ଆଇଆଇଏମସି, ଢେଙ୍କାନାଳର ସମସ୍ୟା ସମ୍ପର୍କରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର,୩ା୧୦: ଭାରତୀୟ ଜନ ସଂଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରିଡା  ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ପୁରାତନ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ  ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର…

Read More

ଶରତ ପଟ୍ଟନାୟକ ନିଜ ଛାଇକୁ ଡରନ୍ତି, ୨୦୨୪  ନିର୍ବାଚନ ନିଶ୍ଚୟ ଲଢିବି ବୋଲି କହିଲେ ଚିରଞ୍ଜୀବ

ଭୁବନେଶ୍ୱର :  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଦ ତଳେ ମାଟି ନାହିଁ। ନିଜର ଛାଇକୁ ଡରୁଥିବା ଲୋକ ଏପରି କରିଥାଆନ୍ତି ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ସୋମବାର କହିଛନ୍ତି। ଦଳରୁ ନିଲମ୍ବନ ହେବା ପରେ ପ୍ରଥମଥର ପାଇଁ ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ଏପରି ମତ ରଖିଛନ୍ତି। ଚିରଞ୍ଜୀବ ବିଶ୍ୱାଳ କହିଥିଲେ ଯେ, ସତ କହିବା ଯଦି ପାପ ସେ ପାପ ମୁଁ ବାରମ୍ବାର କରିବି। ପ୍ରତି ପଞ୍ଚାୟତରେ ମାତ୍ର ଶହେ ରୁ ଦେଢଶହ…

Read More

ରାଜ୍ୟରେ କାମ କରୁନି କି ଡବଲ ଇଞ୍ଜିନ୍,ମାନ୍ଦା ହେଲାଣି ଅର୍ଥନୀତି

ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)_ଅକ୍ଟୋବର ଶେଷ ସୁଦ୍ଧା ସରକାର ବଜେଟ ଅନୁସାରେ ପାଇବାକୁ ଥିବା ଆୟର ୫୮% ଆସିଯିବା କଥା। କାରଣ ଚଳିତ ଆର୍ଥିକ ବର୍ଷର ୭ ମାସ ପାରି ହୋଇ ସାରିଛି । କିନ୍ତୁ ଓଡ଼ିଶା ସରକାରଙ୍କ ଆୟ ଏହି ସମୟ ମଧ୍ୟରେ ହୋଇଛି ମାତ୍ର ୪୯% । ଏହା ମଧ୍ୟରେ ଆଗ ଇଞ୍ଜିନ୍ ଠାରୁ ପାଇବାକୁ ଥିବା ଆୟ ମାତ୍ର ୪୪% । ଆଗରୁ ମୁଁ ପରନ୍ତୁ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲି କେମିତି କେନ୍ଦ୍ର…

Read More

କ୍ରମାଗତ ୧୧ ବର୍ଷ ଧରି ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ପୁରୀ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା

( ନବଯୌବନ ଦର୍ଶନଠାରୁ ଆଜି ପର୍ଯ୍ୟନ୍ତ ରଥଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ, ସୁନାବେଶ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ୨୦ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ ଲକ୍ଷ୍ୟ ) ଭୁବନେଶ୍ୱର (୦୩/୦୭) : ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ୍ ଲଗାତାର ୧୧ତମ ବର୍ଷ ଧରି ପୁରୀରେ ରଥଯାତ୍ରାର ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛି । ଏହି ବର୍ଷ, ନବ ଯୌବନ ଦର୍ଶନ ଦିନଠାରୁ ଆଜି…

