LIC ର ଏହି ଯୋଜନାରେ ମାତ୍ର ୪୫ ଟଙ୍କା ବିନିଯୋଗ କରି ପାଆନ୍ତୁ ୨୫ ଲକ୍ଷ …

ଚାକିରିରୁ ରିଟାୟାରମେଣ୍ଟ ହବା ପରେ ଶାନ୍ତିରେ ଜୀବନ କାଟିବା ପାଇଁ ଲୋକ ଅନେକ ପ୍ରକାରର ବୀମା ଯୋଜନାରେ ଟଙ୍କା ନିବେଶ କରିଥାନ୍ତି । ତେବେ ଏହି ପଲିସିଗୁଡ଼ିକ ମଧ୍ୟରେ LIC ଜୀବନ ଆନନ୍ଦ ପଲିସି ଯେଉଁଥିରେ ଆପଣ କମ ଟଙ୍କା ନିବେଶରେ ଅଧିକ ରିଟନ୍ ପାଇବେ ।ଯଦି ଆପଣ ଏହି ପଲିସିରେ ପ୍ରତିଦିନ ମାତ୍ର ୪୫ ଟଙ୍କା ବିନିଯୋଗ କରୁଛନ୍ତି, ତାହେଲେ ୩୫ ବର୍ଷରେ ଆପଣଙ୍କ ଦ୍ବାରା ବିନିଯୋଗ ହୋଇଥିବା ଅର୍ଥ ହେଉଛି, ୫ ଲକ୍ଷ ୭୦୦୦୦ ଟଙ୍କା ଏବଂ ଭାରତର ଜୀବନ ବୀମା ନିଗମର ଏହି ପଲିସିରେ ଆପଣଙ୍କୁ ମୋଟ ୨୫ ଲକ୍ଷ ଟଙ୍କାର ଲାଭ ପାଇ ପାରିବେ ।


ଲାଇଫ ଇନସୁରାନ୍ସ କର୍ପୋରେସନ୍(LIC) ଅଫ୍ ଇଣ୍ଡିଆ, ବୀମା କମ୍ପାନୀକୁ ଆପଣ ଜାଣିଛନ୍ତି । ଅନେକ ଲୋକ ମଧ୍ୟ LICରୁ ଲାଭ ଉଠାଉଛନ୍ତି । ଆମେ ଜାଣିଛେ ଯେ, ଯେଉଁ ମାନେ LICରେ ଜଡିତ ରହିଛନ୍ତି, ସେମାନଙ୍କର ଯଦି ମୃତ୍ୟୁ ହୋଇଯାଏ, ତାହେଲେ ନୋମିନିରେ ଥିବା ବ୍ୟକ୍ତିଙ୍କୁ, ସମ୍ପୂର୍ଣ ଲାଭ ପ୍ରଦାନ କରାଯାଇଥାଏ । ଅନେକ ଲୋକ ମଧ୍ୟ LICରେ ପଲିସି କରିଥାନ୍ତି । ଦୀର୍ଘ ବର୍ଷ ବର୍ଷ ଧରି ଗ୍ରାହକ ମାନଙ୍କୁ ସେବା ଯୋଗାଇ ଆସୁଛି LIC । ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ମାତ୍ର ଦିନକୁ ୪୫ ଟଙ୍କା ବିନିଯୋଗ କଲେ ୩୫ ବର୍ଷ ପରେ ଆପଣଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା


କମ୍ପାନୀ ଏକ ସ୍ୱତନ୍ତ୍ର ପଲିସି ଆରମ୍ଭ କରିଛି ଯାହା ଲୋକଙ୍କୁ ବହୁତ ଲାଭ ଦେଉଛି । LIC ଜୀବନ ଆନନ୍ଦ ପଲିସି ଏକ ବେଷ୍ଟ ପଲିସି, ଯଦି ଆପଣ ଏହି ପଲିସିରେ ପ୍ରତିଦିନ ମାତ୍ର ୪୫ ଟଙ୍କା ବିନିଯୋଗ କରୁଛନ୍ତି, ତାହେଲେ ୩୫ ବର୍ଷରେ ଆପଣଙ୍କ ଦ୍ବାରା ବିନିଯୋଗ ହୋଇଥିବା ଅର୍ଥ ହେଉଛି, ୫ ଲକ୍ଷ ୭୦୦୦୦ ଟଙ୍କା ଏବଂ ଭାରତର ଜୀବନ ବୀମା ନିଗମର ଏହି ପଲିସିରେ ଆପଣଙ୍କୁ ମୋଟ ୨୫ ଲକ୍ଷ ଟଙ୍କାର ଲାଭ ପାଇ ପାରିବେ ।

Leave a Reply

Your email address will not be published. Required fields are marked *