IND vs AUS: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂର ନିଷ୍ପତି, ଭାରତୀୟ ଦଳରେ ସାମିଲ୍ ହେଲେ ବରୁଣ ଚକ୍ରବର୍ତ୍ତୀ

ଦୁବାଇ:ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ବନାମ ଅଷ୍ଟ୍ରେଲିଆ ଆଜି ଦୁବାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା  ନ୍ୟୁଜିଲାଣ୍ଡକୁ ଭେଟିବ। ଗୋଟିଏ ପଟେ, ଟିମ୍ ଇଣ୍ଡିଆ ତା’ର ତିନୋଟି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ, ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କଙ୍କ ପରି ପ୍ରମୁଖ ବୋଲରଙ୍କ ଅନୁପସ୍ଥିତି ସତ୍ତ୍ୱେ ଅଷ୍ଟ୍ରେଲିଆ ଦୃଢ଼ ଭାବରେ ସେମିଫାଇନାଲରେ ପ୍ରବେଶ କରିଥିଲା। ତେବେ ଆଜିର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍…

Read More

UNION BUDGET 2026  ନୂଆ ବୋତଲ – ହେଲେ ନାହିଁ ପୁରୁଣା ମଦ

ଭୁବନେଶ୍ୱର: (ବିଜୟ ସାହୁ)-ଏହି ବର୍ଷ ବଜେଟରେ କିଏ ଖୁସୀ କିଏ ଅଖୁସୀ ଖୋଜିଲେ କେବଳ କିଛି ମିଡ଼ିଆ ଲୋକଙ୍କୁ ଛାଡିଲେ ଆଉ କେହି ମିଳୁ ନାହାନ୍ତି । ପାୱାର ପାର୍ଟିର ଲୋକେ ବି ସେମିତି ଖୁସୀ ମାନାଉ ନାହାନ୍ତି ।ସାଧାରଣତଃ ପୂର୍ବରୁ ବଜତ ଆଗତ ବେଳେ କର୍ପୋରେଟ ଜଗତ ଖୁସୀ ହେଇଥାନ୍ତି,ମୋଦୀ ଭକ୍ତ ମଧ୍ୟବିତ୍ତ ଗୋଷ୍ଟିର ଲୋକେ କିଛି ଖୁସୀ ହେଇଥାନ୍ତି । କିନ୍ତୁ ଏଥର ଅର୍ଥମନ୍ତ୍ରୀ ବଜତର ପ୍ରଥମ ଭାଗର ସାହିତ୍ୟ ପଢିଲା ବେଳେ ଯେତେବେଳେ…

Read More

ସାରା ଦେଶର ଖାଉଟିଙ୍କ ଚିନ୍ତା ବଢାଉଛି ପିଆଜ , ଜାଣନ୍ତୁ ଭୁବନେଶ୍ବରରେ କ’ଣ ରହଛି ଏହାର ଦାମ୍ …

ପିଆଜ ବଜାରରେ ଲାଗିଛି ନିଆଁ । ଗତ କିଛି ଦିନି ହେବ ପିଆଜ  ଦରକୁ ନେଇ ଏବେ ସାରା ଦେଶରେ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି ।ତେବେ ଦେଶର କେତେକ ସହରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଥିବା ବେଳେ ଆଜି ଭୁବନେଶ୍ବରରେର ପିଆଜ ଦର ୮୦ ଚଙ୍କାରେ ପହଁଚିଛି । ଏହି ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏମିତି  ପିଆଜର ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି  । କିନ୍ତୁ ଆଗାମୀ…

Read More

କାହିଁକି ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଦଶପଲ୍ଲା ବିଧାୟକଙ୍କ ବିରୋଧରେ….କାହା ଦ୍ୱାରା ପରିଚାଳିତ ହେଉଛନ୍ତି ଶ୍ରୀ ବେହେରା

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ଦଶପଲ୍ଲା। ଏହି ଆସନ ବର୍ତ୍ତମାନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଯାଇଛି। ମାତ୍ର ଏକଦା ଏହି ଆସନରୁ କଂଗ୍ରେସର ହେଭି୍ୱେଟ୍ ହରିହର କରଣ ଏବଂ ଜନତା ଦଳର ବରିଷ୍ଠ ନେତା ରୁଦ୍ରମାଧବ ରାୟ ପ୍ରମୁଖ ବିଜୟୀ ହୋଇଥିଲେ। ଗତ ତିନୋଟି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବିଜେଡି ଦ୍ୱିତୀୟ ଥର ସୁଯୋଗ ଦେଇନାହିଁ। ବର୍ତ୍ତମାନ ମଧ୍ୟ ସେହିପରି ଆଲୋଚନା ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି।  ନିୟମିତ ପ୍ରାର୍ଥୀ…

Read More

ମୋଦିଙ୍କ ସହ ରାଜନୈତିକ ଆଲୋଚନା ହୋଇନି ବୋଲି କହିଲେ ନବୀନ

ଭୁବନେଶ୍ୱର,୧୧/୬ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବା ଦିନଠାରୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗତିବିଧି ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଆନୁଷ୍ଠାନିକ ଭାବେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ଯାହା ମନ୍ତବ୍ୟ ଦିଆଯାଉଛି, ତାହା ଉପରେ ସନ୍ଦେହ ପ୍ରକାଶ ପାଉଛି। ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ 4ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଭେଟ-ଘାଟ ପରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବୈଠକରେ କୌଣସି…

