ଅଙ୍ଗନବାଡ଼ିରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି କରିବେ ଆବେଦନ …

ଅଙ୍ଗନବାଡ଼ିରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି  ସରକାର  । ଅଙ୍ଗନବାଡ଼ିରେ ଚାକିରି କରିବାକୁ ଥିବା ଆଶାୟୀ ପ୍ରାର୍ଥୀମାନେ ବର୍ତ୍ତମାନ ଏଥିପାଇଁ ଆବେଦନ କରିପାରିବେ । ମିଳିଥିବା ସୂଚନା ଅନୁସାରେ ଉଭୟ ଫ୍ରେସର ଏବଂ ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଜର ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନଙ୍କୁ ଚାକିରିର ସୁଯୋଗ ମିଳିବ । ତେବେ ଏହି ନିଯୁକ୍ତୁ ପାଇଁ ଜୁଲାଇ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ…

Read More

ବିଜେପି ଯିବା ଖବର ଗଣମାଧ୍ୟମର ଗୁଜବ : ଏନସିପି ନେତା ଅଜିତ ପାଓ୍ୱାର

ମୁମ୍ବାଇ; ଦୁଇ ଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଛନ୍ତି ଓ ଆଗାମୀ ଦିନରେ ଏନସିପିରେ ହିଁ ରହିବେ। ଗଣମାଧ୍ୟମ କେତେକ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିକାଶ ଅଗାଡ଼ି କୌଣସି ପ୍ରକାରର ବିବାଦ ନାହିଁ। ସେ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ।…

Read More

ପାଲେଷ୍ଟାଇନ୍‌କୁ ଦ୍ବିତୀୟ ଥର ସାହାର୍ଯ୍ୟ କଲା ଭାରତ

ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତ ଗତକାଲି ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ଥର ସହାୟତା ପ୍ରଦାନ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏକ୍ସ’ ପୋଷ୍ଟରେ ଘୋଷଣା କରିଛନ୍ତି। ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ର ସହାୟତା ବହନ କରି ଭାରତୀୟ ବାୟୁସେନାର ବିମାନ ‘ସି ୧୭’ ଇଜିପ୍ଟର ଏଲ୍‌-ଏରିସ୍‌ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ କରିଛି।…

Read More

ବିଜେଡିର ବହୁଜନ – ସାମାଜିକ ନ୍ୟାୟ ରାଜନୀତିକୁ ବବି ମାରିବେ ଜାବୁଡ଼ା …

ଭୁବନେଶ୍ୱର :  ଗତ ସାଧାରଣ ନିର୍ବାଚନରେ ବିଜେଡି ଲୋକସଭାରୁ ମୂଳପୋଛ ହୋଇଯାଇଛି। କୌଣସି  ବିଧାନସଭା ନିର୍ବାଚନରେ ପରାସ୍ତ ହୋଇ ପ୍ରଥମ ଥର ପାଇଁ ବିରୋଧୀ ଦଳକୁ ଆସିଛି। ଏହା ପୂର୍ବରୁ ଅଳ୍ପ ସମୟ 1998ରୁ 2000 ମସିହା ଯାଏଁ ବିଧାନସଭାରେ କ୍ଷୁଦ୍ର ଅବଧି ପାଇଁ ବିରୋଧୀ ଦଳରେ ରହିଥିଲା।  ଅଢେଇ ଦଶନ୍ଧି ମଧ୍ୟରେ ଦେଶ ଓ ରାଜ୍ୟର ରାଜନୀତି ବହୁତ  ପରିବର୍ତ୍ତନ ହୋଇଛି। ବିଜେପି ଓ କଂଗ୍ରେସ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଜାବୁଡି ଧରିଛନ୍ତି। ବିଜେପି ରାଷ୍ଟ୍ରପତି…

Read More

ମୋର କିଛି ହେଲେ, ସରକାରୀ ଦାୟୀ ରହିବେ ବୋଲି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଁ ସ୍ୱାଧିନ ବିଧାୟକ ହୋଇପାରେ। କୌଣସି ଦଳରେ ନ ଥାଇପାରେ । ମାତ୍ର ମୁଁ ଜନ ପ୍ରତିନିଧି ମୁଁ ଯେମିତି ହେଲେ ଗୋପାଳପୁର ଯିବି। ଏହି ଯିବା ସମୟରେ କିମ୍ବା ଗୋପାଳପୁରରେ କୌଣସି ଅସୁବିଧା ହେଲେ ରାଜ୍ୟ ସରକାର ଦାୟୀ ରହିବେ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ପ୍ରଭାବଶାଳୀ ଅଫିସରଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଶ୍ରୀ ପାଣିଗ୍ରାହୀଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ…

Read More

ପୁରୀ-ନିମାପଡ଼ା ବିଜେଡି ରାଜନୀତିରେ ନିଆରା ସଂଯୋଗ, ବଦଳୁଛି ସମୀକରଣ…ଶଙ୍ଖ ଭବନ କ୍ୟାଣ୍ଟିନରେ କଣ ହୋଇଥିଲା ଆଲୋଚନା..

