ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁବନେଶ୍ୱର,21/4(ବ୍ୟୁରୋ ):ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଶୁକ୍ରବାର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ସ୍ବର୍ଗତ କାନୁନଗୋଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ରାଜଧାନୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ଶ୍ରୀ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ରାଜନେତା ଓ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି l…

Read More

୨ ଦିନ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ; ଆଇଏମଡି

ଭୁବନେଶ୍ବର : ବଙ୍ଗୋପାସଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଯୋଗଁ  କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ  ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ…

Read More

ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ଆରୁଖ, ସୁଦାମ ଓ ସାରଦା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଏବଂ ସଂଗଠନ ମଧ୍ୟରେ ସମନ୍ୱୟକୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି l ଏହି କ୍ରମରେ ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ୩ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି l ଏହି ନେତା ମାନେ ହେଉଛନ୍ତି – ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ସାରଦା ପ୍ରସାଦ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ପଦ ଓ…

Read More

ନିଜ ପ୍ରିୟ ସାଙ୍ଗଙ୍କୁ ଦେଇପାରିବେନି ପାସ୍ୱାର୍ଡ

ନୂଆଦିଲ୍ଲୀ : ଥରେ ମନେ ପକାନ୍ତୁ ପ୍ରାୟ ଦୁଇ କିମ୍ବା ଅଢେଇ ବର୍ଷ ତଳର କଥା। କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ଚଳଚ୍ଚିତ୍ର ଏବଂ ଓ୍ୱେବ ସିରିଜ୍ ଦେଖା। ଗୋଟିଏ ସାଙ୍ଗ ସବସ୍କ୍ରିନସନ୍ ନେଇଥିଲେ। ଏକାଧିକ ସାଙ୍ଗ ସେହି ସବସ୍କ୍ରିନସନ୍ ନେଇ ସିନେମା ଓ ସିରିଜ୍ ଦେଖିଥାଆନ୍ତି। ମାତ୍ର ଏବେ ଆଉ ସେମିତି ହୋଇପାରିବ ନାହିଁ।  ଭାରତରେ ଆଜିଠାରୁ ପାସ୍ୱାର୍ଡ ସେୟାରିଂ ଉପରେ ରୋକ ଲଗାଯାଇଛି। ଏବେ ଭାରତୀୟ ନେଟ୍ରଫ୍ଲିକ୍ସ ୟୁଜର ସେମାନଙ୍କ ପ୍ରିୟ…

Read More

ଆଇସିସିର ଐତିହାସିକ ଘୋଷଣା, ମହିଳା-ପୁରୁଷ ବିଶ୍ୱକପ ବିଜେତାଙ୍କୁ ବରାବର ପୁରସ୍କାର ରାଶି

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏକ ଐତିହାସିକ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ ବର୍ତ୍ତମାନ ବିଶ୍ୱକପରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ମାସରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି -୨୦ ବିଶ୍ୱକପରୁ ଏହା ଆରମ୍ଭ ହେବ ବୋଲି ଆଇସିସି କହିଛି। ଆଇସିସି ଏକ ବିବୃତ୍ତିରେ କହିଛି ଯେ ମହିଳା ଟି -20 ବିଶ୍ୱକପ ବିଜେତାମାନଙ୍କୁ ୨.୩୪ ମିଲିୟନ ଆମେରିକୀୟ…

Read More

ODI World Cup 2023; ବିଶ୍ଵକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଚହଲ ଓ ଅଶ୍ୱିନଙ୍କୁ ମିଳିଲାନି ସ୍ଥାନ

ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରେ ଆରମ୍ଭ ହୋବାକୁ ଥିବାବେଳ ଫାଇନାଲ ମ୍ୟାଚ୍ ୧୯ ନଭେମ୍ବରରେ ଖେଳାଯିବ | ତେବେ ବିଶ୍ୱକପ ପାଇଁ ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଦଳର ଦଳ ଘୋଷଣା କରିଛନ୍ତି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ବିସିସିଆଇ ପକ୍ଷରୁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଦିଆ ଯାଇଛି। ଯେଉଁ ଥିରେ ବେଶୀ କିଛି ପରିବର୍ତ୍ତନ…

Read More

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ;କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା…

Read More

ଏପର୍ଯ୍ୟନ୍ତ ବି ଟନେଲରେ ଫସିରହିଛନ୍ତି ଶ୍ରମିକ , କ’ଣ କହିଲେ ଟନେଲ ବିଶେଷଜ୍ଞ ଜାଣନ୍ତୁ …

ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଅଗର ମେସିନ୍ ଖରାପ ହୋଇଯିବା ଫଳରେ ଏହି ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ଶନିବାର କହିଛନ୍ତି ଯେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲ୍କିୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ଅଗର ମେସିନ୍ ବିଫଳ ହୋଇଛି।  ଡିକ୍ସ କହିଛନ୍ତି, “ଅଗର ଭାଙ୍ଗିଯାଇ ଖରାପ ହୋଇଯାଇଛି…

Read More

ଆଇଏଏସ୍ ଅଦଳବଦଳକୁ ଅପେକ୍ଷା, ନୂଆ ଭୂମିକାରେ ଆସିପାରନ୍ତି ଭିନିଲକ୍ରିଷ୍ଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କ ସ୍ଥାନ କିଏ ନେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏକାଧିକ ଦାବିଦାର ରହିଛନ୍ତି। ହେଲେ ପା୍ୱାର କରିଡର ଚର୍ଚ୍ଚା ଅନୁଯାୟୀ ଏହି ଭୂମିକା ଆପାତତଃ ଭିନିଲ୍ କ୍ରିଷ୍ଣାଙ୍କୁ ପ୍ରଦାନ କରାଯିବ। ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ପୂର୍ବ ପ୍ରସ୍ତୁତି ଏବଂ ଭିନିଲଙ୍କ ଭୂମିକା…

Read More

ଏହି କାରଣରୁ ପାଣ୍ଡ୍ୟାଙ୍କୁ ମିଳିଲାନି ଅଧିନାୟକ ଦାୟିତ୍ବ ..

ଭୁବନେଶ୍ବର ;  ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ  ଖେଳିବ । ତେବେ ଟି-୨୦ ର ଖେଳାଳି ଘୋଷଣା କରାଯିବ ପରେ ଖେଳ ପ୍ରେମୀଙ୍କ ମନରେ ଅସନ୍ତୁଷ୍ଟ ଦେଖା ଦେଇଥିଲା । କାରଣ ପୂର୍ବରୁ ଟି-20 ଅଧିନାୟକ ଦୌଡରେ ଆଗରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦରୁ ବରଖାସ୍ତ କରାଯାଇ ନୂତନ ଭାବେ ସୁର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ତିଆର…

Read More