ବାରଣ ସତ୍ତ୍ୱେ ବସି ରହିଲେ ବବି….ମାଇକ୍ ଘୋଷଣା କରି ନୟାନ୍ତ ହେଲେ ଦେବୀ…….ନିଚ୍ଛକ ସତ କହିଦେଲେ ଅରୁଣ…

ଭୁବନେଶ୍ୱର :  ‘ବର୍ତ୍ତମାନ ଉପଦେଷ୍ଟା କମିଟି, ସଦସ୍ୟତା ଅଭିଯାନ କମିଟି ଏବଂ କାର୍ଯ୍ୟକ୍ରମ ପରିଚାଳନା କମିଟିରେ ବୈଠକ ହେବ। ଯେଉଁମାନେ ଏହି ତିନୋଟି କମିଟିର ସଦସ୍ୟ ନାହାନ୍ତି, ସେମାନେ ଦୟାକରି ବାହାରକୁ ଯାଆନ୍ତୁ। କାହାରିକୁ ବ୍ୟକ୍ତିଗତ ଭାବେ କହୁନାହିଁ, ଏହା ପାର୍ଟି କଥା। ପ୍ଲିଜ… କୋ ଅର୍ଡିନେଟ୍ ‘ ଏହା ଥିଲା ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ କଥା। ଯାହା ଗତ ଦଳୀୟ ବୈଠକ ପୂର୍ବରୁ ସେ କହିଥିଲେ। ମାତ୍ର ତାଙ୍କ କଥାକୁ ବେଖାତିର…

Read More

ନିର୍ବାଚନ କମିଶନଙ୍କୁ
ଝଟକା,  ୨୨ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ : (ବିଜୟ ସାହୁ)- ସୁପ୍ରିମକୋର୍ଟ  ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଓ ଜଷ୍ଟିସ ଜୟମାଲା ବାଗ୍ଚିଙ୍କ ପୀଠ ତୃତୀୟ ଦିନର ଶୁଣାଣି ପରେ ଯେଉଁ ଅନ୍ତରୀମ ଆଦେଶ ଦେଇଛନ୍ତି ତାହା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । 6 ଦଫା ଲିଖିତ ନିର୍ଦେଶନାମା ପରବର୍ତ୍ତୀ 22 ତାରିଖ ଶୁଣାଣି ବେଳେ SIR ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ତର୍ଜମା କରିବାକୁ ବାଧ୍ୟ । କାରଣ ସମସ୍ତ ଆବେଦନକାରୀଙ୍କ ମୂଳ ଆବେଦନ ଥିଲା ନିର୍ବାଚନ କମିଶନ ଙ୍କ ସାମ୍ବିଧାନନିକ…

Read More

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ…

Read More

୩ଟି ସ୍ୱର୍ଣ୍ଣ ପଦକ ସହ ଭାରତୀୟ ମହିଳା ରଚିଲେ ଇତିହାସ

ନୂଆଦିଲ୍ଲୀ :  ଜୁନିୟର ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଭାରତ ଇତିହାସ ରଚିଛି। ଜୁନିୟର ବିଶ୍ୱ ଚାମ୍ପିଅନସିପ୍ ଜିତିବାରେ ପ୍ରିୟା ମଲିକ୍ ଭାରତର ଦ୍ୱିତୀୟ ମହିଳା ରେସଲର ଭାବେ ବିବେଚିତ ହୋଇଛନ୍ତି। ସେହିପରି ଅନ୍ୟପକ୍ଷରେ ଭେଟେରାନ ରେସଲର ଅନ୍ତିମ ପଂଘଲ ଅଣ୍ଡର -୨୦ ଟାଇଟଲ ଜିତିବାରେ ସଫଳ ହେଇ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଭାରତର ବିଜୟ ପରେ ଭେଟେରାନ ରେସଲର ସାକ୍ସି ମଲିକ ମଧ୍ୟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ।ସାକ୍ସି ମଲିକ ଅନ୍ତିମ୍…

Read More

ଏବେ ମାଗଣାରେ କରନ୍ତୁ ଆଧାର ଅପଡେଟ୍ ନହେଲେ ପରେ ଦେବାକୁ ପଡ଼ିବ ଟଙ୍କା

ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆଧାର କାର୍ଡ ଅପଡେଟ୍ କରିନାହାଁନ୍ତି, ତେବେ ଏହାକୁ ୧୪ ଡିସେମ୍ବର ପୂର୍ବରୁ କରିଦିଅନ୍ତୁ | ଅନ୍ୟଥା, ଏହା ପରେ ଆପଣଙ୍କୁ ଆଧାର ଅପଡେଟ୍ ପାଇଁ ଦେୟ ଦେବାକୁ ପଡିବ | ଏହି ସେବାକୁ ମାଗଣାରେ ବ୍ୟବହାର କରିବାକୁ କେବଳ ୩ ଦିନ ବାକି ଅଛି | ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ମାଗଣା ଆଧାର କାର୍ଡ ଅପଡେଟ୍ ପାଇଁ ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାପୂର୍ବରୁ ମଧ୍ୟ ଏହି…

