ଝାରସୁଗୁଡ଼ା ଉପ-ନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବର : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଶ୍ରୀ ପାଣ୍ଡେ ହେଉଛନ୍ତି ଝାରସୁଗୁଡ଼ା ପୌରପାଳିକାର ୨ଥର ଅଧ୍ୟକ୍ଷ ଓ ୩ଥର ବିଧାୟକ ହୋଇଥିବା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ଏକ ରାଜନୈତିକ ପରିବାରରୁ ଆସିଥିବା ଶ୍ରୀ ପାଣ୍ଡେ ଜଣେ ଯୁବ ନେତା ଭାବେ ୧୯୯୫ ମସିହାରୁ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ
କାର୍ଯ୍ୟ କରୁଛନ୍ତି। ଜଣେ ସମାଜସେବୀ ଓ ଅଘରିଆ ସମାଜର ଆଗଧାଡ଼ିର ନେତାଭାବେ ମଧ୍ୟ ନିଜର କାର୍ଯ୍ୟ ଜାରି ରଖିଛନ୍ତି।