G-20 submit; ଜି – ୨୦ ହେଲା ଜି – ୨୧ ଜଣାନ୍ତୁ କେଉଁ ଦେଶକୁ ମିଳିଲା ସଦସ୍ୟ ହେବାର ସୁଯୋଗ…

ଗ୍ରୁପ ଅଫ୍ ୨୦ ନେସନ୍ ବା ଜି –୨୦ ରାଷ୍ଟ୍ର ଗୋଷ୍ଠିର ସଦସ୍ୟ ସଂଖ୍ୟା ୨୧ବ କୁ ବୃଦ୍ଧି ପାଇଛି । ଆଜି ଏଥିରେ ଆଫ୍ରିକାନ ୟୁନିୟନ୍ସକୁ ସ୍ଥାୟୀ ସଦସ୍ୟ ମିଳିଛି ଯାହା ଫଳରେ ଏହି ଦେଶକୁ ୟୁରୋପୀୟ ସଂଘ ତୁଲ୍ୟ ମର୍ଯ୍ୟଦା ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ଏହି ଦେଶକୁ ସଦସ୍ୟତା ପ୍ରଦାନ କରିବା ପାଇଁ ଜି-୨୦ ସମ୍ମିଳନୀ ଆୟୋଜକ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନୀ ଏ ଜର୍ମାନ ଚାସଲର ସଲାଫ ସଲୋଜ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ମେ ମାସରେ ଜାପାନରେ ଅନୁଷ୍ଠିତ ଜି-୨୦ ଅଧିନ ଜି–୭ ବୈଠକରେ ଏହା ଆଲୋଚନା କରାଯାଇଥିଲା । ଆଫ୍ରିକୀୟ ସଂଘର ମୁଖ୍ୟାଳୟ ଏବେ ଇଥିଏପିଆଠାରେ କାମ କରୁଛି । ତେବେ ଆଫ୍ରିକାନ ୟୁନିୟନକୁ ଜି – ୨୦ ସମ୍ମିଳନୀରେ ସଦସ୍ୟତା ମିଳିବା ପରେ ବର୍ତ୍ତମାନ ଜି-୨୦ ଏବେ ଜି -୨୧ ରେ ପହଁଚିଛି ।

Leave a Reply

Your email address will not be published. Required fields are marked *