Read More

ଅଗଷ୍ଟରେ ଆସିବ ଶାହରୁଖଙ୍କ ନୂଆ ସିନେମା ଗୀତ… ଜାଣନ୍ତୁ ଏହାକୁ ନେଇ ବିବାଦ ଉଠିଛି କି…

ମୁମ୍ବାଇ : ପଠାନ ସିନେମାର ସଫଳତା ପରେ ଆଗକୁ ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଜୱାନ ରିଲିଜ ହେବାକୁ ଯାଉଛି । ଅଗଷ୍ଟ ମାସରେ ଏହାର ପ୍ରଥମ ଗୀତ ରିଲିଜ ହେବ ବୋଲି ଜଣାପଡିଛି।  ଗୀତ ରିଲିଜ ହେବାର ଖବର ଆସିବା ପରେ ଏହାକୁ ନେଇ ମନୋରଞ୍ଜନ ଦୁନିଆରେ ଚର୍ଚ୍ଚା ଜୋର ଧରିଛି।  ବିଭିନ୍ନ କାରଣରୁ ରିଲିଜ୍ ପୂର୍ବରୁ ‘ଜିନ୍ଦା ବନ୍ଦା’ ଗୀତଟି ଲାଇମ୍ ଲାଇଟ୍‌ରେ ରହୁଛି । ଏହି ଗୀତରେ ଶାହରୁଖଙ୍କୁ ହଜାରରୁ ଅଧିକ…

Read More

ପୁଣି ରାସନକାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ଏଣିକି ରାସନକାର୍ଡ ହିତାଧିକାରୀଙ୍କୁ ମିଲିବ ଚାଉଳ ସହ ଗହମ। ରାସନକାର୍ଡରେ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଯେତିକି ଚାଉଳ ମିଳୁଛି ତାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ଦାବି କରାଯାଇଥିଲା ଏହା ଛଡା ମନ୍ତ୍ରୀ କହିଛନ୍ତି ବିଜେଡ଼ି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ତେବେ ପୁଣି…

Read More

କାହିଁକି ରାଜ୍ୟ ବିଜେପି ମେଣ୍ଟ ପାଇଁ ରାଜି ହେଲାନି…ବିନା ମେଣ୍ଟରେ ପ୍ରଥମ ଥର ନିର୍ବାଚନକୁ ଯିବେ ମନମୋହନ..

ଭୁବନେଶ୍ୱର :  ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ ଏକାକୀ ଲଢିବ । ରାଜ୍ୟ ସଭାପତି ମନମୋହନ ସାମଲ ସୋମବାର ଅପରାହ୍ନରେ ଏହି ଘୋଷଣା କରିଛନ୍ତି। ଶ୍ରୀ ସାମଲ ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶାକୁ ଫେରିଛନ୍ତି।  କିଛି ଦିନ ମଧ୍ୟରେ ରାଜ୍ୟର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।  ଶ୍ରୀ ସାମଲ ନିଜର ସମସ୍ତ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର…

Read More

ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ମାର୍ଚ୍ଚ ୨୨ ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି | ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି ।…

Read More

ପୁଣି ଓଡ଼ିଶାରେ ପ୍ରଚାର କରିବାକୁ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ  ମଲ୍ଲିକାର୍ଜୁନ ଖଡଗେ …

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ।  ଆସନ୍ତା ୨୬, ୨୭ ଓ ୨୮ରେ ୩ ଦିନ ଧରି ନିର୍ବାଚନୀ ପ୍ରଚାର କରିବେ। । ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଗତ ୧୫ ତାରିଖ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ବଲାଙ୍ଗୀର ଗସ୍ତ କରି…

Read More

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ପୁଣି ତଦନ୍ତର ସାମନା କରିବେ ହକି ତାରକା ବୀରେନ୍ଦ୍ର ଲାକ୍ରା

କଟକ : ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି।  ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଏଣିକି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ହାଇକୋର୍ଟ ନିକଟରେ ଏନେଇ ରାୟ ଦେଇଛନ୍ତି। ସେହିପରି ରାଜ୍ୟ ପୁଲିସ୍ ପ୍ରଶାସନରେ ଥିବା  ଜଣେ ଡିଆଇଜି ପାହ୍ୟାର ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରିବ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଦିଗରୁ ତଦନ୍ତ କରିବା ପରେ…

Read More