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। କେନ୍ଦ୍ରୀୟ ବିଜେପି ନେତାଙ୍କୁ ଲୋକସଭା ଆସନ ଚିନ୍ତା ଘାରିଛି। ଅନୁରୂପ ଭାବେ ବିଜେଡିକୁ ବିଧାନସଭା ଆସନ ଚିନ୍ତା ଘାରିବାକୁ ଲାଗିଛି। ଏହି କ୍ରମରେ ଉପକୂଳ ଓଡ଼ିଶାରେ ପୁରୀ ଏବଂ ଭଦ୍ରକ ଜିଲ୍ଲାରେ ବିଜେପି ନିଜକୁ ଶକ୍ତିଶାଳୀ କରି ପୂର୍ବାପେକ୍ଷା ଅଧିକ ବିଧାନସଭା ଆସନ ହାତେଇବ ବୋଲି କେତେକ ସର୍ଭେକ୍ଷଣ ସଂସ୍ଥା ରିପୋର୍ଟ ଦେଇଥିଲେ। ମାତ୍ର ଅମିତ ଶାହାଙ୍କ ଗସ୍ତ ସହ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କ ମେଣ୍ଟ ନ ହେବା ସଫେଇ…

Read More

ହାର୍ଦ୍ଧିକ ପାଣ୍ଡ୍ୟା ୨୦୦ ରନ ଓ ୫୦ ୱିକେଟର ଅଧିକାରୀ।

ଅହମଦାବାଦ, ୧୭/୪:ବାଦରବିବାର ଆଇପିଏଲ ର ୧୬ ତମ ସଂସ୍କରଣ ରେ ଖେଳା ଯାଇଥିବ ୨୩ ତମ ମ୍ୟାଚରେ ଏକ ବଡ ରେକର୍ଡ ର ଅଧିକାରୀ ହୋଇଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା। ରାଜସ୍ଥାନ ବିପକ୍ଷ ମ୍ୟାଚ୍ ରେ ୨୦୦୦ ରନ୍ ଏବଂ ୫୦ ଟି ୱିକେଟ ନେଇ ଆଇପିଏଲରେ ଦିତୀୟ ଭାରତିୟ ଖେଳାଳି ଭାବେ ଇଲିଏଟ୍ ଗ୍ରୁପ୍ ତାଲିକାରେ ନିଜର ନାମ ପକ୍କା କରିଛନ୍ତି ପାଣ୍ଡ୍ୟା। ପୁର୍ବରୁ ପ୍ରଥମ ଭାରତୀୟ ଭାବେ ଏହି କିର୍ତ୍ତିମାନ୍ କେବଳ ଚେନ୍ନାଇର ଅଲ୍ ରାଉଣ୍ଡର…

Read More

ଏଥର ନୂଆ ଜର୍ସି ପିନ୍ଧିବ ଟିମ୍ ଇଣ୍ଡିଆ, ବାଇଜୁସ୍ ସ୍ଥାନ ନେଲା ଡ୍ରିମ୍ ୧୧

ମୁମ୍ବାଇ : ଭାରତୀୟ କ୍ରିକେଟ ବୋର୍ଡ ତଥା ‘ବିସିସିଆଇ’ ‘ଡ୍ରିମ୍‌୧୧’କୁ ଶନିବାର ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ପ୍ରାୟୋଜକ ବୋଲି ଘୋ‌ଷଣା କରିଛି। ଏହା ପୂର୍ବରୁ ବାଇଜୁସ୍ ଟିମ୍ ଇଣ୍ଡିର ପ୍ରାୟୋଜକ ରହିଆସିଥିଲା। ଗତ ମାର୍ଚ୍ଚ ମାସରେ ତାହାର ଅବଧି ସରିଯାଇଛି। ‘ବିସିସିଆଇ’ ସହିତ ତିନି ବର୍ଷ ପାଇଁ ‘ଡ୍ରିମ୍‌୧୧’ ଏହି ରାଜିନାମା ସ୍ୱାକ୍ଷର କରିଥିବା ଜଣାପଡିଛି। ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତଠାରୁ ‘ଟିମ୍‌ ଇଣ୍ଡିଆ’ର ଜର୍ସିରେ ‘ଡ୍ରିମ୍‌୧୧’ ସଙ୍କେତ ଭାବେ ରହିବ…

Read More

Road Safety ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ସଚେତନତା

ପୁରୀ : ରାଜ୍ୟ ପରିବହନଙ୍କ ତରଫରୁ ରଖାଯାଇଅଛି । ଏଣୁ ଗତ ୨୧ରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ପୁରୀ ଉତ୍ତରା ଠାରେ ଏନ୍ଫୋର୍ସମେଣ୍ଟ ଏବଂ  ଆୱାରନେସ କାର୍ଯ୍ୟକ୍ରମ କରାଯାଇଛି । ଏନ୍ଫୋର୍ସମେଣ୍ଟ ଓ ଆୱାରନେସରେ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ପଣ୍ଡା, ମୋଟର ଯାନ ନିରୀକ୍ଷକ ବିଭୁ ରଞ୍ଜନ ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଦମୟନ୍ତୀ…

Read More

କିଶନଙ୍କୁ ଟିମରୁ ବାହାରେ କିଏ ରଖୁଛି, ଟିମ୍ ଇଣ୍ଡିଆ ନା ଆଉ କେହି ଜାଣନ୍ତୁ…

ଭାରତୀୟ କ୍ରିକେଟ୍ ଦଳର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଦୀର୍ଘ ଦିନ ଧରି ଦଳ ବାହାରେ ରହିଛନ୍ତି। ବାସ୍ତବରେ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବିରତି ନେଇଥିଲେ, ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳକୁ ଫେରିପାରି ନାହାଁନ୍ତି। ସେ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ କୋଚ୍ ରାହୁଲ ଦ୍ରାବିଡ ତାଙ୍କୁ କିଛି ଘରୋଇ କ୍ରିକେଟ୍ ଖେଳିବାକୁ କହିଥିଲେ।…

Read More