପାରିବାରିକ ବନ୍ଧୁ ରବୀନ୍ଦ୍ର ଜେନା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଥିଲେ। ମାତ୍ର ସେ କିଛି ବୁଝୁ ନ ଥିଲେ। ବବି ସବୁଥିରେ ମାମଲାତି…

Read More

ସ୍ଥାୟୀ ଏସପିଙ୍କୁ ଅପେକ୍ଷା କରି ରହିଛି ବ୍ରହ୍ମପୁର ପୁଲିସ୍, ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ..ଆସୁଛି ପାର୍ବଣ.. ହଣା ଖାଇବା ଭୟରେ ସୁନା ଦୋକାନୀ… ଜୁନିୟର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଉନାହାନ୍ତି ସିନିୟର ଆଇପିଏସ୍ ….

ବ୍ରହ୍ମପୁର: (ବ୍ୟୁରୋ)- ରାଜ୍ୟରେ ଥିବା ପାଞ୍ଚୋଟି ମହାନଗର ନିଗମ ମଧ୍ୟରେ ବ୍ରହ୍ମପୁର ଟିକେ ସ୍ୱତନ୍ତ୍ର। ଆପରାଧିକ କାର୍ଯ୍ୟକଳାପ, ଗୋଷ୍ଠୀ ସଂଘର୍ଷ ଓ ପାର୍ବଣକୁ ନେଇ ଅପରାଧରେ ଏହା ଅନ୍ୟ ଚାରି ମହାନଗର ଠାରୁ ଢେର ଆଗରେ। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ହୃଦୟ। ବ୍ରହ୍ମପୁରରେ ବିବାଦ, ଗଣ୍ଡଗୋଳ ତୁରନ୍ତ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଥାଏ। ଦୁଇରୁ ତିନିମାସ ହେବ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ଏହା ଏକ ପ୍ରଶାସନିକ…

Read More

କାହିଁକି ଆଇପିଏଲ ଖେଳିବେନି କୋହଲି ଏବଂ ରୋହିତ …?

ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ତଳେ ଦ୍ବିତୀୟ ଥର ବାପା ହୋଇଛନ୍ତି । ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ପୁଅର ନାମ ବିରୁଷ୍କା, ଅକାୟ ରଖିଥିବା ସାମ୍ନାକୁ ଆସିଥିଲା। ଅନୁଷ୍କାଙ୍କର ଲଣ୍ଡନରେ ପ୍ରସବ ହୋଇଥିବା ବେଳେ ଏବେ ପୂରା ପରିବାର ସେଠାରେ ଅଛନ୍ତି। ବିରାଟ ନିଜ ପରିବାର ସହ ସମୟ ବିତାଇବା ପାଇଁ ମାସେ ହେଲାଣି କ୍ରିକେଟଠାରୁ ଦୂରରେ ରହିଛନ୍ତି।ଏବେ ଚର୍ଚ୍ଚା ହେଉଛି…

Read More

ମଧ୍ୟପ୍ରଦେଶରେ କଂଗ୍ରେସ କରିବ ସରକାର, ଆସିଲା ସର୍ଭେକ୍ଷଣ ରିପୋର୍ଟ

ଭୋପାଳ:  ଆଉ ମାତ୍ର ନବେ ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମଧ୍ୟ ଭାରତର ଏହି ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ସେଠାରେ ବିଜେପି ଶାସନ କରୁଛି। ବିଜେପି ନେତା ଶିବରାଜ ସିଂଚୌହାନ ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି। ହେଲେ ଗତଥର ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଦଖଲ କରିବା ସହ ସରକାର କରିଥିଲା। ମାତ୍ର କରୋନା ସମୟରେ  ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବାକୁ କମଲନାଥଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇଥିଲା।…

Read More

ରାତିରେ କେମିତି ଜୀବନ ବିତାନ୍ତି ବନ୍ୟଜନ୍ତୁ…ତାକୁ ଜାଣିବା ପାଇଁ ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ

 ଭୁବନେଶ୍ୱର : ବନ୍ୟପ୍ରାଣୀ ବିଭାଗର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶାନ୍ତ ନନ୍ଦ ଓଡ଼ିଶାର ବନ୍ୟଜନ୍ତୁମାନଙ୍କୁ କିପରି ଆକର୍ଷଣୀୟ କରାଯାଇପାରିବ ସେ ନେଇ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି।  ଓଡ଼ିଶା ବନ୍ୟପ୍ରାଣୀ ସଂଗଠନର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଏକାଧିକ ପଦକ୍ଷେପ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ନିକଟରେ ଶ୍ରୀ ନନ୍ଦଙ୍କ ନେତୃତ୍ୱରେ ବନ୍ୟଜନ୍ତୁଙ୍କ ନାଇଟ୍ ଲାଇଫ୍ ବିଷୟରେ ଲୋକଙ୍କୁ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ…

Read More

ପାଲଲହଡାରୁ ପ୍ରତିଥର ହୁଏ ପ୍ରାର୍ଥୀ ବଦଳ, ତେବେ ବିଜେଡିରୁ ଟିକେଟ୍ ପାଇବ କିଏ ?

ଅନୁଗୋଳ : ଅନୁଗୋଳ ଜିଲ୍ଲାର ତଥା ଢେଙ୍କାନାଳ ଲୋକସଭା ଅଧିନରେ ପାଲଲହଡ଼ା ବିଧାନସଭା ଆସନ ଆସୁଛି।  ଏହା କ୍ରମିକ ସଂଖ୍ୟା ହେଉଛି ୫୯ । ବିଜେଡ଼ି ବିଜେପି ମେଣ୍ଟ ଥିବା ବେଳେ ଏହା ବିଜେପି ଭାଗରେ ରହିଥିଲା । ଆଜିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ମସିହାରୁ ଏହି ପାଲଲହଡାରୁ ବିଧାୟକ ନିର୍ବାଚିତ ହୋଇ ରାଜନୀତି ଆରମ୍ଭ କରିଥିଲେ । ମାତ୍ର ୨୦୦୪ ମସିହାରେ ମେଣ୍ଟ ପ୍ରାର୍ଥୀ ଭାବରେ ଡ ଦେବେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ…

Read More

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପୁଲିଙ୍ଗ ପଦର ଗ୍ରାମବାସୀ ଓ ଖଣ୍ଡୁଆଳ ମାଳି ଜନ ଆନ୍ଦୋଳନ କମିଟି

ଥୁଆମୁଳ ରାମପୁର,୩୦/୦୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ୱର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ ହକ ଏବଂ ଜଙ୍ଗଲ ଜମି ପଟା ଦାବିରେ ଶୁକ୍ରବାର ଥୁଆମୁଳ ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କୁର୍କୁଟି ମୌଜାରେ ଥିବା ପ୍ରାୟ ୪୨ ଏକର ଜମିକୁ ବିନା ଗ୍ରାମସଭାରେ ‘ଇଡକୋ’ କମ୍ପାନୀକୁ ହସ୍ତାନ୍ତର କରାଯିବା ନେଇ ହେଉଥିବା ଚକ୍ରାନ୍ତକୁ ଗ୍ରାମବାସୀ ଓ ଆନ୍ଦୋଳନକାରୀ କମିଟି…

Read More