Headlines

ଟି-୨୦ ରେ କୋହଲିଙ୍କ ଏହି ରେକର୍ଡ ପାଇଁ ବିସିସିଆଇ ତାଙ୍କୁ ଦଳରୁ କାଢିବା ପାଇଁ ସାହସ କଲାନି …

କିଛି ଦିନ ପୂର୍ବରୁ ବିରାଟ କୋହଲିଙ୍କ ସ୍ଲୋ ଷ୍ଟ୍ରାଇକ୍ ପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା। କୋହଲି ଯିଏକି ନିକଟରେ ଆଇପିଏଲରେ ୬୭ ଟି ବଲରେ ଆଇପିଏଲ ଇତିହାସରେ ସବୁଠାରୁ ଥିମା ଶତକ ହାସଲ କରିଥିଲେ । ଏସବୁ ଦିଗ ସତ୍ତ୍ୱେ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳରେ କୋହଲିଙ୍କ ଆବଶ୍ୟକତା ଅନୁଭବ କରିଛି | ହାରାହାରି ୭୧ ରୁ ଅଧିକରେ ଚଳିତ ଆଇପିଏଲରେ ୫୦୦ ରନ୍ କରିଥିବାରୁ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି।…

Read More

ସୁଧହାର ବୃଦ୍ଧି କରି ଗ୍ରାହକଙ୍କୁ ଖୁସି କଲା ଏଚଡିଏଫସି ବ୍ୟାଙ୍କ , ଜାଣନ୍ତୁ କେତେ ବଢିଛି …

ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ୟାଙ୍କ ଏହାର ସ୍ଥିର ଜମା ଉପରେ ସୁଧ ହାର ବୃଦ୍ଧି କରିଛି । ଏହି ନୂତନ ବର୍ଦ୍ଧିତ ହାର ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହା ଅଧୀନରେ, ଏଚଡିଏଫସି ବ୍ୟାଙ୍କରେ ଏଫଡି ତିଆରି କରୁଥିବା ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ଉତ୍କୃଷ୍ଟ ସୁଧ ହାରର ଉପହାର ପାଇଛନ୍ତି । ଏଚଡିଏଫସି ବ୍ୟାଙ୍କ ସେହି ଗ୍ରାହକଙ୍କୁ ବର୍ଦ୍ଧିତ ସୁଧ ହାର ପ୍ରଦାନ କରୁଛି ଯେଉଁମାନେ ୨…

Read More

ଆଦାନି ଗ୍ରୁପର ଋଣ ୨୧ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ:ଏକ ବର୍ଷ ମଧ୍ୟରେ ଆଦାନି ଗ୍ରୁପ୍‌ର ଋଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। କଂପାନି ଋଣ ଜରିଆରେ ଏହା ଅଧିକାଂଶ ନିବେଶକୁ ପରିଚାଳନା କରୁଛି। କଂପାନିର ମୋଟ ଋଣରେ ବିଦେଶୀ ସଂସ୍ଥାରୁ ଆସିଥିବା ଋଣ ପରିମାଣ ପ୍ରାୟ ଏକ ତୃତୀୟାଂଶକୁ ବୃଦ୍ଧି ପାଇଛି। କଂପାନି ଏହାର ୨୯ ପ୍ରତିଶତ ଋଣ ବିଶ୍ବସ୍ତରୀୟ ବ୍ୟାଙ୍କଗୁଡ଼ିକଠାରୁ ଆଣିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ଆଦାନି ଗ୍ରୁପ୍‌ର ସାତଟି କଂପାନିର ମୋଟ ଋଣ ପରିମାଣ ମାର୍ଚ୍ଚ ଶେଷ ସୁଦ୍ଧା ୨.୩ ଲକ୍ଷ…

Read More

ଏବେ ଯାଏଁ ସ୍ଥିର ହୋଇପାରୁନି ରାଜ୍ୟରେ ସରକାର ଗଠନ …

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ବହୁମତ ପାଇ ସାରିବା ପରେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଏନେଇ ଦଳ ଭିତରେ ଚାଲିଛି ମାନସ- ମନ୍ଥନ। ତେବେ ଏହାରି ଭିତରେ ସ୍ଥିର ହୋଇପାରୁନାହିଁ ରାଜ୍ୟରେ ନୂଆ ସରକାର ଗଠନ ।  ଜୁନ ୧୦ ନୁହେଁ ବରଂ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ । ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଳମ୍ବ ହେଉଛି ଶପଥ ଗ୍ରହଣ…

Read More

ବବି ବିପର୍ଯ୍ୟୟର କାରଣ, କହିଲେ ସୁଜିତ କୁମାର …ମମିତା ମେହେର ହତ୍ୟାକାଣ୍ଡର ଆଉଥରେ ତଦନ୍ତ ହେବା ଦରକାର

ଭୁବନେଶ୍ୱର :  ଭୋଟ ସରିଲେ ମୋତେ ରାଜ୍ୟସଭାରୁ କାଢି ଦିଆଯିବ। ମୁଁ ଚାହେଁ କି ନ ଚାହେଁ, ମୋତେ ଇସ୍ତଫା ଦେବାକୁ ବାଧ୍ୟ କରାଯିବ। ଏକଥା ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି କଳାହାଣ୍ଡିରେ କହିଥିଲେ। ଏହି କଥା କ୍ୟାପଟେନ୍ ଦିବ୍ୟ ଶଙ୍ଖର ମିଶ୍ରଙ୍କ ମାର୍ଫତରେ ଜିଲ୍ଲା ସାରା ବୁଲିଥିଲା। ଏକଥା ତାଙ୍କ କାନରେ ପଡିଥିଲା। ନିର୍ବାଚନ ଚାଲିଥିଲା। ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଜଣାଇପାରି…

Read More

ପଛୁଆବର୍ଗ ସଂରକ୍ଷଣ- କାନ୍ଦୁଛନ୍ତି ସମସ୍ତେ..ହେଲେ କାହା ଆଖିରେ ଲୁହ ନାହିଁ….

