ଶ୍ରାକ୍ଷତ୍ରରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଚକ ଅଖ ଡେରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ତିଥି । ଏହି ଅବସରରେ ପରମ୍ପରା ଆଧାରରେ ରଥଖଳାରେ ବିଜେ କଲେ ମହାପ୍ରଭୁଙ୍କ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେଲା ଚକ-ଅଖ । ପ୍ରଥମେ ତାଳଧ୍ବଜ ରଥର ଚକ ଅଖ ଯୋଖା ହୋଇଛି । ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଭୋଇ ସେବକମାନେ ଏହି ନୀତି କାନ୍ତି  କରିଛନ୍ତି  । ଚକ ଅଖ ଡେରା ନୀତି ପାଇଁ…

Read More

ମୁଖ୍ୟଧାରା ଗଣମାଧ୍ୟମ ଦିନକୁ ଦିନ କ୍ଷତି କାରକ ହେଉଛି

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କିଛି ବନ୍ଧୁ କୁହନ୍ତି ମୁଁ ସମଗ୍ର ଦେଶର ମିଡିଆକୁ ସମାଲୋଚନା କରିବା ଅପେକ୍ଷା ଓଡ଼ିଶା ମିଡ଼ିଆକୁ ବେଶ ସମାଲୋଚନା କରୁଛି । ସେ ମାନେ ଭାବନ୍ତି ଜାତୀୟ ମିଡ଼ିଆ ଯେତେ ଖରାପ ହୋଇଛି, ଓଡ଼ିଶା ମିଡ଼ିଆ ସେ ଅବସ୍ଥାକୁ ଆସିନାହିଁ । ମୁଁ ଏଥିରେ ସହମତ ନୁହେଁ । ଅବଶ୍ୟ ଜାତୀୟ ମିଡ଼ିଆ ଭଳି ଓଡ଼ିଶାରେ କାଁ ଭାଁ କୌଣସି ମିଡ଼ିଆ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛନ୍ତି । କିନ୍ତୁ…

Read More

ମନମୋହନ ଓ ଶରତଙ୍କ କମିିଟି ଉପରେ ରହିବ ନଜର

ଭୁବନେଶ୍ୱର, ୧୭/୪(ବ୍ଯୁରୋ) : ସାଧାରଣ ନିର୍ବାଚନ ୨୦୨୪କୁ ଆହୁରି ବର୍ଷେ ସମୟ ରହିଛି। ମାତ୍ର ରାଜଯର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ଯଥା ସମୟରେ ଅନୁଷ୍ଠିତ ହେବ। ହେଲେ ରାଜ୍ଯ ସରକାର ଆଗୁଆ ବିଧାନସଭା ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଥିବା କେତେକ ମହଲରେ ଆଲୋଚନା ହେଉଛି। ଏହାକୁ ଦୃଷ୍ଟିରେ ରଖୃ ବିଜେଡି ନିଜର ଜିଲ୍ଲା କମିଟି ଏବଂ ପ୍ରଭାରୀ ତାଲିକା ନିକଟରେ ପୁର୍ନଗଠନ କରିଛି। ଅପରପକ୍ଷରେ ମୁଖ୍ୟ ବିରୋଧି ଦଳ ବିଜେପି…

Read More

ଦୁଇ ମନ୍ତ୍ରୀଙ୍କ ସହିତ ବାଚସ୍ପତିଙ୍କ ଇସ୍ତଫା

ଭୁବନେଶ୍ବର : ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ରହିଥିବାବେଳେ ।ମନ୍ତ୍ରିମଣ୍ଡଳ ହଲ୍‌ଚଲ୍‌ ହେଲା ପରି ପରିସ୍ତିତି ଦେଖାଦେଇଛି । ଗତକାଲି  ରାଜ୍ୟ ରାଜନୀତିରେ  ଦେଖାଦେଇଛି ବ୍ୟତିକ୍ରମ  ।ବାଚସ୍ପତିଙ୍କ ସହ ଦୁଇ ଜଣ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଅଚାନକ ଇସ୍ତଫା ଦେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ପଦ ଛାଡ଼ିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହି ଇସ୍ତଫା ପର୍ବ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇଛି। ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ‌…

Read More

କ୍ୟାବିନେଟ୍ ବୈଠକରେ ଏହି ସବୁ ନିଷ୍ପତି ଉପରେ ବାଜିଲା ମୋହର ଜାଣନ୍ତୁ…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତା ର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି।…

