ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ  କଣ କହିଲେ ଜୟରାମ ରମେଶ, ଅମର ପଟ୍ଟନାୟକ ଓ ସୁଜିତ୍ କୁମାର

ଭୁବନେଶ୍ୱର :  ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ଭି.କେ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ନେଇ ରାଜନୈତିକ ମହଲରେ ବିଭିନ୍ନ ବୟାନ ବାଜି ଆରମ୍ଭ ହୋଇଛି। ରାଜ୍ୟସ୍ତରରୁ ଆରମ୍ଭ କରି ଜାତୀୟସ୍ତରୀୟ ବିଭିନ୍ନ ନେତା ଏନେଇ ମତ ରଖିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ। ସେ ନବୀନଙ୍କୁ ବହୁତ ଭଲ ଭାବରେ ସାହାଯ୍ୟ କରିଛନ୍ତି। ଛାୟା ରହୁଥିବା ବ୍ୟକ୍ତି ସାମନାକୁ…

Read More

ବିକ୍ରମ ପଣ୍ଡାଙ୍କ ଆସନ ହେବ ପରିବର୍ତ୍ତନ, ଗଞ୍ଜାମ ଏହି ଆସନରୁ ଲଢିପାରନ୍ତି ପାଣ୍ଡିଆନ୍

ଭୁବନେଶ୍ୱର :  ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ସମୟରେ ଜିଲ୍ଲା ପାଇଁ ସେବହୁତ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ତାଙ୍କର ସବୁ ନିର୍ବାଚନମଣ୍ଡଳୀରେ ପ୍ରଶଂସକ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ସେ ବୁଲି ଦେଖିଛନ୍ତି।  ତେଣୁ ସେ ଗଞ୍ଜାମର ଯେ କୌଣସି ଆସନରୁ ବିଜେଡି ଟିକେଟରୁ ଜିତିଯିବାର ସମ୍ଭାବନା ରହିଛି। ସେ ଆସିବେ କି ନ ଆସିବେ, ତାହା ଭିନ୍ନ କଥା। ମାତ୍ର ଟିକେଟ୍ ଦଳର ହାଇକମାଣ୍ଡ ନବୀନ…

Read More

ପାଣ୍ଡିଆନଙ୍କ ଅବସର ପରେ କେଉଁ ସବୁ ବିକଳ୍ପ ନେଇ ଜାରି ରହିଛି ଚର୍ଚ୍ଚା

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ତୁଲାଇ ଆସୁଥିବା ଭି.କେ ପାଣ୍ଡିଆନ୍ ବର୍ତ୍ତମାନ ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଦିନକ ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସେବା ଚାକିରୀରୁ ଅବସର ଗ୍ରହଣ କରିବା ଘଟଣା ସାର୍ବଜନୀନ ହୋଇଛି। ଏହି ଖବରକୁ ମାତ୍ର ଚବିଶି ଘଣ୍ଟା ନ ପୁରୁଣୁ ଭି.କେ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ସହ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ଏଣିକି କେନ୍ଦ୍ର ସରକାରଙ୍କ ପ୍ରଶାସନିକ…

Read More

ଅନୁଗୋଳ ବିଜେଡି ଟିକେଟ୍ ନେଇ ନିଶ୍ଚିତ ନୁହଁନ୍ତି  ଉପ-ବାଚସ୍ପତି ରଜନୀକାନ୍ତ ସିଂ , ସାରା ସହରରେ ଗୋଟିଏ ଚର୍ଚ୍ଚା … ଏଥର କିଏ… ମଣ୍ଟୁ ,ମୁନା ନା ମହେଶ ???

ଭୁବନେଶ୍ୱର :  ବିଜେଡ଼ି ଆରମ୍ଭ ହେବା ଦିନ ଠାରୁ ଅନୁଗୋଳ ବିଧାନସଭା କ୍ଷେତ୍ରଟି ଶାସକ ଦଳର ଗଡ଼ ହୋଇ ରହିଛି। ବିଜେଡିର ଗଡ଼ ଅପେକ୍ଷା ଏହା ସ୍ଥାନୀୟ ସିଂହ ପରିବାରର ହସ୍ତ ମୁଦି ମାହାଲା ବୋଲି କୁହାଯାଇପାରେ । ୨୦୦୦ ମସିହାରୁ ଆଜି ଯାଏ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନରେ ବିଜେଡ଼ି ବାଜିମାତ କରିଛି । ୨୦୦୦ ମସିହାରେ ଅଦୈତ୍ୟ ପ୍ରସାଦ ସିଂହ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ଏହା ପୂର୍ବରୁ…

Read More

ଏଥର ଆମଦଳରୁ ସାଂସଦ ହୋଇ ଆସ ଭର୍ତ୍ତୃହରି ଜୀ, ଆପଣ ମନ୍ତ୍ରିମଣ୍ଡଳ କିମ୍ବା ବାଚସ୍ପତି ଆସନରେ ଅଧିକ ଶୋଭା ପାଇବେ….କାହିଁକି ଏପରି କହିଲେ ମୋଦି…

ନୂଆଦିଲ୍ଲୀ :  ‘ଭର୍ତ୍ତୃହରି ଜୀ ବକ୍ତ ହୋ ଚୁକା ହୈ। ଆପ୍ କମଲ ସେ ସଂସଦ ଆୟିୟେ। ଆପକେ ଜୈସା ଲୋକ କ୍ୟାବିନେଟ୍ ମୈ ନେହିଁ ତୋ  ସ୍ପିକର ହୋନା ଚାହିୟେ। ବିଜେଡି ଚ ଡୁବତେ ନୌୟା ହୈ।’ ଏମିତି କିଛି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କହିଥିବା ଦିଲ୍ଲୀ ସାମ୍ବାଦିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପ୍ରଧାନମନ୍ତ୍ରୀ ଏବଂ ଭର୍ତ୍ତୃହରିଙ୍କ ମଧ୍ୟରେ ପ୍ରାୟ ୩୫ରୁ୪୦ ମିନିଟ୍ ଆଲୋଚନା ହୋଇଥିବା ବିଭିନ୍ନ…

