ଆପେକ୍ସ କମିଟି ବୈଠକରେ ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନର ପ୍ରାଶାସନିକ ରୂପରେଖ ଚୂଡ଼ାନ୍ତ

ଭୁବନେଶ୍ୱର, ୧୪/୫: ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନ (ଓଏସ୍‌ପିଏ)ର ପ୍ରଥମ ଆପେକ୍ସ କମିଟି ବୈଠକ ଗତ ୧୩ ତାରିଖରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟରେ, ସଭାପତି ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ ପ୍ରମୁଖ ଇସ୍ପାତ ଶିଳ୍ପ; ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ, ଆରତୀ ଷ୍ଟିଲ, ରୁଙ୍ଗଟା ମାଇନ୍ସ, ଜେଏସଡବ୍ଲୁ ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ, ଏସାର ମିନ୍ ମେଟ, ନର୍ଭେରାମ ପାଓ୍ୱାର ଏଣ୍ଡ ଷ୍ଟିଲ ଓ ଏସ୍ଏନ୍ଏମ୍ ଗ୍ରୁପର ପ୍ରତିନିଧି ଯୋଗଦେଇଥିଲେ।…

Read More