କେନ୍ଦ୍ରୀୟ ବଜେଟ୍ ମହିଳା ମାନଙ୍କ ପାଇଁଁ ସମ୍ପୂର୍ଣ୍ଣ- ନିରାଶାଜନକ

ଭୁବନେଶ୍ୱର – ସମାଜର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚିତ ହେଉଥିବା ମହିଳାମାନଙ୍କ ପାଇଁ ଏହି ବଜେଟ୍ ଅତ୍ୟନ୍ତ ନିରାଶାଜନକ। ପୂର୍ବ ବଜେଟ୍ ଗୁଡ଼ିକ ପରି ଏହି ବଜେଟରେ ମଧ୍ୟ ମହିଳାମାନଙ୍କର ପ୍ରକୃତ ଆବଶ୍ୟକତା ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି। ବଜେଟ୍ ବ୍ୟବସ୍ଥାରେ ସାମାଜିକ ନ୍ୟାୟ, ଲିଙ୍ଗଗତ ସମାନତା ଏବଂ ସମାଜର ନିଷ୍ପେସିତ ବର୍ଗର ପ୍ରକୃତ ସମସ୍ୟାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି।  ସମାଜର ସମସ୍ତ ବର୍ଗର ମହିଳା ମାନଙ୍କର କଲ୍ୟାଣ, ସାମାଜିକ ନିରାପତ୍ତା, ଆର୍ଥିକ ସୁରକ୍ଷା …

Read More

ନିଜର ନୁହେଁ, ମୁଖ୍ୟମନ୍ତ୍ରୀ ଏବଂ ସଫଳ ଯୋଜନାର ରିଲ୍ସ କର

ଭୁବନେଶ୍ୱର : ଓଡ଼ିଶା ରାଜନୀତି ନବୀନ ବାବୁଙ୍କ ଚାରିପଟେ ବୁଲୁଛି। ତାଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ହିଁ ଦଳକୁ ବିଜୟୀ କରୁଛି। ତେଣୁ ତାଙ୍କ ଯୋଜନା ଏବଂ ରାଜନୈତିକ ପଥ ସମସ୍ତେ ଅନୁସରଣ କରିବା ଉଚିତ। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। କମ୍ ସମୟରେ ଭିଡିଓ କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କ ନିକକୁ ବାର୍ତ୍ତା ପହଞ୍ଚାଯାଇପାରିବ। ରିଲ୍ସ କରାଯାଉ ହେଲେ ଆତ୍ମ ପ୍ରଚାର ନ ହେଉ। ସରକାରୀ ଯୋଜନା ଓ ବିରୋଧିଙ୍କୁ ଆକ୍ରମଣ କରାଯାଉ। କେତେକ ଯୁବ କର୍ମୀମାନେ…

Read More

ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ବଳବତ୍ତର, ସୁପ୍ରିମକୋର୍ଟ ପାଇଁ ରହିଛି ବିକଳ୍ପ

ଗାନ୍ଧୀ ନଗର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ନାଁର ହୋଇଥିବା ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଶ୍ରୀ ଗାନ୍ଧୀଙ୍କ ବିପକ୍ଷରେ ସେସନ୍‌ କୋର୍ଟ ଦେଇଥିବା ପୂର୍ବ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ସେସନ୍‌ କ‌ୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ଶ୍ରୀ ଗାନ୍ଧୀ ଦାଖଲ କରିଥିବା ‘ରିଭ୍ୟୁ ପିଟିସନ୍‌’କୁ ଖାରଜ କରି ସେହି ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।   ଗୁଜରାଟ ହାଇକୋର୍ଟ…

Read More

ପୁଣି ପଡିଆକୁ ଫେରିବେ ଅଧିନାୟକ କୋହଲି

ନୂଆଦିଲ୍ଲୀ; ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ନିଜର ବ୍ୟାଟିଂ ଜରିଆରେ ଆରସିବି ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଆଇପିଏଲରେ ଇତିହାସରେ ମଧ୍ଯ ତାଙ୍କ ନାମରେ ସର୍ବାଧିକ ରନ୍ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ୨୦୦୮ ଠାରୁ ଆଇପିଏଲରେ ଖେଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଆଇପିଏଲ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। ତେବେ ଆଇପିଏଲ ନିଲାମି ପୂର୍ବରୁ ସବୁ ଦଳ ନିଜ ନିଜର ଖେଳାଳି ମାନଙ୍କୁ ରିଟେନ୍ କରୁଛନ୍ତି।…

Read More

ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଲେ ସାଧାରଣ ଜନତା

ଭୁବନେଶ୍ୱର : ଯେଉଁଠି ସରକାର ଲୋକଙ୍କ ସହିତ ଥାଆନ୍ତି, ଲୋକଙ୍କ ସୁଖ ଦୁଃଖ ଶୁଣନ୍ତି, ସେଇଠି ହିଁ ପ୍ରକୃତ ଗଣତନ୍ତ୍ର ଦେଖିବାକୁ ମିଳିଥାଏ। ଆଜି ଜୁଲାଇ ମାସର ପ୍ରଥମ ଦିନ, ପ୍ରଥମ ସୋମବାରରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ  ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ  ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ…