Read More

   ଚୌକିରେ ବସି ଭାଇରାଲ ହୋଇଗଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ , ଛିଡା ହୋଇ ଲୋକହସା ହେଲେ ବିଜେଡି ବିଧାୟକ ଓ ନେତା

    ଭୁବନେଶ୍ୱର : ବିଜେଡି ବିଧାୟକ ରୋହିତ ପୂଜାରୀଙ୍କ ସମେତ କିଛି ଦଳୀୟ ନେତାଙ୍କ ଫଟୋ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଟିରେ କୌଣସି ଆପତ୍ତିଜନକ ନୁହେଁ। ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଥଟ୍ଟା କରୁଥିବା ଏକ ନିଦର୍ଶନ। କୌଣସି ଏକ ପ୍ରସଙ୍ଗରେ ଦାବି ପତ୍ର ଦେବା ସମୟରେ ବିଜେଡି ବିଧାୟକ ଏବଂ ନେତାମାନେ ଆଜ୍ଞାଧୀନ ଛାତ୍ର ଭାବେ ଛିଡ଼ା ହୋଇ ଥିବାର ଲକ୍ଷ୍ୟ କରାଯାଇଛି। ସେହିପରି ଅନନ୍ୟା ଦାସ, ଯିଏକି…

Read More

ଏହି ବାପ ପୁଅ ଯୋଡ଼ି ଉପରେ ରହିବ ନଜର…….

ଭୁବନେଶ୍ୱର : କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଅନେକ ରାଜନୈତିକ ପରିବାର ପକ୍ଷରୁ ଏକାଧିକ ସଦସ୍ୟ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ଗତଥର ବାପ-ପୁଅ, ବାପ-ଝିଅ, ଦାଦା-ପୁତୁରା ଏବଂ ଭାଇ-ଭାଇ ଯୋଡି ଗୋଟିଏ ଦଳରୁ ଦୁଇଟି ଭିନ୍ନଭିନ୍ନ ଆସନରେ ଲଢିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ପରିବାର ସଫଳ ହୋଇଥିଲେ। ଏହି ମାନେ ହେଉଛନ୍ତି- ନବରଙ୍ଗପୁର ଲୋକସଭାରୁ ରମେଶ ମାଝୀ, ଝରି ଗାଁରୁ ତାଙ୍କ ଭାଇ ପ୍ରକାଶ…

Read More

ଆରମ୍ଭ ଯେଉଁଠି, ଶେଷ ବି ସେଇଠି : ଜାତୀୟ କଂଗ୍ରେସରେ ଏନସିପିର ହୋଇପାରେ ସମ୍ମିଶ୍ରଣ

ମୁମ୍ବାଇ : ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏକଦା କଂଗ୍ରେସରୁ ଅଲଗା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପୁଣି କଂଗ୍ରେସ ସହିତ ସମ୍ମିଶ୍ରଣ ହୋଇପାରେ। ଜାରି ରହିଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ଏନସିପିର ଚିହ୍ନ ଘଣ୍ଟାକୁ ବାତିଲ କରି ଦୁଇଟି ପକ୍ଷକୁ ଅଲଗା ଚିହ୍ନ ଦିଆଯିବାର ସମ୍ଭାବନା ରହିଛି। ଗୋଟିଏ ଗୋଷ୍ଠୀ ଅଜିତ ପାଓ୍ୱାର ଏବଂ…

Read More

୧୨ ଦିନ ମଧ୍ୟରେ ଚାରି ଦ୍ୱାର ନ ଖୋଲିଲେ ହେବ ବିରାଟ ଆନ୍ଦୋଳନ

ଭୁବନେଶ୍ୱର : କରୋନା ତ ସରିଲା। ସବୁ କଟକଣା ଉଠିଲା। ମହାପ୍ରଭୁଙ୍କ ପାଇଁ ପୁଣି କଣ କଟକଣା। ସେତେବେଲେ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। ଏବେ ତ ସେମିତି କିଛି ନାହିଁ। ତେଣୁ ଚାରି ଦ୍ୱାର ଖୋଲି ଦିଆଯାଉ। ବିଶେଷ କରି  କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ ବୋଲି ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଉଛି।  ଏହି ଦାବି ସହ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି କରାଯାଉ ଓ ବେଦାନ୍ତ…

Read More

 ଭୁଲି ଗଲେ କି ମୁଖ୍ୟମନ୍ତ୍ରୀ । ସାମାଜିକ ଓ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ କେବେ ସାର୍ବଜନୀନ କରିବେ !!!

ଭୁବନେଶ୍ୱର : ବିଜୁ ଜନତା ଦଳ। ଓଡ଼ିଶାବାସୀଙ୍କ ବଳ। ସାଢେ ଚାରି କୋଟି ଓଡ଼ିଆ ମୋ ପରିବାର। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ଏହି ସବୁ କେତୋଟି ବାକ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଥାଆନ୍ତି। ହେଲେ ସେହି ପରିବାର ଅଧା ଲୋକଙ୍କ କଥା ନବୀନ ପଟ୍ଟନାୟକ, ତାଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ଭୁଲି ଯାଇଛନ୍ତି। କରୋନା ଆରମ୍ଭ ହେବା ସମୟରେ ବିଧାନସଭାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ଗୃହୀତ କରାଗଲା। ଏହି ସଂକଳ୍ପ…

Read More