ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ :ରାମାଶିଷ ହାଜରା

ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ,। ଏନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।ସେ କହିଛନ୍ତି, ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ଆଜି ମାଟ୍ରିକ ଖାତା ଦେଖା ସରିଛି। ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦ୍ଦେଶ ରହିଛି। କେବେ ପରୀକ୍ଷାଫଳ ବାହାରିବ କହି ହେବନି, ତଥାପି ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଚେଷ୍ଟା ଜାରି ରହିଛି।…

Read More

IND vs NZ : ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନ୍, ଭାରତକୁ ଦରକାର ୧୦ ୱିକେଟ

ବାଙ୍ଗାଲୋର; ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବେଙ୍ଗଲୁରୁରେ ଖେଳା ଯାଉଛି। ଆଜି ଏହି ମ୍ୟାଚର ଚତୁର୍ଥ ଦିନ | ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଆଗରେ ୧୦୭ ରନର ଲକ୍ଷ୍ୟ ଦେଇଛି | ଟାର୍ଗେଟକୁ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଚତୁର୍ଥ ଦିନରେ ଷ୍ଟମ୍ପ ପର୍ଯ୍ୟନ୍ତ କୌଣସି ୱିକେଟ ନହରାଇ ଖାତା ଖୋଲି ନାହିଁ । ଖରାପ ପାଗ ପାଇଁ ଆଜି ଦିନର ମ୍ୟାଚକୁ ସ୍ଥଗିତ ରଖାଯାଇଛି। ବିଜୟ…

Read More

ଉପ-ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ଏକ ଚିଠି ଲେଖି ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଏବଂସମ୍ବିଧାନର ଧାରା ୬୭ (ଏ) ଆଧାରରେ ତାଙ୍କ ଇସ୍ତଫାକୁ ତୁରନ୍ତ ଗ୍ରହଣ କରାଯାଉ ବୋଲି ମଧ୍ୟ ଅନୁରୋଧ କରିଛନ୍ତି।୨୦୨୨ ମସିହାରେ ସେ ୧୪ତମ ଉପ-ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ୨୦୨୨ ମସିହା ୬ ଅଗଷ୍ଟରେ ଅନୁଷ୍ଠିତ ଉପରାଷ୍ଟ୍ରପତି…

Read More

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ…

Read More

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ମାମଲା, ବ୍ରିଜଭୂଷଣଙ୍କ ପରିବାରକୁ ପଚାରିଲା ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ : ଦିଲ୍ଳୀ ପୁଲିସ୍‌ର ଏକ ଟିମ୍‌ ସୋମବାର ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଓ ଗୋଣ୍ତାରେ ଥିବା ଘରେ ପହଞ୍ଚି ତାଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ତାଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ, ଠିକଣା ଏବଂ ପ୍ରମାଣପତ୍ର ପୁଲିସ୍ ପକ୍ଷରୁ ଯୋଗାଡ଼ କରାଯାଇଛି। ଏହା ପରେ ପୁଲିସ୍‌ ଟିମ୍‌ ପୁଣି ଦିଲ୍ଲୀ ଫେରି ଯାଇଛି। ଗତ ଜାନୁୟାରୀ ମାସରୁ ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ…

Read More

ଇତିହାସ ରଚିଲେ ଶୁଭାଂଶୁ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ପରେ, ଆଜି ଭାରତୀୟ ସମୟ ଦିନ ୧୨ଟା ୧ରେ ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯ଏ ରୁ ଉତକ୍ଷେପିତ ହୋଇଥିବା ଏହି ‘ସ୍ପେଶ୍ ଏକ୍ସ୍’ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍ ରେ ଚାରି ଜଣ ୪ ମହାକାଶଚାରୀଙ୍କ ମଧ୍ୟରେ ଭାରତର ଶୁଭାଂଶୁ ଶୁକ୍ଳା ସାମିଲ ହୋଇ ଇତିହାସ ରଚିଛନ୍ତି। । ଦେଶ ପାଇଁ ଆକ୍ସିଅମ୍-୪ ମିଶନ୍ ବହୁତ…