Read More

ସଞ୍ଜୟଙ୍କୁ ଚେକ୍ ସହ ଗଞ୍ଜାମ ଜିଲ୍ଲା ସମୀକରଣରେ ଦେଖିବାକୁ ମିଳିପାରେ ପରିବର୍ତ୍ତନ

ଭୁବନେଶ୍ୱର,୧୬।୫ :୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ରହିଛି। ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ। ତେଣୁ ଏହାକୁ ନେଇ ବିଚାରବିମର୍ଶ ଜାରି ରହିଛି। ପ୍ରାଥମିକ ଭାବେ ଗଞ୍ଜାମ ଜିଲ୍ଲା ସମୀକରଣକୁ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ବିକ୍ରମ କେଶଶୀ ଆରୁଖଙ୍କୁ ମନ୍ତ୍ରୀ କରିବା ପାଇଁ ଏକ ଆଲୋଚନା ହୋଇଛି। ହେଲେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସେହିପରି ଯୁବ ବିଧାୟିକା…

Read More

ଅଷ୍ଟ୍ରେଲିଆକୁ ମିଳିଲା ଆଉ ଏକ ଡେଭିଡ ୱାର୍ନର ଜାଣନ୍ତୁ କେମିତି…

ନିକଟରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଯଦି ଦେଖାଯାଏ ଡେଭିଡ ୱାର୍ନରଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବହୁତ ଭଲ ରହିଥିଲା । ଏହି ବ୍ୟାଟ୍ସମ୍ୟାନ୍ ସମସ୍ତ ତିନୋଟି ଫର୍ମାଟରେ ଉତ୍କୃଷ୍ଟ ବ୍ୟାଟିଂର ପ୍ରଦର୍ଶନ ମଧ୍ୟ କରିଛନ୍ତି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ଅଷ୍ଟ୍ରେଲିଆ ଦଳରେ ଓପନର୍ ଭାବରେ ଡେଭିଡ ୱାର୍ନରଙ୍କୁ ସ୍ଥାନ କିଏ ନେବ ? ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛି ଆଇସିସି ।…

Read More

ରାଜ୍ୟରେ ଜିଲ୍ଲା ସଂଖ୍ୟା ଠାରୁ କମ୍ ରହିଛି ସାଧାରଣ ପାଠାଗାର, ଓଡ଼ିଶାଠୁ ଗୋଆ ଭଳି କ୍ଷୁଦ୍ର ରାଜ୍ୟରେ ଅଧିକ ଲାଇବ୍ରେରୀ

ଭୁବନେଶ୍ୱର :  ଓଡ଼ିଆ ଛାତ୍ର କିମ୍ବା ଲୋକ ପାଠାଗାର(ଲାଇବ୍ରେରୀ)ରେ ପଢିବାକୁ ଏତେଟା ଆଗ୍ରହ ଦେଖାନ୍ତି ନାହିଁ । ଲୋକସଂଖ୍ୟା, ଜନସଂଖ୍ୟା, ଶିକ୍ଷାନୁଷ୍ଠାନ ଗୁଡିକ ଥିବା ସତ୍ତ୍ୱେ ସାର୍ବଜନୀନ ପାଠାଗାରର ଗୁରୁତ୍ୱ ନାହିଁ। ଅଧିକରୁ ଅଧିକ ପାଠାଗର ଗଢିବା ପାଇଁ ମଧ୍ୟ ସାଧାରଣ ଦାବି ମଧ୍ୟ ନାହିଁ। ତେଣୁ ଓଡ଼ିଶାରେ ଜିଲ୍ଲା ସଂଖ୍ୟାରୁ ମଧ୍ୟ କମ୍ ସଂଖ୍ୟକ ସର୍ବସାଧାରଣ ପାଠାଗାର ରହିଛି। ଏକଥା ଆମେ କହୁନାହୁଁ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ ତଥ୍ୟରୁ ଏହା ଜଣାପଡିଛି।…

Read More

ଅବସର ନେଲେ ଏସଟିଏରେ କାର୍ଯ୍ୟରତ ପିଅନ ମାତାଲ୍ ସୋରେନ୍ପାଖରେ ବସାଇ ସାଥୀରେ ମଧ୍ୟାହ୍ନ ଭୋଜନ କଲେ ପରିବହନ କମିସନର

କଟକ : ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ସେ ସମ୍ମାନର ହକଦାର । 38 ବର୍ଷ ଧରି ପିଅନ ଭାବରେ ରାଜ୍ୟ ପରିବହନ ‎ପ୍ରାଧିକରଣ(ଏସଟିଏ)ରେ ସେବା ଦେଇଛନ୍ତି । ଆଉ ତାଙ୍କ ଅବସର ଦିନରେ ସମ୍ମାନର ସହ ବିଦାୟ ସମ୍ବର୍ଦ୍ଧନା ଜଣାଇ ଏକ ‎ଭଲ ଉଦାହରଣ ସ୍ଥାପନ କରିଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଏସଟିଏରେ ପିଅନ ଭାବରେ କାର୍ଯ୍ୟରତ ଥିଲେ ‎ମାତାଲ ସୋରେନ୍ । 1987ରେ ସରକାରୀ ଚାକିରିରେ ଯୋଡ଼ିହେଲେ । ଚାକିରି…

Read More

ନିର୍ବାଚନ ପୂର୍ବରୁ କାର୍ଯ୍ୟକାରିଣୀରେ କ’ଣ ସବୁ କହିଲେ ନବୀନ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର କାର୍ଯ୍ୟକାରିଣୀ ବୈଠକ ଶେଷ କରିଛି। ବିରୋଧିଙ୍କୁ ଆକ୍ରମଣାତ୍ମକ ରାଜନୈତିକ ଆକ୍ରମଣ ଅପେକ୍ଷା ନିଜ ଉପଲବ୍ଧିକୁ ଅଧିକ ଗୁରୁତ୍ୱ ଦେଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, ଆଜି ବିଜୁ ଜନତା ଦଳର Extended State Executive Committee Meetingକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ…

Read More