ମୋହନ ସରକାରଙ୍କ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ …

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ୨୪ବର୍ଷର ବିଜେଡି ସରକାରର ବିଭିନ୍ନ ଯୋଜନା ପାଇଁ ବ୍ୟୟବରାଦ କରିଥିବା ମୋହନ ସରକାର ସେଗୁଡ଼ିକର ନାଁ ପରିବର୍ତ୍ତନ କରିଛନ୍ତି । ଅଧିକାଂଶ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ବିଜେଡି…

Read More

ଏହାର କଡା ଜବାବ ଦିଆଯିବ, ପାକିସ୍ତାନ ଏୟାର ଷ୍ଟ୍ରାଇକର ପ୍ରତିକ୍ରିୟା ରଖିଲା ଆଫଗାନିସ୍ତାନ ମନ୍ତ୍ରାଳୟ

ନୂଆଦିଲ୍ଲୀ :ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ।ଆଫଗାନିସ୍ତାନର ବରମଲରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ୧୫ ମୃତ। ମଙ୍ଗଳବାର ରାତିରେ ପାକିସ୍ତାନ ଏହି ଆକ୍ରମଣ କରିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି। ଆଫଗାନିସ୍ତାନରେ ଲୁଚି ରହିଥିବା ପାକିସ୍ତାନୀ ତହରିକ୍ ଏ ତାଲିବାନର ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିବା ଲାଗି ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ୍ କରିଛି।ଏହି ଷ୍ଟ୍ରାଇକରେ ତାଲିବାନ୍ ଆତଙ୍କୀଙ୍କ ତାଲିମ୍ କେନ୍ଦ୍ରକୁ…

Read More

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଡ଼ି ହେଲେ ସୂର୍ଯ୍ୟ କୁମାର ଯାଦବ…

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି । ୩ ଟି ମ୍ୟାଚ ରୁ ୩ ଟି ରେ ପରାଜିତ ହୋଇ ମୁମ୍ବାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ତେବେ ଏହା ଭିତରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସଙ୍କ ପାଇଁ ଖୁସିଖବର ଆସିଛି । କାରଣ ଆହତ ସମସ୍ୟାରୁ ମୁକୁଳିବା ପରେ ଦଳ ସହ ଯୋଡି ହୋଇଛନ୍ତି ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଭିଡ଼ିଓ ଜାରି କରି କୁହାଯାଇଛି…

Read More

ପ୍ୟାରିସ ଅଲମ୍ପିକ୍ସରେ ଭାରତର ତୃତୀୟ ପଦକ, ୫୦ ମିଟର ସୁଟିଂରେ ସ୍ଵପ୍ନିଲଙ୍କୁ କାଂସ୍ୟ ..

ସୁଟିଂରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ପ୍ୟାରିସ ଅଲିମ୍ପିକ୍ସରେ ଆଉ ଏକ ପଦକ ଭାରତକୁ ସୁଟିଂ ରେ ମିଳିଛି । ଭାରତୀୟ ସୁଟର ସ୍ଵପ୍ନିଲ କୁଶେଲ ୫୦ ମିଟର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ସୂଚନାଯୋଗ୍ୟ, ପୂର୍ବରୁ ମନୁ ଭାକର ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ…

Read More

ବିଦ୍ରୋହର ଦିନକ ପରେ ଦମ୍ ଦେଖାଇଲେ ଶରଦ ପାଓ୍ୱାର, ସତାରାରେ ସମର୍ଥକଙ୍କୁ ଭେଟିଲେ

ମୁମ୍ବାଇ : କେନ୍ଦ୍ରୀୟ ବିଜେପିର ଗୋଟି ଚାଳନାରେ  ଗତକାଲି ମହାରାଷ୍ଟ୍ରର ବିରୋଧି ଦଳ ନେତା ଅଜିତ ପାଓ୍ୱାରରେ ସରକାରରେ ସାମିଲ ହୋଇ ଉପ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଏହା ଏନସିପିରେ ଏକ ବଡ ବିଦ୍ରୋହ। ମାତ୍ର ଏହି ବିଦ୍ରୋହ ପରେ ହାର ମାନି ନାହାନ୍ତି ଏନସିପି ପ୍ରତିଷ୍ଠାତା ଶରଦ ପାୱାର । ବିଦ୍ରୋହର ଦିନକ ପରେ ଶରଦ ପାୱାର ଏବେ ପୁଣି ନିଜ ଦଳକୁ ଛିଡା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।  ସେ ତାଙ୍କ ପାର୍ଟିର ଗ୍ରହଣଯୋଗ୍ୟ…

