Justice Suryakanta Remark ଅସରପା ଉଵାଚ.. ଭିନ୍ନ ଏକ ଆଲେଖ୍ୟ

ନୂଆଦିଲ୍ଲୀ :(ବିଜୟ ସାହୁ)-ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ  ସୂର୍ଯ୍ୟକାନ୍ତ ମିଶ୍ର ସୁପ୍ରିମକୋର୍ଟକୁ ଆସିବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଗୁରୁତର ଆର୍ଥିକ ଭ୍ରଷ୍ଟାଚାର ଅଭିଯୋଗ ହେଇ ସାରିଥିଲା । ଏଠାରେ ତାଙ୍କର ସୁପ୍ରିମକୋର୍ଟ ବିଚାରପତି ହେବା ପର୍ଯ୍ୟନ୍ତ କାହାଣୀର କ୍ରନୋଲୋଜୀ ଅତ୍ୟନ୍ତ ରୋଚକ ଜନକ । ଜଷ୍ଟିସ ସୂର୍ଯ୍ୟକାନ୍ତ ହରିୟାଣାରହିସାର ଜିଲ୍ଲାରେ ଆଇନ ପେଶା 1984 ମସିହାରେ ଆରମ୍ଭ କରିଥିଲେ ।2000 ମସିହାରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆଡଭୋକେଟ ଜେନେରାଲ ଭାବରେ 4 ବର୍ଷ ଥିଲେ ।…

Read More

ବାପା ଚାହୁଁଥିଲେ ପୁଅ ହେଉ ସୈନିକ କିନ୍ତୁ ପୁଅ ହୋଇଗଲା କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି…

ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତ ଦଳ ଘୋଷଣା କରିଛି । ଶାର୍ଦୁଲ, ଶାମି, ଇଶାନଙ୍କୁ ଦଳ ବାହାରେ ରଖିଥିବା ବେଳେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଧ୍ରୁଭ ଜୁରେଲଙ୍କ ଉପରେ ଦଳ ଦେଖାଇଛି ଭରସା | ଘରୋଇ ମ୍ୟାଚ୍‌ରେ ଧ୍ରୁବଙ୍କ ଭଲ ରେକର୍ଡ ରହିଛି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି | ୨୩ ବର୍ଷିୟ ଏହି ଖେଳାଳି…

Read More

Asia cup 2023 ; ଏସିଆ କପ୍ ମାଗଣାରେ ଦେଖିବାକୁ ଚାହୁଁଛନ୍ତି ? ତାହାଲେ ପଢନ୍ତୁ ଏହି ରିପୋର୍ଟ ….

ଭୁବନେଶ୍ବର ; ଏସିଆ କପ୍ ୨୦୨୩ରେ ଭାରତ ପାକିସ୍ଥାନ ମ୍ୟାଚକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ହାଇବ୍ରିଡ ମଡେଲରେ ଖେଳାଯିବ । ପାକିସ୍ଥାନରେ ୪ଟି ମ୍ୟାଚ୍ ଅନୁଷ୍ଟିତ ହେବାକୁ ଥିବାବେଳେ ଫାଇନାଲ ସମେତ ଅନ୍ୟ ୯ଟି ମ୍ୟାଚ ଶ୍ରୀଲଙ୍କରେ ଖେଳାଯିବ । ପ୍ରଥମ ମ୍ୟାଚ୍ ୩୦ ଅଗଷ୍ଟ ବା ଆସନ୍ତାକାଲି ପାକିସ୍ଥାନ ଓ ନେପାଳ ବିପକ୍ଷରେ ଖେଳାଯିବାକୁ ଥିବାବେଳେ ଫାଇନାଲ ମ୍ୟାଚ୍ ୧୭ ସେଫ୍ଟମ୍ବରରେ ଖେଳାଯିବ…

Read More

ପୁଣି ପଡିଆକୁ ଫେରିବେ ଅଧିନାୟକ କୋହଲି

ନୂଆଦିଲ୍ଲୀ; ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ନିଜର ବ୍ୟାଟିଂ ଜରିଆରେ ଆରସିବି ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଆଇପିଏଲରେ ଇତିହାସରେ ମଧ୍ଯ ତାଙ୍କ ନାମରେ ସର୍ବାଧିକ ରନ୍ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ୨୦୦୮ ଠାରୁ ଆଇପିଏଲରେ ଖେଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଆଇପିଏଲ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। ତେବେ ଆଇପିଏଲ ନିଲାମି ପୂର୍ବରୁ ସବୁ ଦଳ ନିଜ ନିଜର ଖେଳାଳି ମାନଙ୍କୁ ରିଟେନ୍ କରୁଛନ୍ତି।…

Read More

ସିବିଆଇର ନିର୍ଦ୍ଦେଶକ ହେଲେ ଆଇପିଏସ ପ୍ରବୀଣ ସୁଦ

ନୂଆଦିଲ୍ଲୀ:ପ୍ରବୀଣ ସୁଦ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି l ୧୯୮୬ ବ୍ୟାଚର ଏହି ଅଧିକାରୀ କର୍ଣ୍ଣାଟକ ପୁଲିସ ମହା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ l ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଆରମ୍ଭ ହୋଇଥିବା ‌ଦୌଡ଼ରେ ପ୍ରବୀଣ ସୁଦଙ୍କ ନାଁ ଆଗରେ ରହିଥିଲା। ଗତ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ…

