କହିବା ସହଜ…..ବୁଝିବା କଷ୍ଟ…….

ଭୁବନେଶ୍ୱର: (ହରିହର ତ୍ରିପାଠୀ)-ବୟସ୍କ ଲୋକମାନେ କହନ୍ତି ସେମାନେ କୁଆଡ଼ ସଂଘର୍ଷ କରି ମଣିଷ ହୋଇଛନ୍ତି | ମାତ୍ର ଏହା ଭୁଲ | ସେମାନେ ଆଦୌ ସଂଘର୍ଷ କରିନାହାନ୍ତି | ବରଂ  ଏକ ସ୍ବାଭାବିକ ଜୀବନ ବଞ୍ଚିଛନ୍ତି | ଆଜିକାଲିର ପିଲା ସଂଘର୍ଷ କରୁଛନ୍ତି ସ୍ବାଭାବିକ ଜୀବନଟିଏ ବଞ୍ଚିବାକୁ | ୨୪ ଘଣ୍ଟା ମୋବାଇଲ ସହ ବଞ୍ଚୁଥିବା ପିଲାଟିକୁ ମିଳୁନି ସ୍ବଚ୍ଛ ପବନ, ପ୍ରାକୃତିକ ଉପାୟରେ ବିଶୁଦ୍ଧ ଜଳଟୋପାଏ କିମ୍ବା ପ୍ରକୃତି ସହ ମିଶିବାର ସୁଯୋଗ | ସେମାନେ…

Read More

ମୋ ସେବା କେନ୍ଦ୍ର ସଂଖ୍ୟା ୮୦୦୦ ଛୁଇଁବ

ଭୁବନେଶ୍ୱର : ମୋ ସେବା କେନ୍ଦ୍ର ଜରିଆରେ ରାଜ୍ୟ ସରକାରଙ୍କ ଏକାଧିକ ସେବା ନାଗରିକଙ୍କ ଘର ପାଖରେ ଉପଲବ୍ଧ କରାଯାଉଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବକ ଏବଂ ମିଶନ ଶକ୍ତି ଅଧୀନରେ ପରିଚାଳିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ  ଉଦ୍ୟୋଗ ସ୍ଥାପନର ଏକ ଫୋରମ ମିଳିପାରିଛି। ବର୍ତ୍ତମାନ ରାଜ୍ୟପରେ ୬୯୦୦ ରୁ ଅଧିକ ମୋ ସେବା କେନ୍ଦ୍ର ସ୍ଥାପିତ ହୋଇସାରିଛି । ଆଗାମୀ ଦିନରେ ଏହି ସଂଖ୍ୟା ପ୍ରାୟ ୮୦୦୦ କୁ ବୃଦ୍ଧି ପାଇବ । ସରକାରୀ କଳର…

Read More

ଓକିଲଙ୍କ ବଦଳରେ ଓକିଲ: ପୁରୀ ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ଏଜି ଅଶୋକ ପରିଜା !

ଭୁବନେଶ୍ୱର : ପୁରୀ ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇ ପାରନ୍ତି ବର୍ତ୍ତମାନର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା। ପିନାକୀ ମିଶ୍ରଙ୍କ ପରିବର୍ତ୍ତେ ଅଶୋକ ପରିଜାଙ୍କ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ପାଓ୍ୱାର କରିଡ଼ରରେ ଜୋର ଧରିଛି।  ଶାସକ ଦଳରେ ପରିଚିତ ସହ ଓକିଲମାନଙ୍କ ମଧ୍ୟରେ ଶ୍ରୀ ପରିଜାଙ୍କ ଲୋକପ୍ରିୟତା ରହିଛି। ସାଧାରଣ ଲୋକଙ୍କ ସହ ଏତେଟା ସମ୍ପର୍କ ନ ଥିଲେ ବି ଆର୍ଥିକ ଭାବେ ସ୍ୱଚ୍ଛଳ ଥିବାରୁ ତାଙ୍କୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୁରୀ ଲୋକସଭା…

Read More

VI ର ଏହି ପ୍ଲାନ୍ ଜିଓ, ଏୟାରଟେଲ ଠାରୁ ଅଧିକ ଭଲ

ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭିଆଇ ଦେଶର ବହୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ଅଟନ୍ତି । ଶସ୍ତା ଏବଂ ସୁଲଭ ରିଚାର୍ଜ ଯୋଜନା ବିଷୟରେ ଏହି କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ । ତେବେ ଜୁଲାଇରେ ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ମଧ୍ୟ ଏହି ପ୍ରତିଯୋଗିତାରେ ଯୋଗ ଦେଇଛି। ଯଦି ଆପଣ ଜଣେ ଭିଆଇ (VI) ୟୁଜର୍, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ…

Read More

ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ମକର ସଂକ୍ରାନ୍ତି ଶୁଭେଚ୍ଛା ସହ ଭୋଜି ଖୁଆଇଲେ ରାଜ୍ୟପାଳ ରଘୁବର

ଭୁବନେଶ୍ୱର :  ମୋତେ ଲୋକଙ୍କ କଥା ଶୁଣିବାକୁ ଭଲ ଲାଗେ। ଲୋକଙ୍କ ଭିତରକୁ ଯିବାକୁ ଭଲ ଲାଗେ। ସେମାନଙ୍କ ସମସ୍ୟା ଶୁଣିବା ହିଁ ମାର ପ୍ରାଥମିକତା। ଯେତେବେଳେ ମହାମହିମ ରାଜ୍ୟପାଳ ହେବାର ଶପଥ ନେଲି। ସେ ସମୟରେ ରାଜ୍ୟର ସେବା କରିବାର ମଧ୍ୟ ଶପଥ ନେଇଥିଲି। ଶ୍ରୀଜଗନ୍ନାଥ ଡାକିଲେ ବୋଲି ଓଡ଼ିଶାରେ କାମ କରିବାର ସୁଯୋଗ ପାଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ସ୍ଥାନୀୟ ରାଜଭବନ ପରିସରରେ ଥିବା ଅଭିଷକ ହଲରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଭେଟି…