Read More

National Film Awards 2023; କିଏ ମାରିବ ବାଜି ଆରଆରଆର ନା ପୁଷ୍ପା…

୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ୨୪ ଅଗଷ୍ଟ ବା ଆଜି ସଂଧ୍ୟାରେ ଆୟୋଜିତ ହେବାକୁ ଯାଉଛି | ଏହି ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ର ପୁରସ୍କୃତ କରାଯିବ| ସେହିପରି ଆଜି ସନ୍ଧ୍ୟାରେ ବିଜେତା ତାଲିକା ବାହାରକୁ ଆସିବାକୁ ଯାଉଛି | ଚଳିତ ବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆଞ୍ଚଳିକ ସିନେମା ଏବଂ ବଲିଉଡ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ। ଏହା ପରେ ମାଲାୟାଲମ୍ ଚଳଚ୍ଚିତ୍ର ଜାତୀୟ ପୁରସ୍କାରରେ ନିଜର…

Read More

ଆଇନ ଅନୁଯାୟୀ ଦ୍ବିପାକ୍ଷିକ ଆଲୋଚନା କୋଟିଆ ବିବାଦର ସମାଧାନ ଆଣିବ

ଭୁବନେଶ୍ୱର,୧୩/୪( ବ୍ୟୁରୋ ): ଗତ ଏପ୍ରିଲ ପହିଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ର ପ୍ରଦେଶ ସୀମା ନିକଟ ବର୍ତ୍ତୀ କୋଟିଆ ଗସ୍ତ କରିଥିଲେ l କୋଟିଆକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ l ସେଠାରେ ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଥିଲେ l ଏହା ପ୍ରାୟ ଗୋଟିଏ ସପ୍ତାହ ଖବରର ଶିରୋନାମାରେ ରହିଥିଲା l ମାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ଏପରି ଷ୍ଟଣ୍ଟ ସମସ୍ୟାର ଦୀର୍ଘ ମିଆଦୀ ସମାଧାନ କରିବ ନାହିଁ ବୋଲି ସାଧାରଣରେ ମତ…

Read More

ସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

ଭୁବନେଶ୍ଵର,୨୮/୦୮; ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଶ୍ରେଷ୍ଠ ରାଜ୍ୟ ହୋଇଛି ଓଡ଼ିଶା । ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ ଓଡ଼ିଶାକୁ ସମ୍ମାନିତ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି । ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ…

Read More

ଏକାଠି ରହିବା ତ…..ବଞ୍ଚିବା…. ନଚେତ୍…………

ବିଜୟ ସାହୁ – ସମସ୍ତେ ଏକ ହେଲେ ଓ ସେଫ ହେଲେ ! କିନ୍ତୁ ଏହାପରେ ସମସ୍ତେ ଏକ ହେଇ ଆଦାନୀଙ୍କୁ ସେଫ କରିବେ ତ ?ବର୍ତ୍ତମାନର ସବୁଠାରୁ ବଡ଼ ଚର୍ଚ୍ଚା ମହାରାଷ୍ଟ୍ରରେ ଆଦାନୀ ସାମ୍ରାଜ୍ୟର 2200 କୋଟି ଲାଞ୍ଚ କାରବାର ବୁମେରାଙ୍ଗ ହେଇ ଇଣ୍ଡିଆ ମେଣ୍ଟକୁଚୁର ଚୁର କରିଦେଲା । କାରଣ କେନ୍ଦ୍ର ସରକାର ଏହି ଲାଞ୍ଚ କାରବାରରେ ନିଜ ହାତକୁ ସଫା କରି ନୀରବ ହେଇଗଲେ ଓ ବଚସ୍କର ମିଡିଆ ମାଧ୍ୟମରେ ପ୍ରଚାର କଲେ…

Read More