Read More

Not Ideal Its Idea ମୂର୍ତ୍ତି ନ ଥିଲା, ବିଚାର ଥିଲା

କୋଲକାତା :(ବିଜୟ ସାହୁ )-ମୁଁ ପୂର୍ବରୁ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲି ବେଙ୍ଗଲ ରେ ଯଦି ବିଜେପି ଜିତେ ତାହେଲେ ମୂର୍ତ୍ତି ଭଙ୍ଗା ନିଶ୍ଚୟ ଆରମ୍ଭ ହେବ । କାରଣ ରାଷ୍ଟ୍ରୀୟ ସ୍ୱୟଂ ସଂଘ ଓ ବିଜେପି ଦ୍ୱାରା ନିଯୁକ୍ତ ଝଞ୍ଜା ବାହିନୀଙ୍କ ପ୍ରଥମ ନଜର ପଡ଼ିବ ଏହି ମୂର୍ତ୍ତି ଗୁଡ଼ିକ ଉପରେ ଯାହା ଦିନେ ବେଙ୍ଗଲ ରାଜନୀତିରେ ପ୍ରତ୍ୟେକ ଆଦର୍ଶର ପ୍ରତୀକ ମାନଙ୍କୁ ପରିଚିତ କରିବାକୁ ଚାହିଁଥିଲା ।1967 -1969 ବଙ୍ଗଳା କଂଗ୍ରେସର ନେତା…

Read More

କ୍ୟାବିନେଟ୍ ବୈଠକରେ ଏହି ସବୁ ନିଷ୍ପତି ଉପରେ ବାଜିଲା ମୋହର ଜାଣନ୍ତୁ…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତା ର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି।…

Read More

କୋଟିଆ ବିବାଦର ସମାଧାନ, ସୁରେଶଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ ଗ୍ରାମପୁଞ୍ଜ କୋଟିଆକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ବିଧାନସଭାରେ କୋଟିଆ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ବିଜେପି ଦ୍ୱାରା ଉପସ୍ଥାପିତ ହୋଇ ଆସିଛି। ଏମିତି କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଆନ୍ଧ୍ର ଅଫିସରଙ୍କୁ ଘଉଡାଇଥିବା ଭିଡିଓ ଛାଡିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ତତ୍କାଳୀନ ବିଜେଡି ସରକାର ରାଜ୍ୟର ଜମି ସୁରକ୍ଷା କରିବାରେ ବିଫଳ ବୋଲି…

Read More

ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ DSRକୁ ତ୍ରୁଟିପୁର୍ଣ୍ଣ ଦର୍ଶାଇ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ରୋକ  ଲଗାଇଲେ  NGT

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବାପାଇଁ ପ୍ରକାଶିତ ୨୦ଜୁନ ୨୦୨୪ ର ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ ବିବେକାନନ୍ଦ ପଟନାୟକଙ୍କ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (ଏନଜିଟି) ରେ ମାମଲା ଦାୟର କରିଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୪.୯୮ହେକ୍ଟର ଅଞ୍ଚଳ ବିଶିଷ୍ଟ ବୁଢାବଳଙ୍ଗ ବାଲିଶଯ୍ୟା-୧ ବେତନଟୀ ତହସିଲ ଅନ୍ତର୍ଗତ ବେଲାଣପୁରା , ମଧୁଦଣ୍ଡା ଓ ଡେଁଫୌଦା ବାଲି ସୌରାତ କୁ ୫ବର୍ଷ ପାଇଁ ନିଲାମ ଲାଗି…

Read More

ଇଣ୍ଟରନେଟ ବନ୍ଦ ଦ୍ବାରା ଅର୍ଥନୈତିକ କ୍ଷତି ସହିବାକୁ ପଡୁଛି; ନୀତି ବିୟାନି

ଭୁବନେଶ୍ଵର,୧୫/୪:ଭାରତରେ ଯେଉଁଭଳି ଭାବେ ବାରମ୍ବାର ଇଣ୍ଟରନେଟ୍‌ ବନ୍ଦ କରାଯାଉଛି ତାହାକୁ ନେଇ ଏକ ଆନ୍ତର୍ଜାତିକ ସଂସ୍ଥା ଚିନ୍ତା ପ୍ରକଟ କରିଛି। ‘ଇଣ୍ଟରନେଟ୍ ସୋସାଇଟି’ର ବରିଷ୍ଠ ଉପଦେଷ୍ଟା ନୀତି ବିୟାନି କହିଛନ୍ତି ଯେ ଇଣ୍ଟରନେଟ୍‌ ବନ୍ଦ ଘୋଷଣାରେ ସ୍ବଚ୍ଛତା ରହୁନି। ହଠାତ୍‌ ଇଣ୍ଟରନେଟ୍‌ ବନ୍ଦ କରାଯିବା ଦ୍ବାରା ବିପୁଳ ଅର୍ଥନୈତିକ କ୍ଷତି ସହିବାକୁ ପଡ଼ୁଛି। ଜୀବନଜୀବିକା ପ୍ରଭାବିତ ହେଉଛି ଓ ଲୋକମାନେ ମଧ୍ୟ ବହୁ ଅସୁବିଧା ସାମ୍ନା କରୁଛନ୍ତି। ସଟ୍‌ଡାଉନ୍‌ ଟ୍ରାକର୍‌ ଅପ୍ଟିମାଇଜେସନ୍‌ ପ୍ରୋଜେକ୍ଟ (ଷ୍ଟଫ୍‌) ତଥ୍ୟ ଅନୁଯାୟୀ…

Read More