Cart Festival ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚୟ କରିବାକୁ ପ୍ରକୃଷ୍ଟ ସମୟ
ପୁରୀ :(ରଙ୍ଗାଚରଣ ପ୍ରଧାନ )-ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଭୁବନେଶ୍ବରରୁ ପୁରୀ ସ୍କୁଟରରେ ଆସିବା ବେଳେ ଯଦି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତାମାନେ ନଥାନ୍ତେ ମୁଁ ଜାଣି ପାରି ନଥାନ୍ତି ଯେ ମୁଁ ଓଡିଶାର ସଡକରେ ଯାଉଛି । ମଝିରେ ମଝିରେ ଅବଶ୍ୟ ଓଡିଆ ଫିଲ୍ମ ତାରକା ଶିବାନୀଙ୍କ ବିସ୍କୁଟ୍ ଆଡ୍ ଅଛି । ନଚେତ୍ ରାସ୍ତା ସାରା ଓଡିଶାର କୌଣସି ଚିହ୍ନବର୍ଣ ନାହିଁ । ଏମାନଙ୍କୁ ବାଦ୍ ଦେଲେ ସବୁଠାରୁ ବେଶି ଯଦି କାହାର ଫଟୋ…
