ପ୍ରଧାନମନ୍ତ୍ରୀ ପଦକୁ କଂଗ୍ରେସର ନାଁ ; ସମ୍ବିଧାନ ସୁରକ୍ଷାକୁ ପ୍ରାଥମିକତା

ବାଙ୍ଗାଲୁର ; କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ଚାହେଁ ନାହିଁ। କଂଗ୍ରେସ କ୍ଷମତା ମଧ୍ୟ ଚାହେଁ ନାହିଁ। ବିରୋଧୀ ଏକତା ସହ ସମ୍ବିଧାନକୁ ବଞ୍ଚାଇବା ମୂଳଲକ୍ଷ୍ୟ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଦେଶ ପ୍ରଥମେ ସୁରକ୍ଷିତ ରହିବା ଦରକାର। ଦେଶ ସୁରକ୍ଷିତ ରହିଲେ ସମସ୍ତେ ସୁରକ୍ଷିତ ରହିବେ। ଏଥିପାଇଁ ସମ୍ବିଧାନ ସୁରକ୍ଷିତ ରହିବା ଆବଶ୍ୟକ ଆମେ ସେ ଦିଗରେ କାର୍ଯ୍ଯ କରିବା ଦିଗରେ ଶ୍ରୀ ଖଡଗେ କହିଛନ୍ତି। କର୍ଣ୍ଣାଟକର ବେଙ୍ଗଲୁରୁ ଠାରେ ଆୟୋଜିତ ମିଳିତ ବିରୋଧୀ ଦଳ ବୈଠକରେ ସେ ଏହା କହିଛନ୍ତି ।

Leave a Reply

Your email address will not be published. Required fields are marked *