ପରିବର୍ତ୍ତନ…. ପଶ୍ଚିମବଙ୍ଗ….. Change… West bengal…

କୋଲକାତା :(ବିଜୟ ସାହୁ)-ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଲେ l ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା ବେଙ୍ଗଲ କୁ ଦୁଇଭାଗ କରି ହିନ୍ଦୁ ବେଙ୍ଗଲ ର ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେବା । ସେଥିପାଇଁ ଭାରତ ବିଭାଜନ କିଛିମାସ ପୂର୍ବରୁ ମଇ 2,1947 ମସିହାରେ ବଡଲାଟ ଲର୍ଡ଼ ମାଉଣ୍ଟବାଟେନଙ୍କୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ମାଉଣ୍ଟବାଟେନଙ୍କୁ ଏପ୍ରିଲ 23,1947 ମସିହାରେ ଭେଟି ଏହି ଦାବୀ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ ।ହିନ୍ଦୁ ମହାସଭା ମଧ୍ୟ ତାଙ୍କୁ…

Read More

BJP – TMC Friendship & Fight ବନ୍ଧୁରୁ ବଇରୀ ହେବାର ଯାତ୍ରା

ଭୁବନେଶ୍ୱର :(ଦେବେନ୍ଦ୍ର ଆଚାର୍ଯ୍ୟ)–ମମତା ବାନାର୍ଜୀ ପ୍ରାୟ ୨୯ ବର୍ଷ ପୂର୍ବେ ୧୯୯୭ ମସିହାରେ କଂଗ୍ରେସ ଭାଙ୍ଗି ମୁକୁଲ ରୟଙ୍କ ସହ ମିଶି ତୃଣମୂଳ କଂଗ୍ରେସ (ଟିଏମସି) ଗଠନ କରିଥିଲେ, ସେତେବେଳେ ସେ CPM, CPI ଏବଂ କଂଗ୍ରେସକୁ ଶେଷ କରିବା ପାଇଁ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରବେଶ କରାଇଥିଲେ l ମୁକୁଲ ରୟ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।୧୯୯୯ ମସିହାରେ ମମତା ବାନାର୍ଜୀ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରରେ ସାମିଲ…

Read More

Mamata Banarjee In SC –  ମମତା ବାନାର୍ଜୀ ସୁପ୍ରିମ କୋର୍ଟରେ: ଏକ ଐତିହାସିକ ଦିନ

ନୂଆଦିଲ୍ଲୀ : (ଗର୍ବିତ ଓଡ଼ିଆ)-ଆଜି ଫେବୃଆରୀ ୪ ତାରିଖ ରେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ କୋର୍ଟ ରେ ନିଜର ମାମଲା ନିଜେ ଯୁକ୍ତି ଉପସ୍ଥାପନ କରି ଇତିହାସ ରଚିଛନ୍ତି। ଏହା ଭାରତୀୟ ରାଜନୀତିରେ ଏକ ଅଭୂତପୂର୍ବ ଘଟଣା, ଯେଉଁଥିରେ ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ସ୍ୱୟଂ ଆଇନଜୀବୀ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହୋଇଛନ୍ତି ସେ ନିଜର ଯୁକ୍ତି ଉପସ୍ଥାପନରେ ସହାୟତା ପାଇଁ ସିନିୟର ଆଡଭୋକେଟ Shyam Divan ଏବଂ Trinamool Congress MP…

Read More

 ନବାନ୍ନ ଘେରାଉ କାହାର ପ୍ରତିଫଳନ ଥିଲା ?

କୋଲକାତା : (ବିଜୟ ସାହୁ)-RG KAR ମେଡ଼ିକାଲରେ ନୃଶଂସ ଦୁଷ୍କର୍ମ ଓ ହତ୍ୟାର ଏକ Political Twist ଥିଲା ନବାନ୍ନ ବା ପଶ୍ଚିମବଙ୍ଗ ନୂତନ ସଚିବାଳୟ ଅଭିଯାନ । ଗତ ୨୭ ତାରିଖରେ ପ୍ରତିବାଦକାରୀଙ୍କ କ୍ଷୋଭର ବର୍ଷଣ ଦେଖା ଯାଇଥିଲା । ହାୱଡା ଓ କଲିକତାର ଯମଜ ସହର ଗୁଡିକରୁ ଯୁବକମାନେ ଅପରାହ୍ନରେ ବିଭିନ୍ନ କୋଣରେ ବହୁ ସଂଖ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରି ମମତା ବାନାର୍ଜୀଙ୍କର ଇସ୍ତଫା ଦାବୀ କଲେ । ସେମାନଙ୍କ ଦାବୀ ଥିଲା ମମତା…

Read More

ବିଜେପିର ଟିନ୍ତା ବଢାଉଛି ଏହି ରାଜ୍ୟର ନିର୍ବାଚନୀ ସର୍ଭେ, ସବୁ କାଣ୍ଡ ପରେ ବଢୁନି ଆସନ…ବିହାର ଓ ମହାରାଷ୍ଟ୍ରରେ ସିଟ୍ ଆବଣ୍ଟନକୁ ନେଇ ମୁଣ୍ଡ ଟେକିବ ବିବାଦ..

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଲା, ଏନସିପି ଦୁଇ ଭାଗ ହୋଇଗଲା। ବିହାରରେ ନୀତିଶ କୁମାରଙ୍କୁ ଛାଡି ଉପେନ୍ଦ୍ର କୁଶଓ୍ୱା ଏବଂ ଜିତନରାମ ମାଝୀ ଏନଡିଏକୁ ଆସିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ଇଡି ଜେରା କଲା , ମାତ୍ର ଏହାର କୌଣସି ସୁଫଳ ବିଜେପିର ଶୀର୍ଷ ନେତୃତ୍ୱ ଦେଖିବାକୁ ପାଉନାହିଁ। ଦଳ ପକ୍ଷରୁ କରାଯାଇଥିବା ନିଜସ୍ୱ ସର୍ଭେରୁ ଏନେଇ ସ୍ପଷ୍ଟ ସଙ୍କେତ ଆସିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ…

Read More

ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ୧୧ ମୃତ

କୋଲ୍‌କାତା: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ  ହିଂସାକାଣ୍ଡ ଘଟି ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଘରଦ୍ବାରା ନଷ୍ଟ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ‘ତୃଣମୂଳ କଂଗ୍ରେସ’ର ୫ଜଣ , ‘ବିଜେପି’, ‘ସିପିଆଇ(ଏମ୍‌)’ଓ ‘କଂଗ୍ରେସ’ର ଜଣେ ଲେଖାଏଁ କର୍ମୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ରହିଛନ୍ତି ।ଏହାଛଡ଼ା, ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଭୀଷଣ ସଂଘର୍ଷ ଘଟି ବିଭିନ୍ନ ରାଜନୈତିକ…

Read More

ଆହତଙ୍କୁ ଭେଟିବାକୁ ଓଡ଼ିଶାରେ ମମତା, ମୃତକଙ୍କୁ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାର ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶତାଧିକ ଲୋକ ମରିଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ମୃତ ଦେହ ପଶ୍ଚିମବଙ୍ଗ ଯାଇସାରିଛି। ଆଉ କେତେକ ଚିହ୍ନଟ ପରେ ବଙ୍ଗ ଯିବ। ଏହି କ୍ରମରେ ପଶ୍ଚିମବଙ୍ଗର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି।  ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓ କଟକ ଏସସିବିରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ…

Read More