ପାକିସ୍ତାନକୁ ୧୯୧ ରନରେ ରୋକିଲା ହିଟ୍-ମ୍ୟାନ୍ ବାହିନୀ…

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ୧୯୧ ରନରେ ସମସ୍ତେ ୱିକେଟ୍ ହରାଇ ଅଲଆଉଟ୍ ହୋଇଛି। ଅହମ୍ମଦାବାଦରେ ଟିମ୍ ଇଣ୍ଡିଆର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ପ ଦୁଇଟି ଲେଖାଏଁ ୱିକେଟ୍ ନେଇ ପାକିସ୍ତାନକୁ ରୋକିବାରେ ସଫଳ ହେଇଛନ୍ତି। କ୍ୟାପଟେନ ବାବର ଆଜାମ ପାକିସ୍ତାନ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମହମ୍ମଦ ରିଜୱାନ ୪୯ ରନ କରି ଜସପ୍ରିତ୍ ବୁମରାଙ୍କ ଶିକାର ହୋଇଥିଲେ।

Leave a Reply

Your email address will not be published. Required fields are marked *