Read More

ଜନସଂଖ୍ୟାରେ ଭାରତ ପ୍ରଥମ

ନୂଆଦିଲ୍ଲୀ; ସାରା ପୃଥିବୀରେ ଭାରତ ଜନବହୁଳ ରାଷ୍ଟ୍ର ହୋଇସାରିଛି । ବହୁତ ଦିନ ଧରି ଏହି ତାଲିକାରେ ଚୀନ ନିଜର ପ୍ରଥମ ସ୍ଥାନ ବଜାୟ ରଖିଥିଲା । କିନ୍ତୁ ଏବେ ଚୀନକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି । ଏହାସହ ଚୀନଠାରୁ ୨.୯ ନିୟୁତ ଅଧିକ ଜନସଂଖ୍ୟାରେ ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ବୋଲି ‘ୟୁନାଇଟେଡ୍‌ ନେସନ୍‌ସ୍‌ ପପୁଲେସନ୍‌…

Read More

ନୂଆପଡ଼ା ଉପ – ନିର୍ବାଚନ ଫଳାଫଳକୁ ଏମିତି ଦେଖେ

ଭୁବନେଶ୍ୱର : (ରାଜେଶ ପଟ୍ଟନାୟକ)-ନୂଆପଡ଼ା ଉପନିର୍ବାଚନ ଫଳାଫଳର ରାଜନୈତିକକୁ ମୁଁ ଏହିପରି ଦେଖେ I  ପ୍ରଥମେ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ ଲୋକଙ୍କର ବିଶ୍ୱାସ ବଢିଛି ଓ ଯଶସ୍ବୀ ରାଜ୍ଯ ସଭାପତି ମନମୋହନ ଭାଇଙ୍କ ରଣନୀତି ବିରୋଧିଦଳ ମାନଙ୍କ ଜ୍ଞାନର ପରିସୀମା ବାହାରେ। ସେହିପରି ଦ୍ବିତୀୟ ସ୍ଥାନରେ ଥିବା ଘାସିରାମମାଝି ନିଜ ନାଁ ରେ ଗତଥର ଅଧିକ ଭୋଟ ପାଇଥିଲେ।  ଏଥର କଂଗ୍ରେସର “ହାତ ଚି଼ହ୍ନ” ହେଲା ତାଙ୍କ ପାଇଁ ଅଭିଶାପ।…

Read More

ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଘଟିଥିଲା ବାହାନଗା ରେଳ ଦୁର୍ଘଟଣା

ବାଲେଶ୍ବର : ଗତ ମାସ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା  ମର୍ମନ୍ତୁଦ ଦୁର୍ଘଟଣାରେ  ଏପର୍ଯ୍ୟନ୍ତ  ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି ।  ତେବେ ଏହାରି ଭିତରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସିଗନାଲ୍ ଓ ଟେଲିକମ୍‌ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଲୱେ ସୁରକ୍ଷା କମିଶନର (ସିଆର୍‌ଏସ୍‌)…

Read More

କେରଳରେ ଆରମ୍ଭ ହେଲା ପ୍ରଥମ ଜଳ ମେଟ୍ରୋ

ରୁଅନନ୍ତପୁରମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍‌ଘାଟନ କରିଛନ୍ତି । ଦେଶର ଏହା ପ୍ରଥମ ୱାଟର ମେଟ୍ରୋ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିବ। ମଙ୍ଗଳବାର ଦୁଇଦିନିଆ କେରଳ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପ୍ରଥମେ ତିରୁଅନନ୍ତପୁରମରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ…

Read More

Asia cup 2023 ; ଏସିଆ କପରେ ପରିବର୍ତ୍ତନ ହେବ ନାହିଁ ସ୍ଥାନ; ପାକିସ୍ତାନକୁ ଜବାବ୍ ଦେଲେ ଜୟ ଶାହା

ଏସିଆ କପ୍ ସହିତ ଜଡିତ ବଡ ଖବର ଆଗକୁ ଆସିଛି | ବାସ୍ତବରେ ଏସିଆ କପ୍ ସୁପର- ୪ ରାଉଣ୍ଡର ସ୍ଥାନରେ କୌଣସି ପରିବର୍ତ୍ତନ ହେବ ନାହିଁ | ଶ୍ରୀଲଙ୍କାରେ ଭାରତୀୟ ଦଳର ସବୁ ସୁପର-୪ ରାଉଣ୍ଡର ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କାରେ ଲଗାତାର ବର୍ଷା ହେତୁ ସୁପର-୪ ରାଉଣ୍ଡର ସ୍ଥାନ ପରିବର୍ତ୍ତନ ହେବ ବୋଲି ଖବର ପ୍ରକାଶ ପାଇଥିଲା । ଶ୍ରୀଲଙ୍କା ପରିବର୍ତ୍ତେ ପାକିସ୍ତାନ ଭେନ୍ୟୁରେ ଏସିଆ କପ୍ ସୁପର-୪ ରାଉଣ୍ଡ ମ୍ୟାଚ୍ ଖେଳାଯିବାର ଯୋଜନା ରହିଥିଲା,…

Read More