ମହାରାଷ୍ଟ୍ର ରାଜନୀତିରେ ହଟଚମଟ: ବିଜେପି ବିରୋଧରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆଣିଲେ ଏକନାଥ ସିନ୍ଦେ

ମୁମ୍ବାଇ: (ବିଶ୍ୱଜିତ ପରିଡା )-ମହାରାଷ୍ଟ୍ରର ମହାୟୁତି ମେଣ୍ଟ ସରକାରରେ ଏବେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ସହଯୋଗୀ ନେତା ଏକନାଥ ସିନ୍ଦେ ନିଜ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସାତାରା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ନେତାମାନେ ବ୍ୟାପକ ଅନିୟମିତତା କରିଥିବା ସେ ଅଭିଯୋଗ କରିଛନ୍ତି ।ଘଟଣାଟି କ’ଣ ? ଗତ ମାର୍ଚ୍ଚ ୨୦ (ଶୁକ୍ରବାର) ଦିନ ସାତାରା ଜିଲ୍ଲା…

Read More

ପ୍ରକୃତ ଏନସିପି ବୋଲି ଭୋଟର କାହାକୁ ଭାବୁଛନ୍ତି…ସେ ନେଇ ଆସିଲା ରିପୋର୍ଟ…ଜାଣନ୍ତୁ କିଏ ଦଳର ଅସଲ ମାଲିକ..

ମୁମ୍ବାଇ –  ଶରଦ ପାଓ୍ୱାରଙ୍କ ପୁତୁରା ଦଳର ସଂଖ୍ୟାଧିକ ବିଧାୟକଙ୍କୁ ନେଇ ଚାଲିଯିବା ପରେ ଏନସିପି ଦୁଇ ଭାଗ ହୋଇଯାଇଛି। ଗୋଟିଏ ଭାଗ ଶରଦ ପାଓ୍ୱାର, ସୁପ୍ରିୟା ସୁଲେ, ରୋହିତ ପାଓ୍ୱାର ଏବଂ ଜୟନ୍ତ ପାଟିଲଙ୍କ ପାଖରେ ରହିଛି। ଅନ୍ୟ ଭାଗଟି ଅଜିତ ପାଓ୍ୱାର , ଛଗନ ଭୁଜଭଳ ଭଳି ବରିଷ୍ଠ ନେତାଙ୍କ ସହ ରହିଛି। ହେଲେ ଏନସିପିର ଭୋଟର ଏବଂ ମହାରାଷ୍ଟ୍ରର ଜନସାଧାରଣଙ୍କ ମନରେ କିଏ ପ୍ରକୃତ ଏନସିପି ବୋଲି କୌତୁହଳ ଲାଗି ରହିଛି. ଏହି…

Read More