Read More

ପ୍ରବାସୀ ଭାରତୀୟ ଦିବସରେ ଡକ୍ଟର ରେଖା ଚତୁର୍ବେଦୀଙ୍କ ପୁସ୍ତକ “ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍‌କା ଜୀବନ (୧୮୭୯-୧୯୪୭)” ଉନ୍ମୋଚିତ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ଡକ୍ଟର ରେଖା ଚତୁର୍ବେଦୀଙ୍କ ପୁସ୍ତକ “ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍‌କା ଜୀବନ’ ଉନ୍ମୋଚିତ ହୋଇଛି। ୨୦୨୫ ଜାନୁଆରି ୯ରେ ୧୮ତମ ପ୍ରବାସୀ ଭାରତୀୟ ଦିବସକୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି।ଡକ୍ଟର ରେଖା ଚତୁର୍ବେଦୀ ହେଉଛନ୍ତି ସ୍ୱର୍ଗତ ଶ୍ରୀ ପଣ୍ଡିତ ବନାରସୀ ଦାସ ଚତୁର୍ବେଦୀଙ୍କ ନାତୁଣୀ। ରାଜ୍ୟସଭା ସାଂସଦ ବନାରସୀଦାସ ଚତୁର୍ବେଦୀ ପ୍ରବାସୀ ଭାରତୀୟଙ୍କ ପାଇଁ…

Read More

ଅର୍ଥନୀତି ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଠାରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)-ଏବେ ଯଦି ଜଣେ ବିରୋଧୀ ଦଳର କର୍ମୀ କେଉଁଠି ମାଇକ୍ ଧରି ଭାଷଣ ଦେବ, ସ୍ବାଭାବିକ ଭାବେ ସେ ତ ମୋଦୀ ସରକାର ବିରୁଦ୍ଧରେ କହିବ । ହୁଏତ ସେ ଦରି ବିଛାଇ କିଛି ଗ୍ରାମବାସୀଙ୍କୁ ବସାଇ ସେଠାରେ ଲୋକଙ୍କୁ ବର୍ତମାନର ଆର୍ଥିକ ଅବସ୍ଥା ବିଷୟରେ କହିବ । ସେତିକିବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ କହିବ , ‘ କ’ଣ କହୁଛନ୍ତି ଆଜ୍ଞା ? ମୋଦୀଙ୍କ ଯୋଗୁଁ ଭାରତ ପଞ୍ଚମ ଦେଶରୁ…

Read More

ଆଇନଜୀଵୀ ବେଶରେ ଆସି ମହିଳାଙ୍କୁ ଗୁଳି ମାଡ଼

ନୂଆଦିଲ୍ଲୀ,୨୧/୪(ବ୍ୟୁରୋ): ଆଇନଜୀଵୀ ବେଶରେ ଆସିଥିବା ଜଣେ ଦୁର୍ବୃତ୍ତ ଶୁକ୍ରବାର ସକାଳେ ଦିଲ୍ଲୀ ସାକେତ୍‌ ଜିଲ୍ଲା ଅଦାଲତ ପରିସରରେ ଗୁଳି ଚଳାଇବାରୁ ଜଣେ ମହିଳା ଓ ଜଣେ ଓକିଲ ଆହତ ହୋଇଥିବା ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ‘ଡିସିପି ସାଉଥ୍‌’ ଚନ୍ଦନ ଚୌଧୁରୀ କହିଛନ୍ତି ଯେ, ଗୁଳିକାଣ୍ଡ ଘଟଣାରେ ଜଣେ ମହିଳା ଓ ଜଣେ ଓକିଲଙ୍କ ସମେତ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଜଣକ ହେଉଛନ୍ତି ୪୦ ବର୍ଷୀୟ ଏମ୍‌. ରାଧା ।…

Read More

ଟିପିଏସ୍‌ଓଡିଏଲ୍‌ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି; ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍‌ର ସିଇଓ

ବ୍ରହ୍ମପୁର, ୩୧ ମେ’ ୨୦୨୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ । ୨୦୨୩ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ଟିପିଏସ୍‌ଡିଏଲ୍‌ର ନିର୍ଦେଶକଙ୍କ ବୋର୍ଡ ବୈଠକରେ ଶ୍ରୀ ଅମିତ ଗର୍ଗଙ୍କୁ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରିବା ସମ୍ପର୍କିତ…

Read More

ଆଜି ଆଇପିଏଲରେ ମୁହାଁ-ମୁହିଁ ହେବେ ଦିଲ୍ଲୀ ଓ ହାଇଦ୍ରାବାଦ୍

ହାଇଦ୍ରାବାଦ୍ : ଆଇପିଏଲର ୧୬ତମ ସଂସ୍କରଣର ୩୪ତମ ମ୍ୟାଚରେ ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ରାଜିବ ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପଡିଆରେ ସଂନ୍ଧ୍ୟା ୭;୩୦ରେ ଖେଳାଯିବ। ଚଳିତ ଆଇପିଏଲରେ ଏହି ଦୁଇ ଦଳଙ୍କ ପଦର୍ଶନ ଖରାପ ରହିଥିବାରୁ ଦଳର ଖେଳାଳି ଚିନ୍ତିତ ଅଛନ୍ତି । ସେହିପରି ଏହି ୨ ଦଳ ପଏଣ୍ଟ ତାଲିକାର ନବମ ଓ ଦଶମ ସ୍ଥାନରେ ରହିଛନ୍ତି । ହାଇଦ୍ରାବାଦ୍ ତାର ୬ଟି ମ୍ୟାଚରୁ ୨ଟିରେ ବିଜୟଲାଭ…

Read More