ଭୁବନେଶ୍ୱର : ଓଡ଼ିଶା ବିଧାନସଭା କିଛିଦିନ ହେବ ସାମାଜିକ ନ୍ୟାୟ ଓ ସଂରକ୍ଷଣ ପ୍ରସଙ୍ଗରେ ପ୍ରଭାବିତ ହେବାରେ ଲାଗିଛି। ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଦ୍ୱାରା ଏହି ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ମାତ୍ର ଚଳିତ ବର୍ଷ ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହିଁ ଉପସ୍ଥାପିତ କରିଥିଲେ।  କଂଗ୍ରେସର ସମସ୍ତ ବିଧାୟକ ଶ୍ରୀ କାଡାମଙ୍କ ସ୍ୱରରେ ଏକମତ ହୋଇଥିଲା। ବିଜେଡି ମଧ୍ୟ ଏହି…

Read More

ନରସିଂହଙ୍କ ଭୁଲ୍ ସୁଧାରିପାରିବ ତ କଂଗ୍ରେସ, ସାମାଜିକ ନ୍ୟାୟ କଥା କେବେ କହିବେ ମିଶ୍ରେ…

ଭୁବନେଶ୍ୱର : ଠିକ୍ ଛଅ ବର୍ଷ ପୂର୍ବର ଘଟଣା। ବିଧାନସଭା ଅଧିବେଶନ ଜାରି ରହିଥିଲା। ସେ ସମୟର ବିରୋଧି ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଦଳୀୟ ବିଧାୟକମାନଙ୍କୁ କିଛି ନିର୍ଦ୍ଦେଶ ଦେଲେ। ହେଲେ ଏହି ନିର୍ଦ୍ଦେଶ ନିଜ ପାଇଁ କିମ୍ବା ସବର୍ଣ୍ଣ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ସ୍ୱର୍ଗତ ନବ କିଶୋର ଦାସଙ୍କ ପାଇଁ ନ ଥିଲା। ଥିଲେ ଏ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ଅନୁସୂଚିତ…

Read More

ପାଣ୍ଡିଆନଙ୍କୁ ପ୍ରଶଂସା କରିବାରେ କୌଣସି ସୁଯୋଗ ହାତଛଡା କଲେନି ବିଜେପି ଏମପି ବସନ୍ତ ପଣ୍ଡା

ଭୁବନେଶ୍ୱର :ଶ୍ରଦ୍ଧା, ସଦିଚ୍ଛା, ସହଯୋଗ, ସମର୍ଥନ ଏବଂ ଆଶୀର୍ବାଦ କାମନା କରୁଛି। ନବୀନ ଓଡ଼ିଶା ତଥା ଫାଇବ-ଟିର  ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କ ପ୍ରଚେଷ୍ଟାରେ କଳାହାଣ୍ଡିର ବହୁତ ବିକାଶ ହୋଇଛି। ଏକଥା କଳାହାଣ୍ଡି ବିଜେଡିର କୌଣସି ନେତା କହି ନାହାନ୍ତି। ଏକଥା କହିଛନ୍ତି ଗତ ସାଧାରଣ ନିର୍ବାଚନ ସମୟରେ ବିଜେପିର ସଭାପତି ରହିଥିବା ବସନ୍ତ ପଣ୍ଡା। ତାହା ପୁଣି ଲକ୍ଷ ଲକ୍ଷ କଳାହାଣ୍ଡିବାସୀଙ୍କ ସମ୍ମୁଖରେ , ଯାହାକୁ ନେଇ ପଶ୍ଚିମ ଓଡ଼ିଶା ବିଜେପି ରାଜନୀତିରେ…

Read More

ସମଗ୍ର ବିଶ୍ଵର ଯୁଦ୍ଧ ଓ ଅସ୍ତ୍ର କାରବାର ରାଜନୀତିରେ କ’ଣ ରୋକ୍ ଲାଗିବ!!!

ନୂଆଦିଲ୍ଲୀ: (ବିଜୟ ସାହୁ)- Sydney Blumenthal ଜଣେ ଆମେରିକୀୟ ଲେଖକ । ସେ ଆବ୍ରାହାମ ଲିଙ୍କନଙ୍କ ଜୀବନୀ ଉପରେ ପାଞ୍ଚ ଖଣ୍ଡରେ 3ଟି ପୁସ୍ତକ ପ୍ରକାଶ କରିଛନ୍ତି । ପୁସ୍ତକଗୁଡିକ ହେଲା – A self made-man , Wrestling With His Angel and All The Powers Of Earth .ସେ ଆମେରିକାରେ Guardian ପତ୍ରିକାର ସ୍ତମ୍ଭକାର । ପୂର୍ବରୁ ବିଲ କ୍ଲିଣ୍ଟନ ଓ ହିଲାରୀ କ୍ଲିଣ୍ଟନଙ୍କ ସିନିୟର ଉପଦେଷ୍ଟା ଥିଲେ ।ମାସକ ତଳେ…

Read More

ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଲା ହମାସ ମୁଖ୍ୟ ୟାହୟା ସିନୱାର

ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।ଏଥିରେ ଦେଖିବାକୁ ମିିଳିଛି ଯେ, ଆକ୍ରମଣ ହୋଇଥିବା ଏକ କ୍ଷତିଗ୍ରସ୍ତ କୋଠାରେ ସିନୱାର ସୋଫାରେ…

Read More