Battle of Biju Pattnaik – Bjp ଓଡିଶା ରାଜନୀତିର ଘଟୁ ଥିବା ଘଟଣାର ଅନ୍ତରାଳେ

ଭୁବନେଶ୍ୱର :(ବିଜୟ ସାହୁ)-କିଛିଦିନ ତଳେ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କେମିତି ପ୍ରତିଦ୍ବନ୍ଦିତାମୂଳକ ଥିଲା ତାହା ସୋସିଆଲ ମିଡ଼ିଆର ଖବର ଗୁଡିକରେ ପ୍ରଚାର ଓ ପ୍ରସାର ଦେଖି ଖୁବ ଭଲ ଲାଗିଲା । ଯେ କୌଣସି ପ୍ରତିଦ୍ବନ୍ଦିତା ମୋତେ ଭଲ ଲାଗେ । କିନ୍ତୁ କାଲି ବିଜୁ ଲିଗାସୀ ପ୍ରତିଦ୍ବନ୍ଦିତା ଅଧିକ ଭଲ ଲାଗିଥିଲା,ଏହା Nothing political ବୋଲି ଯେତେବେଳେ ବିଜୁ ନାଗରିକ ମଞ୍ଚର ଅଘୋଷିତ ମୁଖପାତ୍ର ଓ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଅମର ପ୍ରସାଦ…

Read More

କେନ୍ଦ୍ର ବଜେଟ୍ ୨୦୨୬-୨୭: ସରକାରୀ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ହାତକୁ ଟେକିଦେବାର ଏକ ପ୍ରତାରଣାପୂର୍ଣ୍ଣ ନକ୍ସା – ଏଆଇଡିଏସଓ

ଭୁବନେଶ୍ୱର :  ଏଆଇଡିଏସଓ କେନ୍ଦ୍ରୀୟ କାଉନସିଲ୍‌ର ସାଧାରଣ ସମ୍ପାଦକ ଶିବାଶିଷ ପ୍ରହରାଜ କେନ୍ଦ୍ର ବଜେଟ୍ – ୨୦୨୬ ଉପରେ ନିମ୍ନଲିଖିତ ବିବୃତ୍ତି ଜାରି କରିଛନ୍ତି lଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏଆଇଡିଏସଓ) ପୁଞ୍ଜିପତିଙ୍କ ସପକ୍ଷବାଦୀ ଏବଂ ଶ୍ରମିକ ବିରୋଧୀ କେନ୍ଦ୍ର ବଜେଟ୍ ୨୦୨୬-୨୭ କୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛି। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ଏହା ଏକ ପ୍ରତାରଣାପୂର୍ଣ୍ଣ ନକ୍ସା ବୋଲି ସଂଗଠନ ଏହାକୁ ନିନ୍ଦା କରିଛି। “ଆଧୁନିକୀକରଣ” ନାମରେ…

Read More

ଦ୍ରାବିଡଙ୍କ ପରେ ମୁଖ୍ୟ ପ୍ରଶିକ୍ଷକ ଭୂମିକାରେ ନଜର ଆସିପାରନ୍ତି ଗମ୍ଭୀର…

 ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଟି-୨୦ ବିଶ୍ୱକପ୍ ପରେ ଶେଷ ହେବାକୁ ଯାଉଛି । ତେବେ ଏହାରି ଭିତରେ ବିସିସିଆଇ ଏହି ସ୍ଥାନରେ କାହାକୁ କୋଚ କରିବ ଏନେଇ ଚଳାଇଛି ମାନସ ମନ୍ଥନ । ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚର ସ୍ଥାନ ମିଳିବା ନେଇଁ ଜଣାପଡ଼ିଛି । ଟିମ୍ ଇଣ୍ଡିଆ ହେଡ୍ କୋଚ୍ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ମେ ୨୭ ଧାର୍ଯ୍ୟ…

Read More