ମୁଁ ଭାଇର ଫର୍ଣ୍ଣିଚର ପ୍ୟାକ କରୁଥିଲି, ତାଙ୍କୁ ସାହାଯ୍ୟ କରିବାକୁ ପରିବାର ନାହିଁ: ପ୍ରିୟଙ୍କା ଗାନ୍ଧୀ

ୱାୟାନାଡ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ନିର୍ବାଚନମଣ୍ଡଳୀ ୱାୟାନାଡରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପହଞ୍ଚିଥିଲେ | ଏହି ଅବସରରେ ରାହୁଲଙ୍କ ଭଉଣୀ ଇମୋସନାଲ କାର୍ଡ ଖେଳିଛନ୍ତି | ସେ କହିଛନ୍ତି ଯେ, ମୋ ଭାଇ ରାହୁଲଙ୍କ ଘରେ ଯେତେବେଳେ ମୁଁ ଆସବାବପତ୍ର ପ୍ୟାକ୍ କରୁଥିଲି, ଭାବୁଥିଲି ଯେ କିଛି ବର୍ଷ ପୂର୍ବେ ମୋ ପିଲା ଏବଂ ସ୍ୱାମୀ ମୋତେ ମୋ ଘର ବଦଳାଇବାରେ ସାହାଯ୍ୟ କରିଥିଲେ, କିନ୍ତୁ ମୋ ଭାଇକୁ ସାହାଯ୍ୟ କରିବାକୁ ତାଙ୍କ ପରିବାର ନାହିଁ | ପ୍ରିୟଙ୍କା ଜନସଭାରେ ଜୋର ଦେଇ କହିଛନ୍ତି ଯେ, ମୋ ଭାଇ ଦୁନିଆର ସବୁଠାରୁ ସଚ୍ଚୋଟ ବ୍ୟକ୍ତି, ଯିଏ ଖୁଲମଖୁଲା କହିଥାଏ ଓ କାହାକୁ ଡ଼ରିନଥାଏ | ୱାୟାନାଡରେ ଲୋକଙ୍କୁ ପ୍ରିୟଙ୍କା କହିଛନ୍ତି ଯେ,’ଆପଣ ଜାଣିଛନ୍ତି ଯେ, ସେ(ରାହୁଲ) ସବୁଠାରୁ ସଚ୍ଚୋଟ ବ୍ୟକ୍ତି | ସେ କାହାକୁ ଡରନ୍ତି ନାହିଁ |

Leave a Reply

Your email address will not be published. Required fields are marked *