Read More

ପ୍ୟାରିସ ଅଲମ୍ପିକ୍ସରେ ଶେଷ ହେଲା ମନୁ ଭାକରଙ୍କ ଯାତ୍ରା, ଅନ୍ୟପଟେ କ୍ୱାଟରଫାଇନାଲରେ ପ୍ରବେଶ କଲେ ଦୀପିକା…

ହ୍ୟାଟ୍ରିକ୍ ପଦକରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର । ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଯାତ୍ରା ଶେଷ କରିଛନ୍ତି ମନୁ। ମଉଳିଗଲା ସୁନା ପଦକ ଆଶା । ସେ ୨୫ ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ତାଙ୍କର ଯାତ୍ରା ଶେଷ କରିଥିଲେ ।ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା ।ସେ ଏହି ମ୍ୟାଚ୍ ପୂର୍ବରୁ ଦେଶ ପାଇଁ ୨ ପଦକ ପାଇବାରେ ସଫଳ ହୋଇଥିଲେ ।…

Read More

ବ୍ଲକସ୍ତରରୁ ୯ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ କରିବ କଂଗ୍ରେସ

ଭୁବନେଶ୍ୱର:  ଆସନ୍ତା କାଲିଠାରୁ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୧୪ ବ୍ଲକ ଘେରାଉ କରାଯିବ। କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ୩୦ ଜିଲ୍ଲାର ୩୧୪ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ।  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବ୍ଲକସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା…

Read More

ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନରେ ଭାଙ୍ଗିଲାକି ସୂର୍ଯ୍ୟଙ୍କ ହୃଦୟ …

ମୁମ୍ବାଇ; ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ କୁ ଫେରିବା  ମୁମ୍ବାଇ ଇଣ୍ଡିଆନ୍ସ ଡ୍ରେସିଂ ରୁମରେ ଅଶାନ୍ତି ସୃଷ୍ଟି କରିପାରେ। ବାସ୍ତବରେ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବାର ପରଦିନ ବା ଆଜି ସୂର୍ଯ୍ୟକୁମାର ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭଙ୍ଗା ହୃଦୟର ଇମୋଜି ସେୟାର କରିଥିଲେ। ଯାହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ବିଭିନ୍ନ ଉପାୟରେ ସାମ୍ନାକୁ ଆସୁଛି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଆଉଟ୍ କରିବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଏକ…

Read More

ଟମାଟୋ ଦର କାହିଁଙ୍କି ୧୦୦ ଜାଣନ୍ତୁ ,,,,,,

ନୂଆଦିଲ୍ଲୀ: କିଛି ଦିନ ଭିତରେ ହଠାତ୍‌ ଟମାଟୋ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି। କେଜି ପିଛା ୨୫-୩୦ ଟଙ୍କାରେ ମିଳୁଥିବା ବେଳେ ଟମାଟୋ ଏବେ କେତେକ ସ୍ଥାନରେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ହାରାହାରି ଭାବେ ବିଭିନ୍ନ ସ୍ଥାନରେ ଏହାର ଦାମ୍ ୬୫-୭୦ ଟଙ୍କା ରହିଛି। ଉତ୍ପାଦନ ହ୍ରାସ ପାଇବାରୁ ଏଭଳି ସ୍ଥିତି ସୃଷ୍ଟି ହେଇଥିବା କୁହାଯାଉଛି। ସପ୍ତାହକ ଭିତରେ ଟମାଟୋ ମୂଲ୍ୟରେ ଦୁଇ ଗୁଣା ବୃଦ୍ଧି ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ…

Read More

ଭାରତ – ୱିଣ୍ଡିଜ ଖେଳିବେ ୧୦୦ତମ ଟେଷ୍ଟ ମ୍ୟାଚ୍ , କିନ୍ତୁ ଆଉ କ’ଣ ରହିଛି ଏହି ମ୍ୟାଚର ବିଶେଷତ୍ବ ଜାଣନ୍ତୁ …..

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ବା ଶେଷ ଟେଷ୍ଟ ଖେଳାଯିବ । ତେବେ ଏହି ମ୍ୟାଚ୍ ଆଜି ଦୁଇ ଦେଶ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି । କାରଣ ଦୁଇ ଦେଶ ଆଜି ତାର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ । ୭୫ ବର୍ଷ ପୂର୍ବେ ବା ୧୯୪୮ମସିହାରେ ଏହି ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଦୀର୍ଘ ୭୫ ବର୍ଷ…

Read More