Read More

ମମତା ମହାନ୍ତଙ୍କ ଇସ୍ତଫା ଓ କୁଡୁମୀ ଆଦିବାସୀ ମାନ୍ୟତା ରାଜନୀତି

ଭୁବନେଶ୍ୱର : ବିଜେଡିରୁ ରାଜ୍ୟସଭା ଯାଇଥିବା ମମତା ମହାନ୍ତ ଗତକାଲି ନିଜ ପଦ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାକୁ ରାଜନୈତିକ ଭାବେ ଅନେକ ବିଶ୍ଳେଷଣ କରିଛନ୍ତି। ମାତ୍ର ମମତା ଆସୁଥିବା କୁଡୁମୀ ବର୍ଗର ଆକାଂକ୍ଷା ଓ ଆଗାମୀ ଦିନର ରାଜନୀତିକୁ ନେଇ ବୁଦ୍ଧିଜୀବୀ ବିଜୟ ସାହୁଙ୍କ ଏକ ଆଲେଖ୍ୟ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ,  ମଣିପୁରରେ ଯେମିତି ଜାତିଗତ ବିଦ୍ୱେଷ ସଙ୍କଟ ସେମିତି…

Read More

India-Maldives Controversy ; ମାଳଦ୍ୱୀପ ଆସୋସିଏସନ୍ ଅଫ୍ ଟୁରିଜିମ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଆସିଲା ଏମିତି କିଛି ବୟାନ …

ମାଳଦ୍ୱୀପର କିଛି ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ପରେ ମାଳଦ୍ୱୀପ ଆସୋସିଏସନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି ପକ୍ଷରୁ ବୟାନ ଆସିଛି  । ଏଭଳି ଅପମାନଜନକ ମନ୍ତବ୍ୟକୁ ସେ ଦୃଢ଼ ନିନ୍ଦା କରିଛନ୍ତି ବୋଲି ଆସୋସିଏସନ କହିଛି। ମାଳଦ୍ୱୀପ ଇତିହାସରେ ଭାରତ ସବୁବେଳେ ଅସୁବିଧା ସମୟରେ ଆଗେଇ ଆସିଥାଏ ବୋଲି ଆସେସିଏସନ କହିଛି। (MATI) ଏହାର ସରକାରୀ ବିବୃତିରେ କହିଛି ଯେ ନରେନ୍ଦ୍ର ମୋଦୀ ଏବଂ ଭାରତବାସୀଙ୍କ…

Read More

କଳା, ସଂସ୍କୃତି ଯାତ୍ରାର ପଥିକ ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି

କଳା, ସଂସ୍କୃତି ଓ ବିଜ୍ଞାନର ଅପୂର୍ବ ସମନ୍ଵୟ: ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି ପୁରୀ ଜିଲ୍ଲା କଣାସ ମଣ୍ଡଳ ଖଣ୍ଡହତା ଗ୍ରାମପଞ୍ଚାୟତ ଅଧୀନ ତିଗିରିଆ ଗ୍ରାମରେ ଜନ୍ମିତ ଶ୍ରୀ ବିଭୂତି ଭୂଷଣ ଚମ୍ପତ୍ତି ଶୈଶବରୁ ପାରମ୍ପରିକ ଗୀତ, ନୃତ୍ୟ ଏବଂ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ପାଠ ପଢାରେ ଅତି ଦୁର୍ବଳ ଥିବା ଦେଖି ପିତା ବିଜୟ କୁମାର ଚମ୍ପତ୍ତି ଏବଂ ମାତା ଶଶି ରେଖା ଚମ୍ପତ୍ତି ତାଙ୍କୁ କଳା ଶିକ୍ଷା ମାର୍ଗରେ ନେବା…

Read More

କମିଟିରେ କାହାକୁ ନେବେ ମନମୋହନ ସାମଲ , ପ୍ରଚାର କମିଟିକୁ ନେଇ ଅଧିକ ମୁଣ୍ଡ ବ୍ୟଥା…….

ଭୁବନେଶ୍ୱର,୯/୫(ବ୍ୟୁରୋ): ବିଜେପି ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଅନେକ ଦିନ ହୋଇ ଗଲାଣି। ହେଲେ ଶ୍ରୀ ସାମଲ ଏ ଯାଏଁ ନିଜର ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। କାହାକୁ ରଖିବେ, କାହାକୁ ନ ରଖିବେ ତାଙ୍କ ପାଇଁ ବହୁତ ବଡ଼ ଆହ୍ୱାନର କାରଣ ହୋଇଛି। ଓଡ଼ିଶା ପତ୍ରିକାକୁ ମିଳିଥିବା ଖବର ଅନୁଯାୟୀ, ପ୍ରଭାରୀ ସୁନୀଲ ବଂଶଲ କୋର ଟିମ୍ ଏବଂ ରାଜ୍ୟ କମିଟିରେ ଶତ ପ୍ରତିଶତ ଦଳ ପ୍ରତି ସମର୍ପିତ ଲୋକ ଖୋଜୁଛନ୍ତି। ଏକ 30ରୁ…

Read More