Read More

ପୁଣି ଆରମ୍ଭ ହେଲା ଡବ୍ଲୁଏଫ୍‌ଆଇ ଅଧ୍ୟକ୍ଷଙ୍କ ବିରୋଧରେ ପ୍ରତିବାଦ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ‌’ରେ ‘ଏଫ୍‌ଆଇଆର୍‌’ ଦାବି କରିଛନ୍ତି । ଆଜି ବିନେଶ ଫୋଗଟ୍‌, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ବିଶିଷ୍ଟ କୁସ୍ତି ଖେଳାଳିମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।ମହିଳା କୁସ୍ତି ଖେଳାଳିମାନଙ୍କୁ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ଏବଂ ଅନ୍ୟ ପ୍ରଶିକ୍ଷକମାନଙ୍କ ନାଁ‌’ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ରବିବାର ଦିନ ଖେଳାଳି ମାନେ ଦିଲ୍ଲୀର ଯନ୍ତର…

Read More

ପ୍ରଧାନମନ୍ତ୍ରୀ ମୋଦି କାହାକୁ ବାଣ୍ଟିଲେ କେଉଁ ଦାୟିତ୍ଵ ଜାଣନ୍ତୁ…

ମୋଦି ସରକାର ଦେଶରେ ତୃତୀୟ ଥର ଶପଥ ଗ୍ରହଣ ପରେ ଏବେ ମନ୍ତ୍ରୀପଦ ବଣ୍ଟା ହୋଇଛି । ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିବାବେଳେ ଅମିତ ଶାହ ସ୍ବରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । କ୍ୟାବିନେଟ ବୈଠକରେ ନୀତିନ ଗଡକରୀଙ୍କୁ ସଡକ ଓ ପରିବହନ ମନ୍ତ୍ରୀପଦ ଦେଇ ରିପିଟ କରିଚନ୍ତି ମୋଦି । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଜଣାପଡିଛି ଯେ ଗଡକରୀ ନିଜ ଦାୟିତ୍ବ ସଠିକ୍…

Read More

୩ ବହୁଳ ଦୁର୍ନୀତିଗ୍ରସ୍ତ ବହି ପଢି ପୋଷ୍ଟ କଲେ ଅରବିନ୍ଦ ପାଢୀ, ଲୋକସେବା ଭବନରେ ବଢିଲା ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର :  ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ ଶଙ୍କର ପାଣ୍ଡେଙ୍କ ଚର୍ଚ୍ଚିଚ ବହି ‘ଥ୍ରୀ ମୋଷ୍ଟ କରଫ୍ଟ’ । ଶ୍ରୀ ପାଣ୍ଡେ ନିଜେ ପ୍ରଶାସନିକ ଅଧିକାରୀ ଥିବା ସମୟରେ ଖାଲି ଦୁର୍ନୀତିଖୋର ନେତା ନୁହଁନ୍ତି, କେତେକ ଲୋଭୀ ଅମଲାଙ୍କ ସହ ମଧ୍ୟ ଲଢିବାକୁ ପଡ଼ିଥିଲା। ଏହି ସବୁ ଲଢେଇରେ ତାଙ୍କର ଯାତ୍ରାକୁ ନେଇ ଉପରୋକ୍ତ ପୁସ୍ତକଟି ସେ ରଚନା କରିଛନ୍ତି। ଯାହାକୁ ନେଇ ବେଶ୍ ଉତ୍ସାହିତ ହୋଇ ଓଡ଼ିଆ କ୍ୟାଡ଼କ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢୀ ଉଲ୍ଲେଖ…

Read More

ସୌରଭ ଗାଙ୍ଗୁଲି – ମହେନ୍ଦ୍ର ସିଂ ଧୋନି ପାରିନଥିଲେ , କରି ଦେଖାଇବେ କି ରାହୁଲ ?

ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ରେକର୍ଡ ଏତେ ଖରାପ ଯେ ଆପଣ ଚିନ୍ତା କରି ପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ସିରିଜ୍ ଜିତିଛି।ଭାରତୀୟ ଦଳ ଆଫ୍ରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଦିନିକିଆ ଶୃଙ୍ଖଳା ଚାଲିଛି। ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପରେ ଶୃଙ୍ଖଳା ଏବେ  ୧-୧ରେ ସମାନ ରହିଛି । ତେବେ ଆଜିପର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଏହି…

Read More

ଉପକୂଳ ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା !

ଭୁବନେଶ୍ୱର : ବିଜୁ ଜନତା ଦଳ ଗଠନ ହେବା ଠାରୁ କୌଣସି ସାଧାରଣ ନିର୍ବାଚନରେ ହାରିନାହିଁ ଦଳ । ଏପରିକି ଲୋକସଭା ଆସନ ଗୁଡ଼ିକରେ ହୋଇଥିବା ସବୁ ଭୋଟରେ ବିଜେଡି ଆଗରେ ରହିଛି। ପାଞ୍ଚ ଥର ରାଜୁତି ପରେ ଆସନ୍ତା ବର୍ଷ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛି ବିଜେଡି। ତେଣୁ ସ୍ୱାଭାବିକ ଭାବେ ଶାସକ ବିରୋଧୀ ହାଓ୍ୱା, ଦଳୀୟ ଅନ୍ତଃକନ୍ଦଳ ଏବଂ ପ୍ରଚାରିତ ପ୍ରାର୍ଥୀଙ୍କ ଆସନ ବଦଳ ନେଇ କେତେକ ଆସନ ଫଳାଫଳ ବିଗିଡ଼ି…

Read More